Daily Archives

March 28, 2020

କରୋନା ସତର୍କତା: ଏନଫୋର୍ସମେଣ୍ଟ ଟିମ ଅଧିକାରୀମାନଙ୍କ ବିଭିନ୍ନ ପଂଚାୟତ ଗସ୍ତ

ଦେବଗଡ: ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଏବଂ ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପର୍ଯ୍ୟବେକ୍ଷଣ ନିମନ୍ତେ ଗଠନ କରାଯାଇଥିବା ଏନଫୋର୍ସମେଣ୍ଟ ଟିମ୍ ୨୩ଜଣ ଅଧିକାରୀ ଆଜି ଜିଲ୍ଲାର ୨୩ଟି ପଂଚାୟତକୁ ଗସ୍ତ କରିଛନ୍ତିି । ସେମାନେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୩ଟି ପଂଚାୟତ ଯେଉଁଠାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ କିମ୍ସ ପ୍ରସ୍ତୁତ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ‘କୋଭିଡ-୧୯’ ହସ୍ପିଟାଲର ପ୍ରସ୍ତୁତି…

ଭୁବନେଶ୍ବର:  କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ଘୋଷଣା କରିଥିଲେ । ଆଉ ସଙ୍କଟ ସମୟରେ ମେଡିକାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଥିଲେ ଦୁଇ ଘରୋଇ…
ଅଧିକ ଖବର ଦେଖନ୍ତୁ...

ହାଟ ବଜାରରେ ନିଜେ ଗୋଲେଇ ଆଙ୍କିଲେ ଥାନା ଅଧିକାରୀ 

ଝାରସୁଗୁଡ଼ା: ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଝାରସୁଗୁଡ଼ା ପୁଲିସ ଲୋକଙ୍କୁ ସଚେତନ କରିବା ପାଇଁ ଆଉ ପାଦେ ଆଗକୁ ଯାଇଥିବା ଦେଖାଯାଇଛି। ହାଟ ବଜାରରେ ଲୋକେ ସାମାଜିକ ଦୂରତ୍ବ ମାନୁ ନଥିବା ଏବେ ସବୁଠାରୁ ବଡ଼…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ୫୨ ଲକ୍ଷ ଟଙ୍କା ପ୍ରଦାନ କଲେ ରାଇନା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପୂର୍ବରୁ ବହୁ ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଥିବା ବେଳେ ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଜଣାଶୁଣା କ୍ରିକେଟ୍‌ ତାରକା ସୁରେଶ ରାଇନା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼େଇ କରିବା ପାଇଁ ନର୍ସ ପାଲଟିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼େଇ କରୁଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏଭଳି ମାରାତ୍ମକ ଭୂତାଣୁ ସହ ଲଢ଼େଇ କରିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି । ସାରା ଦେଶବାସୀ ମିଶି ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣାରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲାର ୬୦ଜଣ ଶ୍ରମିକ

ଭବାନୀପାଟଣା: କରୋନା ମହାମାରୀକୁ ନେଇ ବିଶ୍ୱ ଥରହର ହେଉଥିବା ବେଳେ ଏହି ମହାମାରୀ ଠାରୁ ଜିତିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆହ୍ବାନ ଦିଆଯାଇଥିବା ୨୧ ଦିନିଆ ଲକଡାଉନ ପାଳନ  କରିଛନ୍ତି। ଆଜି ଲକଡାଉନକୁ ୪ ଦିନ ବିତିଥିଲେ ମଧ୍ୟ ଭବାନୀପାଟଣା ସହରର ଲୋକେ ବହୁ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ସମଗ୍ର ବିଶ୍ୱରେ ୨୮୭୯୧ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ପଛରେ ପକାଇଦେଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୭୨୨ରେ ପହଞ୍ଚିଛି । ଇଟାଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୪୯୬ରେ ଓ ମୃତ୍ୟୁସଂଖ୍ୟା ୯୧୩୪ରେ ପହଞ୍ଚିଛି ।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଭର୍ତ୍ତି ହୋଇଛନ୍ତି ବିଦେଶ-ପ୍ରଦେଶ ଫେରନ୍ତା, ମାନୁନାହାନ୍ତି ସଙ୍ଗରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ଏନ୍‌ଏସି ଅଞ୍ଚଳରେ ଘନ ଘନ କରୋନା ନିମନ୍ତେ ସଚେତନତା ଗାଡ଼ି ବୁଲୁଛି। ବୈଠକ ବି ଚାଲୁଛି। କିନ୍ତୁ ଗ୍ରାମାଞ୍ଚଳକୁ ବାସ୍ତବରେରୁ ଅଧିକ ବିଦେଶ ଓ ଅନ୍ୟ ରାଜ୍ୟରେ କାମ କରୁଥିବା ଲୋକ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କାଁ ଭାଁ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ର ଚତୁର୍ଥ ଦିନ, ଜିଲ୍ଲାରେ ୮ମାମଲା ରୁଜୁ, ୮ଗିରଫ

ବାରିପଦା: କରୋନା ସହିତ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଲଢ଼େଇ ଲକ୍‌ଡାଉନ୍‌ର ୪ର୍ଥ ଦିନରେ ମଧ୍ୟ ଜାରିରହିଛି। ଆଉ ଅସ୍ତ୍ର ସାଜିଛି ସାମାଜିକ ଦୂରତା ଏବଂ ଘର ଭିତରେ ନିଜକୁ ଆବଦ୍ଧ କରି ରଖିବା। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ସାମାଜିକ ଦୂରତାକୁ ପାଳନ କରାଯାଉଥିବା ଦେଖିବାକୁ ମିଳଥିଲା।…
ଅଧିକ ଖବର ଦେଖନ୍ତୁ...

ଚୀନରୁ ଫେରିଥିବା ଏହି ଗ୍ରାମବାସୀ ୧୪ ଦିନ ପାଇଁ ଘରଠାରୁ ଅଲଗା ହୋଇ ଗଛ ଉପରେ ତମ୍ବୁ ବାନ୍ଧି ରହିଲେ

ପୁରୁଲିଆ: କରୋନା ଭାଇରସକୁ ନେଇ ପୃଥିବୀ ସାରା ‌ଲୋକ ଆତଙ୍କିତ ଥିବା ବେଳେ ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଚୀନରୁ ଫେରିଥିବା ପୁରୁଲିଆସ୍ଥିତ ବଳରାମପୁର ଅଞ୍ଚଳର ଭାଙ୍ଗିଡ଼ି ଗ୍ରାମର କିଛି ଗ୍ରାମବାସୀ ଘରକୁ ଫେରିବା ପରେ ସଚେତନତା ଅବଲମ୍ବନ କରି୧୪…
ଅଧିକ ଖବର ଦେଖନ୍ତୁ...