Daily Archives

March 28, 2020

ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇ ଯାଇଛି। ଶନିବାର ଅପରାହ୍ଣରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସିଲା ଏନ-୯୫ ମାସ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏନ-୯୫ ମାସ୍କ ପହଞ୍ଚିଛି । ଏହି ମାସ୍କଗୁଡ଼ିକ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ (ଏଆଇ୯୧ ୯୧୭)ରେ ନୂଆଦିଲ୍ଲୀରୁ ଆସିଛି । ଏଥି ସହିତ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ମଧ୍ୟ ପହଞ୍ଚିଛି । କରୋନା ମୁକାବିଲା ନେଇ ରାଜ୍ୟ ଔଷଧ ନିଗମ କ୍ରୟାଦେଶ ଦେଇଥିଲା…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କୁ ଟିକ-ଟକ ଭିଡ଼ିଓ ସୁଟ କରିବାରେ ସାହାଯ୍ୟ କରିଥିବାରୁ ନିଲମ୍ବିତ ହେଲେ ଡାକ୍ତରଖାନାର ୩ କର୍ମଚାରୀ

ଆରିୟାଲୁର: କରୋନାଭାଇରସ୍ ରୋଗୀଙ୍କୁ ଟିକ-ଟକ୍ ଭିଡିଓ ସୁଟିଂ କରିବାରେ ସାହାଯ୍ୟ କରିଥିବାରୁ ଆରିୟାଲୁର ସରକାରୀ ଡାକ୍ତରଖାନାର ତିନିଜଣ ପରିମଳ କର୍ମଚାରୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି। ମହିଳାଙ୍କ ମୋବାଇଲ୍ ଫୋନ୍ ଧରି ଥିବାରୁ ଏହି ତିନିଜଣଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

କରୋନା ଲଢେଇ ପାଇଁ ଟାଟା ଗ୍ରୁପ ଦେଲା ୧୫୦୦ କୋଟି , ଅକ୍ଷୟ କୁମାରଙ୍କ ପକ୍ଷରୁ ୨୫ କୋଟିର ସହାୟତା

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ବିରୁଦ୍ଧରେ ସମଗ୍ର ଭାରତ ଲଢେଇ କରିବାକୁ ଅଣ୍ଟା ଭିଡ଼ିଛି । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କେବଳ ସରକାର ନୁହେଁ, ସାଧାରଣ ଲୋକେ, କର୍ପୋରେଟ୍ ଜଗତ ଓ ସେଲିବ୍ରିଟିମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ଦେଶର ପ୍ରମୁଖ ଶିଳ୍ପ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ତଥାପି ଅମାନିଆ ମାନୁ ନାହାନ୍ତି କଟକଣା: କନ୍ଧମାଳରେ ଗିରଫ ହେଲେଣି ୫୭ଜଣ, ୨୩ ଜଣଙ୍କ ନାଁରେ ମାମଲା ରୁଜୁ

ଫୁଲବାଣୀ: କରୋନା ସଂକ୍ରମିତକୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶରେ ଚାଲିଥିବା ଲକ୍ ଡାଉନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। । ଲକଡାଉନ ଯୋଗୁ ସମଗ୍ର କନ୍ଧମାଳରେ ଗାଁରୁ ସହର ସବୁଠି ଶୂନଶାନ। ନିଜର ସୁରକ୍ଷା ପାଇଁ ସମାଜିକ ଦୂରତା ବଜାୟ ରଖି ସମସ୍ତେ ଘରେ ରହୁଛନ୍ତି। ଜରୁରୀ କାମରେ କିଏ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରେ ପ୍ରଥମ କରୋନା ମୃତ୍ୟୁ, ଭାରତରେ ମୃତ୍ୟୁସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୨୦ ଛୁଇଁଛି । ତେଲେଙ୍ଗାନାରେ ଜଣେ ୭୪ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହା ତେଲେଙ୍ଗାନାରେ ପ୍ରଥମ କରୋନା ମୃତ୍ୟୁ ବୋଲି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର େ ହବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ପତ୍ନୀଙ୍କ ସହଯୋଗ ପାଇବେ ଏବଂ ପଦୋନ୍ନତିର ସୁଯୋଗ। ରବି ଓ ସୋମବାର: ଆଗକୁ ବଢ଼ିବା ପାଇଁ ଭଲ ସମୟ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର:…
ଅଧିକ ଖବର ଦେଖନ୍ତୁ...

୨୭ ତାରିଖ ସୁଦ୍ଧା ବାତିଲ୍‌ କରାଯାଇଥିବା ସମସ୍ତ ରେଳ ଟିକେଟ୍‌ର ମୂଲ୍ୟ ଫେରସ୍ତ କରାଯିବ: ଭାରତୀୟ ରେଳ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ୨୦୨୦ ଏପ୍ରିଲ୍‌ ୧୪ ତାରିଖ ମଧ୍ୟରେ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ଟିକେଟ୍‌କୁ ବାତିଲ୍‌ କରାଯାଇଥିଲା। ମାର୍ଚ ୨୧ ତାରିଖରୁ ବାତିଲ୍‌ କରାଯାଇଥିବା ସମସ୍ତ ଟିକେଟ୍‌ର ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ…
ଅଧିକ ଖବର ଦେଖନ୍ତୁ...