Daily Archives

March 30, 2020

ସାଢେ ୭ ଲକ୍ଷରେ ପହଞ୍ଚିଲା ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟା, ୩୫ ହଜାର ମୃତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢେ ୭ ଲକ୍ଷରେ ଓ ମୃତ୍ୟୁ ସଂଖ୍ୟା ୩୫ ହଜାରରେ ପହଞ୍ଚିଛି । ଏହି ଭାଇରସ ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ପଛରେ ପକାଇଦେଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଦେଢଲକ୍ଷ ନିକଟବର୍ତ୍ତି ହୋଇଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ବେଳେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଧାର୍ମିକ ସମାବେଶ, ୩୦୦ ଲୋକଙ୍କୁ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ କିଛି ଦିନ ତଳେ ହୋଇଥିବା ଏକ ଧାର୍ମିକ ସମାରୋହ ଯୋଗୁଁ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି । ପୁଲିସର ବିନା ଅନୁମତିରେ ଏକ ମସଜିଦରେ ହୋଇଥିବା ଏହି ଧାର୍ମିକ ସମାବେଶରେ ପ୍ରାୟ ୧୨…
ଅଧିକ ଖବର ଦେଖନ୍ତୁ...

ଲକଡାଉନରେ କାମ କରିଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ: ଲକଡାଉନ ପାଇଁ ସାରା ଦେଶରେ ତାଲା ପଡ଼ିଥିବାରୁ କାର୍ଯ୍ୟାଳୟ, ବିଦ୍ୟାଳୟ, ବଜାର, ଦୋକାନ, ମଲ୍, ରେଷ୍ଟୁରାଣ୍ଟ ଇତ୍ୟାଦି ସବୁ ବନ୍ଦ ରହିଛି। ତେବେ ବ୍ୟାଙ୍କଗୁଡିକ ସେମାନଙ୍କ କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ କୁହାଯାଇଛି ଯାହା ଦ୍ୱାରା ଲୋକମାନେ ଲକଡାଉନ୍ ହେତୁ କୌଣସି ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ‘ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆରମ୍ଭ ହେଲା ବିପଦର ବନ୍ଧୁ କାର୍ଯ୍ୟକ୍ରମ, ପ୍ରତିଦିନ ହଜାରେ ଲୋକଙ୍କୁ ଯୋଗାଇ…

ଭୁବନେଶ୍ବର: କରୋନା ପ୍ରଭାବିତଙ୍କ ସହାୟତା ପାଇଁ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ପକ୍ଷରୁ ଆରମ୍ଭ ହୋଇଛି ବିପଦର ବନ୍ଧୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ .ଯୋଗାଇ ଦିଆଯାଉଛି। ଏ.କେ.ଦାଶ ଆସୋସିଏଟସ୍ ଲିମିଟେଡ…
ଅଧିକ ଖବର ଦେଖନ୍ତୁ...

ରକ୍ତଶର୍କରା କମିଯିବାରୁ ଅସୁସ୍ଥ ହୋଇଯାଇଥିଲେ ବୁଢା ମଉସା, ପୁଲିସ ପହଂଚି ଖୁଆଇଲା ମିଠା

କାନପୁର: କରୋନା ଭାଇରସ ମହାମାରୀର ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ପୁଲିସର ଏକ ଅଭିନବ ରୂପ ସାମ୍ନାକୁ ଆସିଛି | ଲକ୍ଷ୍ନୗର ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧ ରକ୍ତଚାପ କାରଣରୁ ପୁଲିସର ସାହାଯ୍ୟ ଲୋଡିଥିଲେ। ରକ୍ତଚାପ ହଠାତ କମିଯିବା କାରଣରୁ ମିଠା ଟିକେ ଖାଇବା ଆବଶ୍ୟକ ବୋଲି ବୃଦ୍ଧ ଜଣକ ପୁଲିସଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ପୀଡ଼ିତଙ୍କ ପାଇଁ ହିନ୍ଦୁ ସ୍ବେଚ୍ଛାସେବୀ ସଂଗଠନକୁ ୫ ଲକ୍ଷ ଟଙ୍କା ସହାୟତା ଦେଲେ ମୁସଲମାନ ମହିଳା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଜଣେ ମୁସଲମାନ ମହିଳା ହଜ୍ ତୀର୍ଥଯାତ୍ରା ପାଇଁ ସଂଚୟ କରି ରଖିଥିବା ୫ ଲକ୍ଷ ଟଙ୍କାକୁ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ଅନୁବନ୍ଧିତ 'ସେବା ଭାରତୀ'କୁ ପ୍ରଦାନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ହଜ୍ ପାଇଁ ଖଲିଦା ବେଗମ୍ ୫ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ…
ଅଧିକ ଖବର ଦେଖନ୍ତୁ...

କରୋନା ଲଢେଇରେ ସାମିଲ ହେଲା ବିସିସିଆଇ ଓ କ୍ରିକେଟ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କରୋନା ଲଢେଇ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତେବେ ସେଲିବ୍ରିଟି ଦମ୍ପତି ଦୁହେଁ କେତେ ଟଙ୍କା ସାହାଯ୍ୟ କରୁଛନ୍ତି ତାହା ପ୍ରକାଶ କରି ନାହାଁନ୍ତି। ଅନ୍ୟପଟେ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜରେ ଅଛନ୍ତି ୮୦୦ରୁ ଅଧିକ ବାହାର ରାଜ୍ୟର ଶ୍ରମିକ, ପ୍ରସାସନ ପକ୍ଷରୁ ଯୋଗାଇଦିଆଯାଉଛି ବାସସ୍ଥାନ ଓ ଖାଦ୍ୟ

ବାରିପଦା (ଇମିସ): ମୟୂରଭଞ୍ଜରେ ପ୍ରାୟ ୮୦୦ରୁ ଅଧିକ ଶ୍ରମିକଙ୍କୁ ଖାଦ୍ୟ ଓ ବାସସ୍ଥାନ ଯୋଗାଇଦିଆଯାଇଛି । ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଏବଂ ଖାଇବାର ବନ୍ଦୋବସ୍ତ କରାଯାଇ ଆଶ୍ରୟ ପ୍ରଦାନ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

‘ପିଏମ କେଆରସ ଫଣ୍ଡ’କୁ ୧କୋଟି ଟଙ୍କା ଲେଖାଏଁ ଦାନ କଲେ କାର୍ତ୍ତିକ ଆର୍ଯ୍ୟନ ଓ ରଣଦୀପ ହୁଡ଼ା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁ (କୋଭିଡ -୧୯ ) ବିରୋଧରେ ଯୁଦ୍ଧ କରୁଛି। ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ଭାରତରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ବିପଜ୍ଜନକ ଭୂତାଣୁ ସହ ଦେଶ ଲଢେଇ କରୁଥିବା ବେଳେ ସରକାରଙ୍କୁ ଏହି ଲଢେଇରେ ସାହାଯ୍ୟ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ କରୋନା ସଂକ୍ରମଣ ଆଶଙ୍କା , ଆତ୍ମ ସର୍ମପଣ ପାଇଁ ଆହ୍ବାନ ଦେଲା ସଚେତନ ନାଗରିକ ମଞ୍ଚ

ରାୟଗଡ଼ା (ଇମିସ): କରୋନାରେ ସଂକ୍ରମିତ ହୋଇଛନ୍ତି ମାଓବାଦୀ। ପଡୋଶୀ ରାଜ୍ୟରୁ ଆସିଥିବା ଏହି ମାଓବାଦୀ ରାୟଗଡ଼ା ଜିଲ୍ଲାର ବଣ, ପାହାଡ଼ ଇଲାକାରେ ଘୁରି ବୁଲୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ଗ୍ରାମବାସୀ ମାଓବାଦୀଙ୍କୁ ପ୍ରଶୟ ଦିଅନ୍ତୁ ନାହିଁ, କିମ୍ବା କୌଣସି ସଭା,…
ଅଧିକ ଖବର ଦେଖନ୍ତୁ...