Daily Archives

April 1, 2020

ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରର ୬୦ ବର୍ଷୀୟ ବ୍ୟକ୍ତି ସଂକ୍ରମିତ

ଭୁବନେଶ୍ବର: ଓଡ଼ିଶାରେ ଆଉ ଜଣେ ବ୍ୟକ୍ତି ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଛୁଇଁଛି। ଟୁଇଟ୍ ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା  ଜନୈକ ୬୦…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ଅଟକିଛନ୍ତି ଭଦ୍ରକର ଦାଦନ ଶ୍ରମିକ

ଭଦ୍ରକ: ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ଗୁଜୁରାଟରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଭୂୟାଁଉଆସ ଗ୍ରାମର କିଛି ଶ୍ରମିକ ଅଟକି ରହିଛନ୍ତି। କରୋନା ପାଇଁ ଦେଶସାରା ଲକ୍‌ଡାଉନ ଘୋଷଣା ହେବା ଦିନଠୁଁ ସେମାନେ ସେଠାରେ ଫସି ରହିଥିବା ବେଳେ ସମ୍ପୃକ୍ତ ସଂସ୍ଥା କିମ୍ବା…
ଅଧିକ ଖବର ଦେଖନ୍ତୁ...

କରୋନା ଉଜାଡିଲା ବେଉସା: ପଂଜୀକରଣ ହୋଇ ନଥିବାରୁ ଉଠାଦୋକାନୀ ସାହାଯ୍ୟରୁ ବଞ୍ଚିତ

ଫୁଲବାଣୀ: କରୋନା ପାଇଁ ଦାନାପାଣି ବନ୍ଦ ହେଲା। ଉଜୁଡିଲା ବେଉଷା। ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାର ଆର୍ଥିକ ସାହାଯ୍ୟ କରିଛନ୍ତି। ହେଲେ ନାମ କନ୍ଧମାଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୩୦ ଜଣ ଗୁପଚୁପ ବିକାଳି କରି ନ ଥିବାରୁ ସରକାରୀ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆମେରିକା, ଇଟାଲୀ ଓ ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୮୩୪

ନୂଆଦିଲ୍ଲୀ: ଭାରତରେ କ୍ରମଶଃ କାୟାବିସ୍ତାର କରୁଛି କରୋନା। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସର୍ବଶେଷ ସୂଚନା ଅନୁଯାୟୀ, ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୩୪ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଛି । ତେବେ ଶୁଭସୂଚନା ହେଉଛି ୧୪୩ ଜଣ ଆକ୍ରାନ୍ତ  ଆରୋଗ୍ୟ ଲାଭ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ନିଜ ପେନସନରୁ ୧ଲକ୍ଷ ଟଙ୍କା ଦାନ କଲେ ବୁଢ଼ୀ ମାଉସୀ

ଭୋପାଳ: ସମଗ୍ର ଦେଶ ଏବେ କରୋନା ଭୂତାଣୁ ବିରୋଧରେ ଲଢେଇ କରୁଛି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥି ସହିତ କରୋନା ବିରୋଧରେ ଏହି ଲଢେଇରେ ଅନେକ ଲୋକ ସହାୟତା ରାଶି ଦେଇ ସରକାରଙ୍କ ହାତକୁ ମଜବୁତ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରୁ ଓଡ଼ିଶା ଫେରିଥିବା ୧୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର : ନିକଟରେ ହଜରତ୍‌ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ ଜଣ ଯାତ୍ରୀଙ୍କ ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ୧୫ଟି ରିପୋର୍ଟ ହସ୍ତଗତ ହୋଇଛି। ଏହି ୧୫ଟି ଯାକ ରିପୋର୍ଟ କରୋନା ନେଗେଟିଭ ଆସିଛି। ୧୫ ଜଣଙ୍କ ମଧ୍ୟରୁ ରାଉରକେଲାର ୧୨ ଜଣ, କେନ୍ଦ୍ରାପଡାର…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ ପରୀକ୍ଷା କେନ୍ଦ୍ର ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେରାନା ମୁକାବିଲା ପାଇଁ ସେ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୨୫ ଲକ୍ଷ ଦେଲେ ବିଧାୟକ ସଦାଶିବ ପ୍ରଧାନୀ

ନବରଙ୍ଗପୁର: କରୋନାକୁ ଆଖି ଆଗରେ ରଖି ଏହାର ମୁକାବିଲା ପାଇଁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ୨୫ ଲକ୍ଷ ଟଙ୍କା ବିଧାୟକ ପାଣ୍ଠି ପ୍ରଦାନ ପାଇଁ ଚିଠି ଲେଖିଛନ୍ତି। ଏହି ଅର୍ଥରେ କରୋନା ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ଲୋକ ନିୟୋଜିତ କରିବା, ବିଭିନ୍ନ ସ୍ଥାନରେ ଅସ୍ଥାୟୀ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ଭାରତୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକ୍‌ଟକ୍‌ ଦେଲା ୧୦୦ କୋଟି ଟଙ୍କା ମୂଲ୍ୟର ୨ ଲକ୍ଷ…

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ଦେଶରେ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ତେବେ, ଏ କ୍ଷେତ୍ରରେ ଏକ ପ୍ରମୁଖ ଅନ୍ତରାୟ ହୋଇଛି ଦେଶର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ସରପଞ୍ଚଙ୍କ ପରିବାରର ୩ ମୃତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ମଙ୍ଗଳବାର ବିଳମ୍ବିତ ରାତିରେ ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜ‌ଣେ ଝିଅ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାପା ଅଳ୍ପକେ ବର୍ତ୍ତି…
ଅଧିକ ଖବର ଦେଖନ୍ତୁ...