Daily Archives

April 2, 2020

ନୟାଗଡ଼ ଛେନାପୋଡ଼କୁ କରୋନା ମାଡ଼: ପୋଡ଼ ଭାଟି ବନ୍ଦ, ଦୈନିକ ୩୦ ହଜାରରୁ ଅଧିକ ବ୍ୟବସାୟ ହେଉଥିଲା

ନୟାଗଡ଼: ରାଜ୍ୟ ତଥା ଦେଶବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ନୟାଗଡ଼ ଛେନାପୋଡ଼ ବ୍ୟବସାୟ ଏବେ କରୋନା କଟକଣା ପାଇଁ ଠପ୍‌ ହୋଇଯାଇଛି। ପୋଡ଼ ଉତ୍ପାଦନର ପେଣ୍ଠସ୍ଥଳୀ ନୟାଗଡ଼ ବ୍ଲକର ମାଛିପଡ଼ା ଓ ନିକଟସ୍ଥ ଓଡ଼ଗାଁ ବ୍ଲକର ସୋଲପଟା ପଞ୍ଚାୟତରେ ପୋଡ଼ ପ୍ରସ୍ତୁତକାରୀ ଭାଟି ମାଲିକ, ଦୁଗ୍ଧ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କଲେ ନବରଙ୍ଗପୁରର ଶିକ୍ଷକ  

ନବରଙ୍ଗପୁର: କରୋନା ଭୂତାଣୁ ଠାରୁ ଦୁରେଇ ରହିବା ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି । ସେଥିପାଇଁ ସମସ୍ତ ସ୍କୁଲ, କଲେଜ ଓ ଟ୍ୟୁଟରାଲକୁ ବନ୍ଦ ରଖାଯାଇଛି। ଯୁକ୍ତ ୨ ଓ ଯୁକ୍ତ ୩ ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାକୁ ଅଧାରୁ ବନ୍ଦ ରଖାଯାଇଛି। ଏବେ ସମସ୍ତ ସ୍କୁଲ , କଲେଜ ଓ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ପାଇଁ ‘ଆରୋଗ୍ୟ ସେତୁ’ ଆପ୍‌ ଲଞ୍ଚ୍‌ କଲେ ସରକାର, ଜାଣନ୍ତୁ କେଉଁ ସବୁ ସୁବିଧା ଉପଲବ୍ଧ ହେବ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସଚେତନତା ବାର୍ତ୍ତା ଦେବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ‘ମାଇଁଗଭ୍ଆପ୍‌’ ଲଞ୍ଚ୍‌ କରି ସାରିଥିବା ବେଳେ ଏବେ ଆଉ ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି। କରୋନା ଭାଇରସ୍‌ ସଂପର୍କରେ ଲୋକଙ୍କୁ ‌ସଚେତନ କରାଇବା ପାଇଁ ଲଞ୍ଚ୍‌ ହୋଇଥିବା ଏହି ନୂଆ ଆପ୍‌ର ନାମ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ରକ୍ତର ଅଭାବ ଦୂର ପାଇଁ ପ୍ରୟାସ, ୪୮ୟୁନିଟ ରକ୍ତ ଦେଲେ କ୍ଲବ ଓ ନର୍ସିଂହୋମ କର୍ମକର୍ତ୍ତା

ବାଲେଶ୍ବର/ଔପଦା: ବିଶ୍ବ ମହାମାରୀ ‘କରୋନା’ ପାଇଁ ଚାଲିଥିବା ଦେଶବ୍ୟାପୀ ଲକଡାଉନ ଓ ସେଥିଲାଗି ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ପାଇଁ ସ୍ବେଚ୍ଛାକୃତ ରକ୍ତଦାତା ଓ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦିଆଯାଇଥିଲା। ଏଥିପାଇଁ ଜିଲ୍ଲାର ବିଭିନ୍ନ ଯୁବକ ସଂଘ, ଅନୁଷ୍ଠାନ ଓ…
ଅଧିକ ଖବର ଦେଖନ୍ତୁ...

କରୋନା: ଆଜି ପରୀକ୍ଷା ହୋଇଥିବା ୨୧୩ ସ୍ୱାବ ନମୁନା ନେଗେଟିଭ, ନିଜାମୁଦ୍ଦିନ୍ ଫେରନ୍ତା ୧୯ ଜଣଙ୍କ ନମୁନା ବି ନେଗେଟିଭ

ଭୁବନେଶ୍ୱର: କରୋନା ଭାଇରସ ପାଇଁ ଆଜି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟଭ୍ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨୭ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ସତର୍କ କରାଇବା ପାଇଁ କରୋନା ହେଲମେଟ ପିନ୍ଧି ପରିବା ହାଟରେ ପହଁଚିଲେ ପୁଲିସ ଅଧିକାରୀ

ଚେନ୍ନାଇ: କରୋନା ଭାଇରସ ଏବେ ମହାମାରୀର ରୂପ ଧାରଣ କରିସାରିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷପ ନେଉଛନ୍ତି | ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ଦେଶରେ ୧୧ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବାର ଦେଖାଯାଉଛି | ତେବେ…
ଅଧିକ ଖବର ଦେଖନ୍ତୁ...

ତିନି ଦିନର ନବଜାତ ଓ ତାର ମା ହେଲେ କରୋନା ଆକ୍ରାନ୍ତ, ସଂକ୍ରମିତ ରୋଗୀଙ୍କ ଶଯ୍ୟା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ…

ମୁମ୍ବାଇ: ମୁମ୍ବାଇରେ ୨୬ ବର୍ଷୀୟା ମହିଳା ଓ ତାଙ୍କର ତିନି ଦିନର ନବଜାତ ଶିଶୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଭିଯୋଗ ହୋଇଛି ଯେ, ଡାକ୍ତରଖାନାରେ କରୋନା ଭୂତାଣୁ ଦ୍ୱାରା ପୀଡିତ ରୋଗୀଙ୍କ ଶଯ୍ୟା ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା, ଯାହା ଦ୍ୱାରା ଉଭୟ ଶିଶୁ ଓ ମା…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ: ମହୁଜଦ ଅଛି ମାତ୍ର ୧୩ ୟୁନିଟ୍‌, ଦୈନିକ ଆବଶ୍ୟକ ପଡୁଛି ୫୦ ୟୁନିଟ୍‌

ରାଉରକେଲା: କରୋନା କଟକଣା ପରେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ଶିବିର ବାତିଲ ପରେ ସମସ୍ୟା ଆହୁରି ଜଟିଳ ହୋଇଛି। ଲକ୍‌ ଡାଉନ୍‌ ଯୋଗୁଁ ଯାନବାହାନ ବନ୍ଦ ଥିବାରୁ ଲୋକମାନେ ରକ୍ତଭଣ୍ଡାରକୁ ଆସି ପାରୁ ନାହାନ୍ତି। ଯେଉଁଠି…
ଅଧିକ ଖବର ଦେଖନ୍ତୁ...

‘ଦବା ଭି, ଦୁଆ ଭି, ଔର ସେ ଫାସଲା ଭି…….’ କିଛି ଏଭଳି କବିତା ଲେଖି ଲୋକଙ୍କୁ ସତର୍କ…

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଛି, ଏହାର ମୁକାବିଲା ପାଇଁ ଭାରତରେ ୨୧ଦିନ ତାଲା ବନ୍ଦ ଡାକରା ଦିଆଯାଇଛି | ଦେଶରେ ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୫୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯୬୫ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

୧କ୍ବିଣ୍ଟାଲ ୪କେଜି ଗଂଜେଇ ଜବତ, ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗାଁର ଗଣେଶ୍ବର ବଗର୍ତି(୬୦)କୁ ଗିରଫ କରାଯାଇଛି। ଅଭିଯୁକ୍ତ ଠାରୁ ୧କ୍ବିଣ୍ଟାଲ ୪କେଜି ଚୋରା ଗଂଜେଇ ଜବତ ହୋଇଥିବା ବିଭାଗର ସୂଚନାରୁ ଜଣାଯାଇଛି। ଗୁରୁବାର ସକାଳେ ଏହି ଚଢାଉ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...