Daily Archives

April 2, 2020

କନ୍ଧମାଳ: ଗ୍ରାମାଞ୍ଚଳରେ କରୋନା ସଚେତନତା, ମାସ୍କ ଓ ସାବୁନ୍ ବାଣ୍ଟିଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ଫୁଲବାଣୀ: କନ୍ଧମାଳର ଗ୍ରାମାଞ୍ଚଳରେ ସଚେତନତା ବାର୍ତ୍ତା ବାଣ୍ଟିଲା ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ଆଜି ସଂଗଠନ ପକ୍ଷରୁ ଫିରିଙ୍ଗିଆ ବ୍ଳକ ଜାର୍ଗିପଦର ଗାଁରେ କରୋନା କରୋନା ସଚେତନତା କରାଯାଇଛି। କରୋନା  ଭୟାବହତା ଓ ଏଥିରୁ ମୁକ୍ତି ନିମନ୍ତେ ହାତକୁ ବାରମ୍ବାର ସାବୁନରେ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ଗରିବଙ୍କୁ ସହାୟତାର ହାତ ବଢ଼ାଇ ୩ ମାସର ଘର ଭଡ଼ା ଛାଡ଼ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତ କୋଭିଡ-୧୯ ଭଳି ଏକ ମହାମାରିର ମୁକାବିଲା କରୁଥିବା ବେଳେ ଆମେ ପରସ୍ପର ଲାଗି ସହାୟତାର ହାତ ବଢ଼ାଇବା ଦରକାର।  ଘରମାଲିକଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗରିବମାନଙ୍କୁ ୩ ମାସର ଭଡ଼ା ଘରମାଲିକମାନେ ନ ମାଗନ୍ତୁ । ନବୀନ ଟୁଇଟ ଜରିଆରେ ଏହି ଅପିଲ…
ଅଧିକ ଖବର ଦେଖନ୍ତୁ...

ସାନିଟାଇଜରକୁ ନେଇ ରାଜନୀତି: ବୋତଲ ଉପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: କଂଗ୍ରେସର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା ବୁଧବାର ଦିନ ହରିୟାଣାରେ ବିଜେପି-ଜେଜେପି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି | ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ଫଟୋ ଲଗାଯାଇଥିବା ହ୍ୟାଣ୍ଡ ସାନିଟାଇଜର ବଣ୍ଟନ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ବେଳେ ବେଆଇନ ମଦ କାରବାର: ୩୪୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ, ଜଣେ ଫେରାର

ଝାରସୁଗୁଡ଼ା: ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ବେଆଇନ ମଦ କାରବାର ବହୁ ଗୁଣରେ ବୃଦ୍ଧି ପାଇଛି। ଝାରସୁଗୁଡ଼ା ସହର ବିଟିଏମ୍‌ ଫାଣ୍ଡି ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଜଣଙ୍କ ଘରେ ଚଢ଼ାଉ କରାଯାଇ ବିଦେଶୀ ମଦ ୩୩୬ ବୋତଲ ( ୬୦.୪୮୦ ଲିଟର) ଏବଂ ବିୟର ୧୨ ବୋତଲ (…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସଂପର୍କିତ ସୂଚନା ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ଥଣ୍ଡା ଓ କଫରେ ପୀଡ଼ିତ ହୋଇ…

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପୀଡ଼ିତ ହୋଇ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟନଗରରେ ଥିବା ମହଶକ୍ତି କ୍ଲିନିକକୁ ଚିକିତ୍ସା ଲାଗି ଯାଇଥିଲେ । ଏହା ପରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କର୍ତ୍ତବ୍ୟ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ: ମାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ଘରକୁ ଗଲେ ନାହିଁ ପୁଲିସ କର୍ମଚାରୀ

ବିଜୟୱାଡା: ସମାଜର ଓ ସମାଜର ଲୋକଙ୍କ ମଙ୍ଗଳକୁ ପ୍ରାଥମିକତା ଦେଇ ସରକାରୀ ରେଳ ପୁଲିସ(ଜିଆରପି)ରେ କାର୍ଯ୍ୟ କରୁଥିବା ଜଣେ ସବ୍-ଇନ୍ସପେକ୍ଟର(ଏସଆଇ) ନିକଟରେ ତାଙ୍କ ମା’ଙ୍କ ଶେଷକୃତ୍ୟରେ ଯୋଗ ଦେଇନଥିବା ଜଣା ପଡିଛି | ଦେଶରେ ଏବେ କରୋନା ଭୂତାଣୁ ମହାମାରୀ ରୂପ ନେଇଥିବା ବେଳେ ସେ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ତଳୁ କରୋନା ବ୍ୟାପିବା ବିଷୟରେ ଜାଣିପାରିଥିଲେ ଟ୍ୱିଙ୍କିଲ ଖାନ୍ନା !

ମୁମ୍ବାଇ: କରୋନା ଭୂତାଣୁ ଏବେ ମହାମାରୀ ରୂପ ଧାରଣ କରିସାରିଥିବା ବେଳେ ଏହାର ଶିକାର ହୋଇ ହଜାର ହଜାର ଲୋକ ପ୍ରାଣ ହରାଇସାରିଲେଣି। ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ତାଲା ପକାଯାଇଛି। କରୋନା କାରଣରୁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଯୋଗୁଁ, ଏହି ଭୂତାଣୁ ସମ୍ବନ୍ଧୀୟ ଛୋଟ…
ଅଧିକ ଖବର ଦେଖନ୍ତୁ...

ଦଲାଲ କବଜାରେ ଆଦିବାସୀଙ୍କ ମହୁଲ ଫୁଲ, ୨୫ କେଜି ମହୁଲକୁ ୫ଟଙ୍କାରେ ବିକ୍ରି ଅଭିଯୋଗ

ଭବାନୀପାଟଣା: ଆଦିବାସୀ ଓ ହରିଜନ ବହୁଳ କାଳାହାଣ୍ଡି ଅଂଚଳରେ ମହୁଲ ଅଧିବାସୀମାନଙ୍କର ଜୀବବନ ଜିବିକାର ଏକ ମାଧ୍ୟମ ହୋଇଥିବା ବେଳେ ଏମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ଦେଶି ମଦ ତିଆରି କରୁଥିବା ମଦଭାଟି ଆଉ ଦଲାଲମାନେ। ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଟିକଟକ ସହ ଟକ୍କର ଦେବାକୁ ୟୁଟ୍ୟୁବ ଆଣିବ ନୂଆ ଫିଚର

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଏକ ବୈଶିଷ୍ଟ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି ଯାହା ବ୍ୟବହାରକାରୀଙ୍କୁ ଟିକଟକ୍ ପରି କ୍ଷୁଦ୍ର ଭିଡିଓ ସୃଷ୍ଟି କରିବାକୁ ଅନୁମତି ଦେବ | ପ୍ରାପ୍ତ ସୂଚନା ଅନୁଯାୟୀ, କମ୍ପାନୀ ବର୍ତ୍ତମାନ ଏହି ବୈଶିଷ୍ଟ୍ୟ ଉପରେ କାମ କରୁଛି ଏବଂ ଏହା ୨୦୨୦ ଶେଷ ସୁଦ୍ଧା ଲଞ୍ଚ ହେବ। ଖବର…
ଅଧିକ ଖବର ଦେଖନ୍ତୁ...

ତବଲିଗି ଜମାତରେ ଯୋଗ ଦେଇଥିବା ୯୬୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କଲା ଗୃହମନ୍ତ୍ରାଳୟ, ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି…

ନୂଆଦିଲ୍ଲୀ : ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ୯୬୦ ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରିଛି ଭାରତୀୟ ଗୃହମନ୍ତ୍ରାଳୟ । ଏହା ସହିତ ସେମାନଙ୍କ ଭିସାକୁ ରଦ୍ଦ କରାଯାଇଛି । ଏହି ଲୋକମାନେ ପର୍ଯ୍ୟଟକ ଭିସା ନେଇ ଭାରତକୁ…
ଅଧିକ ଖବର ଦେଖନ୍ତୁ...