Daily Archives

April 3, 2020

ଆଦିବାସୀ ଶାନ୍ତି ବିକାଶ ମଂଚର ଆହ୍ୱାନ: ସୀମାନ୍ତ ନକ୍ସଲ ପ୍ରବଣ ଅଂଚଳରେ ଲୋକେ ସତର୍କ ସୂଚନା, ଗାଁରେ ନକ୍ସଲଙ୍କୁ ପୁରାଇ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସସମ୍ତ ନକ୍ସଲ ପ୍ରବଣ ଅଂଚଳରେ ଏବେ ନକ୍ସଲ ବିରୋଧୀ ପୋଷ୍ଟରମାନ ଦେଖିବାକୁ ମିଳିଛି। ଜିଲ୍ଲାର ମହୁପଦର ଅଂଚଳ, କାଲିମେଳା ଅଂଚଳ, ସ୍ବାଭିମାନ ଅଂଚଳ, ମାଡକାପଦର ଅଂଚଳ, ମୁଦୁଲିପଡା ଅଂଚଳ, ତୁଳସୀ ଡଂଗର ଅଂଚଳ ଗୁଡିକରେ ପୋଷ୍ଟର ମରାଯାଇ ଗ୍ରାମବାସୀଙ୍କୁ ସତର୍କ…
ଅଧିକ ଖବର ଦେଖନ୍ତୁ...

କରୋନା ମାଡରେ ବିଗିଡିଯାଇଛି ପରିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ରାଉରକେଲା/ନୂଆଗାଁ: କୁଆପଥର ବର୍ଷା ପରେ କରୋନା ମାଡରେ ଦୋହଲି ଯାଇଛି ଜିଲ୍ଲାର ପରିବାଚାଷୀଙ୍କ ଆର୍ଥିକ ମେରୁଦଣ୍ଡ। ଔଷଧ ମିଳୁ ନଥିବାରୁ ଅଧା ଫସଲ ପୋକଖାଇ ନଷ୍ଟ ହୋଇଯାଇଛି। ଯାହା କିଛି ଫସଲ ଅମଳ ହେଉଛି, ତାହାକୁ ଚା‌-ଚାଷୀମାନେ ବେପାରୀଙ୍କୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ହାଟକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ରାଜ୍ୟରେ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ବରର ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ୭ଜଣ ଆଜି କରୋନା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ପରିସ୍ଥିତିରେ ବାପାମାଆଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ଜାକ୍‌ଲିନ୍‌

ମୁମ୍ବାଇ: ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା କାରଣରୁ ଅନେକ ନିଜ ନିଜ ପରିବାରକୁ ଭେଟିବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅନ୍ୟତମ। ସେ ମଧ୍ୟ ଏହି ସମୟରେ ନିଜ ପରିବାରଠାରୁ ଦୂରରେ ରହି ସେମାନଙ୍କୁ ମନେ ପକାଉଛନ୍ତି। ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ସଫେଇ କରୁଥିବା କର୍ମୀଙ୍କୁ ନିଜ ଘର ବାଲ୍‌କୋନିରୁ ଧନ୍ୟବାଦ ଜଣାଇଲେ ବିଦ୍ୟା, ଇନ୍‌ଷ୍ଟାରେ…

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ଥିବା ବେଳେ ଜାଣେ ସଫେଇ କର୍ମୀ ରାସ୍ତା ସଫା କରୁଥିବା ଦେଖି ତାଙ୍କର ପ୍ରଶଂସା କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ। ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ସନ୍ନିଙ୍କ ସହ ‘ଲକ୍‌ଡାଉନ୍‌’ ହେବାକୁ ଚାହାନ୍ତି କି? ପ୍ରତିଦିନ ଅପରାହ୍ନରେ ପଚାରିପାରିବେ ସିଧାସଳଖ ପ୍ରଶ୍ନ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଶାନ୍ତ ପଡ଼ିଯାଇଛି ପୂରା ଭାରତବର୍ଷ। ସମସ୍ତେ ନିଜ ନିଜର କାମ ଛାଡ଼ି ‌ଏବେ ନିବୁଜ କୋଠରୀ ମଧ୍ୟରେ। ପର୍ଣ୍ଣଷ୍ଟାର୍‌ରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନି ଲିଓନ ଏହି ସମୟରେ କ’ଣ…
ଅଧିକ ଖବର ଦେଖନ୍ତୁ...

ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ୍

ଭୁବନେଶ୍ୱର: ଗୋଟିଏ ଦିନରେ ତିନିଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବମିଖାଲ ଅଞ୍ଚଳକୁ ଆଜି ରାତିଠାରୁ ସିଲ କରିଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସୂଚନା ଅନୁସାରେ ଏକାମ୍ର ସିନେମା ହଲ ଠାରୁ ଝାରପଡ଼ା ଜେଲ ରୋଡ୍ ଓ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଜନ୍ମିଲେ ଯାଆଁଳା ଶିଶୁ କନ୍ୟା; ନାମ ଦିଆଗଲା କରୋନା ଓ କୋଭିଡ୍‌

ରାୟପୁର: ସାରା ବିଶ୍ବ କରୋନା ଓ କୋଭିଡ୍‌ ଜପ କରୁଥିବା ବେଳେ ଛତିିଶଗଡ଼ର ରାୟପୁରରେ ଜନ୍ମିତ ଦୁଇ ଶିଶୁଙ୍କ ନାମକରଣ କରୋନା ଓ କୋଭିଡ୍‌ କରାଯାଇଛି। ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ଏହି ଯାଆଁଳା ଶିଶୁ କନ୍ୟା ମାର୍ଚ ୨୬-୨୭ ମଧ୍ୟ ରାତ୍ରରେ ଜନ୍ମଲାଭ କରିଥିବା ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଦେଶରେ ଫସି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଅନ୍‌ଲାଇନ୍‌ ପୋର୍ଟାଲ୍‌ ଲଞ୍ଚ୍‌ କରାଗଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଭାରତରେ ଫଶି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନିଜର ଚିନ୍ତା ବ୍ୟକ୍ତ କରିଛି ଭାରତୀୟ ପର୍ଯ୍ୟଟନ ମନ୍ତ୍ରାଳୟ। ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ଲଞ୍ଚ୍‌ କରାଯାଇଛି। ଏହି ପୋର୍ଟାଲ୍‌ର ନାମ…
ଅଧିକ ଖବର ଦେଖନ୍ତୁ...

ରେକର୍ଡ ଭାଙ୍ଗିଲା ଡିଡି ନ୍ୟାସନାଲ୍‌ରେ ପୁନଶ୍ଚ ପ୍ରସାରଣ କରାଯାଉଥିବା ‘ରାମାୟଣ’

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ମାର୍ଚ ୨୮ ତାରିଖରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବା ପରେ ସମସ୍ତ ରେକର୍ଡ ଭଙ୍ଗ କରିଛି। ଏହି ଧାରାବାହିକଟି ପ୍ରସାରିତ ହେବାର ପ୍ରଥମ ସପ୍ତାହରେ ହିଁ ସର୍ବୋଚ୍ଚ ଟିଆର୍‌ପି ରହିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର…
ଅଧିକ ଖବର ଦେଖନ୍ତୁ...