Daily Archives

April 4, 2020

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ପରେ ଦିନଟିଏ ଲାଗି ଆଶାର ଦୀପ ଜଳିଲା…

ବ୍ରହ୍ମପୁର( ଜ୍ଞାନଚାନ୍ଦ ଜଗନ୍ନାଥ): ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଭଳି ଜଟିଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ଅନ୍ଧାରକୁ ଚ୍ୟାଲେଞ୍ଜ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ରାତି ୯ଟାରେ ୯ମିନିଟ୍ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିବା ପରେ…, ଦୀପ ଗଢ଼ାରେ ବ୍ୟସ୍ତ କୁମ୍ଭାର ପରିବାର

ରାଉରକେଲା: ମହାମାରୀ କରୋନା ଭାଇରସ୍ ରୂପକ ଅନ୍ଧକାରକୁ ଦୂର କରିବା ନିମନ୍ତେ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ ବା ମୋବାଇଲ୍ ଟର୍ଚ ଜଳାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତାକାଲି (ରବିବାର) ରାତି ୯ଟାରେ ୯ ମିନିଟ୍‌ ପର୍ଯ୍ୟନ୍ତ ଦେଶବାସୀ ଘରର ସମସ୍ତ ଲାଇଟ୍‌…
ଅଧିକ ଖବର ଦେଖନ୍ତୁ...

ସିଲ ହେଲା କଟକ ବକ୍ସି ବଜାର ଅଞ୍ଚଳ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେଵା ସିଏମସି ଯୋଗାଇବ

କଟକ: ବକ୍ସି ବଜାର ଅଂଚଳରୁ ଗତକାଲି ଜଣେ କରୋନା ରୋଗୀ ବାହାରିବା ପରେ ଆଜି ସମଗ୍ର ଅଞ୍ଚଳକୁ ସିଲ କରାଯାଇଛି | ବକ୍ସି ବଜାରରୁ ଷ୍ଟିୱାର୍ଟ ସାଇନ୍ସ କଲେଜ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ ଛକ, ସୂତାହାଟ ମସଜିଦ ଛକରୁ ତିନି କୋଣିଆ ବଗିଚା ଛକ ଓ ତିନି କୋଣିଆ ଛକରୁ ବକ୍ସି ବଜାର ଛକ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ଅତ୍ୟାଧୁନିକା ପୋଷାକ ପରିଧାନକୁ ପସନ୍ଦ କରୁ ନଥିଲେ ବାପା, ତା’ପରେ କ’ଣ କଲେ ଦେଶୀଗର୍ଲ?

ମୁମ୍ବାଇ: ବଲିଉଡ୍‌ର ବଛା ବଛା ଆଧୁନିକା ନାୟିକାଙ୍କ ଭିତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସେ ସବୁବେଳେ ତାଙ୍କର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପ୍ରିୟଙ୍କା ଏକ ସାକ୍ଷାତ୍‌କାରରେ ତାଙ୍କ ପୋଷାକ ପରିଧାନକୁ ନେଇ ନିଜ ବାପାଙ୍କ ପ୍ରତିକ୍ରିୟା ବିଷୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍‌ ଦେଇ ଗିରଫ ହେଲେ ଆସାମ ବ୍ୟକ୍ତି

ଗୌହ୍ବାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଆପତ୍ତିଜନକ ପୋଷ୍ଟ୍‌ ଦେଇ ଆସାମର ଜଣେ ବ୍ୟକ୍ତି ପୁଲିସ୍‌ ହାତରେ ଗିରଫ ହୋଇଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ହେଉଛନ୍ତି ମୁନ୍ନା ବାର୍‌ଭୁୟା। ତାଙ୍କ ଘର ସିଲ୍‌ଚାର ସହରର ମେହେରପୁର ଠାରେ।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ ଏହି ୧୦ ଭୁଲ୍‌ କରନ୍ତୁ ନାହିଁ, ଫସି ପାରନ୍ତି

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ କାହା ଫୋନ୍‌ରେ ଅବା ନାହିଁ! ହ୍ବାଟ୍‌ସ ବ୍ୟବହାରକାରୀଙ୍କ ସଂଖ୍ୟା କହିଲେ ନ‌ସରେ। ହେଲେ ଆପଣ ଜାଣିରଖନ୍ତୁ ଯେ ଏହି ଆପ୍‌ କେତେକାଂଶରେ ଆପଣଙ୍କୁ ବିପଦରେ ମଧ୍ୟ ପକାଇପାରେ। ବିଶେଷ କରି ଲକଡାଉନ୍ ସମୟରେ କରୋନା  ନେଇ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ହଜି ଯାଉଥିବା ଖୁସି ପୁଣି ଫେରିଲା: ୨୫ ଦିନ ପରେ ଘରକୁ ଫେରିଲେ ଜେଜେ ଓ ଜେଜେମା’, କରୋନାକୁ ହରାଇ ଆମ୍ବୁଲାନ୍ସରୁ…

କୋଟାୟମ୍‌: କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କ ଆଖିରେ ଦୁଃଖର ଲୁହ ଭରି ଦେଇଥିବା ବେଳେ କେରଳର କୋଟାୟମ୍‌ର ଦୁଇ ବୟସ୍କ ପତି-ପତ୍ନୀଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି। ମହାମାରୀ କରୋନା କବଳରୁ ନିଜକୁ ମୁକ୍ତ କରିବାରେ ୯୩ ବର୍ଷିଅ ଥୋମାସ୍‌ ଓ ତାଙ୍କ ପତ୍ନୀ ମାରିଆମ୍ମା ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୧ ହେଲା

ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ୍‌ଙ୍କୁ ଖାଦ୍ୟ ଯୋଗାଇ ଉଦାହରଣ ପାଲଟିଲେ ଏହି ଡାକ୍ତର…

ସମ୍ବଲପୁର: ଲକ୍‌ଡାଉନ୍‌ ସମୟରେ କୁଚିଣ୍ଡା ସବ୍‌-ଡିଭିଜିନିାଲ୍‌ ହସ୍ପିଟାଲ୍‌ର ଆଟେଣ୍ଡାଣ୍ଟ୍‌ସ ଆଉ ଖାଦ୍ୟ ଅଭାବରୁ ହନ୍ତସନ୍ତ ହେବେ ନାହିଁ। ହସ୍ପିଟାଲରେ ମେଡିକାଲ୍‌ ଅଫିସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଦମ୍ପତି ହସ୍ପିଟାଲ୍‌ରେ ରୋଗୀଙ୍କ ସହ ରହୁଥିବା ଆଟେଣ୍ଡାଣ୍ଟ୍‌ମାନଙ୍କୁ ଦିନକୁ…
ଅଧିକ ଖବର ଦେଖନ୍ତୁ...

କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ୧୬ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

କଟକ: କଟକ ଅଶ୍ୱନୀ କୋଭିଡ୍ -୧୯ ହସ୍ପିଟାଲରେ ୧୬ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଗତକାଲି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ସେଠାରେ ଭର୍ତ୍ତି କରାଯିବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଥିବା ଜଣାପଡିଛି। ସୂଚନା ଅନୁସାରେ, ବର୍ତ୍ତମାନ କଟକରେ…
ଅଧିକ ଖବର ଦେଖନ୍ତୁ...