Daily Archives

April 4, 2020

ମାସ୍କ ତିଆରି କରୁଛନ୍ତି ସ୍ୱଧାର ଓ ଉଜ୍ଜଳା ଗୃହ ଅନ୍ତେବାସୀ

ବାରିପଦା: କରୋନା ସମୟରେ ବଜାରରେ ମାସ୍କର ଅଭାବକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ଆର୍‌ଡିଏସି ବାରିପଦା ଦ୍ବାରା ପରିଚାଳିତ ସ୍ବଧାର ଓ ଉଜ୍ଜ୍ବଳା ଗୃହର ଅନ୍ତେବାସୀ। ଗୃହର ଅନ୍ତେବାସିନୀମାନଙ୍କ ସ୍ବୟଂସହାୟିକା ଗୋଷ୍ଠୀ ଏହି ବିଶୋଧିତ ମାସ୍କ ତିଆରି କରି ବଜାରରେ ଉପଲବ୍ଧ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ହେତୁ ବଢୁଛି ଅନ୍‌ଲାଇନ୍‌ ଶିଶୁ ନିର୍ଯାତନା ହାର: ସର୍ଭେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ କେବଳ ଭାରତରେ ନୁହେଁ, ଅନେକ ଦେଶରେ ଲକ୍‌ଡାଉନ୍‌ ପରିସ୍ଥିିତି ସୃଷ୍ଟି କରିଛି। ଲକ୍‌ଡାଉାନ୍‌ ହେତୁ ପିଲାମାନଙ୍କ ବାହାରକୁ ଯିବା  ବନ୍ଦ ହୋଇ ଯାଇଥିବା ହେତୁ ଏବେ ଇଣ୍ଟର୍‌ନେଟ୍‌ ପାଲଟିଛି ସେମାନଙ୍କ ସାଥୀ। ଏହି କାରଣରୁ ଅନ୍‌ଲାଇାନ୍‌ ଶିଶୁ ନିର୍ଯାତନାର ହାର…
ଅଧିକ ଖବର ଦେଖନ୍ତୁ...

୧୫୦୦ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିଥିବା ପତି-ପତ୍ନୀଙ୍କ ସମେତ ୧୨ କରୋନା ପିଜିଟିଭ୍‌ ଚିହ୍ନଟ

ମୋରେନା: ଦୁବାଇରୁ ଫେରି ନିଜ ମାଆଙ୍କ ଅନ୍ତେଷ୍ଟି କ୍ରିୟା ସକାଶେ ୧୫୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିବା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ସମୁଦାୟ ୧୧ ଜଣଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ବାହାରିଛି। ସେ ଭୋଜି ଆୟୋଜନ କରିବାର ଦିନକ ପରେ ତାଙ୍କ ପରିବାର ଲୋକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ: ୩ ମହିଳା ନକ୍ସଲ ନିହତ

ରାଉରକେଲା: ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପୋଡାହାଟ ଜଙ୍ଗଲ ରେୟାରଦାକଳା ପହାଡରେ ପୁଲିସ -ନକ୍ସଲ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିରେ ତିନି ମହିଳା ନକ୍ସଲ ନିହତ ହୋଇଛନ୍ତି। କିଛି ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟମାନେ ସେଠାରୁ ଖସିଯିବାର ସଫଳ ହୋଇଛନ୍ତି। ଘଟଣାସ୍ଥଳରୁ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ଭାଙ୍ଗିବାରୁ ରାସ୍ତା ଉପରେ ଯୋଗ କରାଇଲା ପୁଲିସ

ବାଙ୍ଗାଲୋର: ସରକାରଙ୍କ ବାରମ୍ବାର ଅନୁରୋଧ ପରେ ବି ଲକଡାଉନକୁ ନ ମାନିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନ | ଅମାନିଆଙ୍କୁ ବାଟକୁ ଆଣିବାକୁ ପୁଲିସ ଏକ ନୂଆ ବାଟ ଆପଣାଇଛି | ରାସ୍ତାରେ ମନଇଚ୍ଛା ବୁଲୁଥିବା କିଛି ବ୍ୟକ୍ତିଙ୍କୁ ରାସ୍ତା ଉପରେ ହିଁ ଯୋଗ କରାଇଛି କର୍ଣ୍ଣାଟକ ପୁଲିସ | ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ତିନି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିିହାସ ସଂପର୍କରେ ସୂଚନା ଦେଲେ ବିଏମସି କମିସନର, ରାଜ୍ୟ ବାହାରୁ ସଂକ୍ରମଣ…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ତିନି ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବା ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ଏହି ତିନି ଆକ୍ରାନ୍ତଙ୍କ ସଂକ୍ରମଣ ରାଜ୍ୟ ବାହାରୁ ହୋଇଥିବା ଅନୁମାନ କରାଯାଉଛି। ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଘରକୁ ଛୁଟିରେ ଯିବେ ୩୨ ଆଜୀବନ କଏଦୀ

ରାଉରକେଲା: କରୋନା ଅନେକଙ୍କ ପାଇଁ ଦୁଃଖ ଓ ଯନ୍ତ୍ରଣା ଆଣିଥିବାବେଳେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ କିଛିଟା ଖୁସି ଦେଇଛି। ସେମାନେ ହେଉଛନ୍ତି ଜେଲ୍‌ରେ ସଜା କାଟୁଥିବା କଏଦୀ। ସାମାଜିକ ଦୂରତାକୁ ଦୃଷ୍ଟିରୁ ବର୍ତ୍ତମାନ କଏଦୀମାନଙ୍କୁ ଛୁଟିରେ ଘରକୁ ଯିବାର ଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏପର୍ଯ୍ୟନ୍ତ ୨୧୨ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି, ମୋଟ ସଂକ୍ରମିତ ସଂଖ୍ୟା ୩ ହଜାର ଟପିଲା

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୨କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୭୮୪ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି…
ଅଧିକ ଖବର ଦେଖନ୍ତୁ...

ଅମାନିଆ ଗାଡି ଚାଳକକୁ ୧୪ ଦିନ କ୍ୱାରେଣ୍ଟାଇନ: ଜିଲ୍ଲାପାଳ

ନବରଙ୍ଗପୁର: ଅମାଣନିଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଫ୍ୟାସ ବୁକ୍ ରେ ପୋଷ୍ଟ କରିଛନ୍ତି ଯେ ଯେଉଁ ବାଇକ ଚାଳକ ବିନା କାରଣରେ ଘରୁ ବାହାରକୁ ବାହାରୁଛନ୍ତି ତାଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ସହ ସଂମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବେପାରରେ ଉନ୍ନତି। ମଙ୍ଗଳ ଓ ବୁଧବାର: ମାନପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସ୍ତାବ ମିଳିପାରେ। ଶନିବାର: ପରିଶ୍ରମର ସୁଫଳ ପାଇବେ। ରବି ଓ ସୋମବାର: ଆଗକୁ ବଢ଼ିବା ଲାଗି ସମୟ। ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...