Daily Archives

April 5, 2020

ନକ୍ସଲକୁ କରୋନା ସଂକ୍ରମଣ କରନାହିଁ, କରୋନା ବିପତ୍ତି ହଟିବା ପର୍ଯନ୍ତ ଅସ୍ତ୍ରବିରତି କରୁଛୁ

ମାଲକାନଗିରି (ପ୍ରେମେନ୍ଦ୍ର ପରିଛା): ବର୍ତ୍ତମାନ ସାରା ଭାରାତ ଓ ଓଡିଶାରେ କରୋନା ଭାଇରାସ ରୋଗୀ ଚିହ୍ନଟ ହେବା ପରେ ସରକାର ଏହାକୁ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବହୁ ପଦକ୍ଷେପ ଗ୍ରହଣ କରିଛି। ସମଗ୍ର ଜିଲ୍ଲାକୁ ଲକ୍…
ଅଧିକ ଖବର ଦେଖନ୍ତୁ...

କୌଳିକ ବେଉଷା ଉପରେ କରୋନା ପ୍ରହାର: କନ୍ଧମାଳର ୫ହଜାର ବାଉଁଶ ଟୋକେଇ ବୁଣାଳିଙ୍କ ପରିବାର ଭୋକିଲା

ଫୁଲବାଣୀ: କରୋନା ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି। ଆମ ଦେଇ ଓ ରାଜ୍ୟରେ ବି ସଂକ୍ରମିତ ସଂଖ୍ୟା ବଢି ଚାଲିଛି। ଏଭଳି ସ୍ଥଳେ ଜୀବିକା ହରାଇଥିବା ଲୋକଙ୍କ ପାଇଁ ସରକାର ସହାୟତା ବ୍ୟବସ୍ଥା କରିଛନ୍ତି। ହେଲେ ବହୁତ ରହି ଯାଇଛନ୍ତି ଯେଉଁମାନେ କରୋନା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌କୁ ନେଇ ଯୁକ୍ତିରୁ ହତ୍ୟା, ଜଣେ ଅଭିଯୁକ୍ତ ଚିହ୍ନଟ

ପ୍ରୟାଗରାଜ: କରୋନା ଭାଇରସ୍‌କୁ ନେଇ ଦଳେ ବ୍ୟକ୍ତିଙ୍କର ‌ଜଣେ ଲୋକ ସହ ଯୁକ୍ତିତର୍କ ହେବା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବ୍ୟକ୍ତି ଜଣକୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ବକ୍ସିମୋଡ଼ା ଗ୍ରାମରେ ଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ସହାୟତର ହାତ ବଢ଼ାଇଲେ ଯୁବରାଜ ଓ ହରଭଜନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ପୂର୍ବରୁ ବହୁ ସେଲିବ୍ରେଟି ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ଦେଇ ସାରିଛନ୍ତି। ଏବେ ପୂର୍ବତନ କ୍ରିକେଟ୍‌ ତାରକା ଯୁବରାଜ ସିଂହ ଓ ହରଭଜନ ସିଂହ ମଧ୍ୟ ନିଜ ନିଜର ସହାୟତାର ହାତ ବଢ଼ାଇଛନ୍ତି। ଯୁବରାଜ ରବିବାର ସରକାରଙ୍କ ରିଲିଫ୍‌…
ଅଧିକ ଖବର ଦେଖନ୍ତୁ...

ତମାମ ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ବି ଜାଳିଲେ ଦୀପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶବାସୀ ଆଜି ଘର ସମ୍ମୁଖ ଓ ବାଲକୋନିରେ ଦୀପ ଜାଳିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ନିଜ ନିବାସରେ ଦୀପ ଜାଳିଛନ୍ତି । ଦେଶବାସୀ ଆତଶବାଜୀ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । #WATCH…
ଅଧିକ ଖବର ଦେଖନ୍ତୁ...

ବେସରକାରୀ ହସ୍ପିଟାଲ୍‌ରେ କରୋନା ଚିକିତ୍ସା ପାଇଁ ଜଣେ ଲୋକକୁ କେତେ ଟଙ୍କା ଖର୍ଚ କରିବାକୁ ପଡ଼ିବ!

ନୂଆଦିଲ୍ଲୀ: କରେନା ଭାଇରସ୍‌ ସାରା ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ସରକାରୀ ସ୍ତରରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ତେବେ, ପ୍ରଶ୍ନ ହେଉଛି ବେସରକାରୀ ହସ୍ପିଟାଲ୍‌ରେ ଏହାର ଚିକିତ୍ସା ସାଧାରଣ ଲୋକଙ୍କୁ ସୁହାଇବ ତ? ଘରୋଇ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଦେଶରେ ୨୦୦ରୁ ଊର୍ଦ୍ଧ୍ବ ଟେଷ୍ଟିଂ ଲ୍ୟାବ୍‌ ପାଇଁ ଅନୁମତି ଦେଲା ଆଇସିଏମ୍ଆର୍‌

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ବା କୋଭିଡ-୧୯ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ଦେଶରେ ୨୦୦ଟିରୁ ଊର୍ଦ୍ଧ୍ବ ଲା‌ବରେଟୋରିରେ କରୋନା ଭାଇରସ୍‌ ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରିଛି। କେତେକ…
ଅଧିକ ଖବର ଦେଖନ୍ତୁ...

ଭୟ ନ କରି ଲକ୍‌ଡାଉନ୍‌ ନିୟମ ପାଳନ କରନ୍ତୁ, ସାମାଜିକ ଦୂରତା ଉଲ୍ଲଂଘନ ଭଳି ଅପରାଧ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକକାଳୀନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ଲକଡାଉନ୍ ନିୟମକୁ କଡାକଡି ମାନିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଏଣିକି…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ପ୍ରଭାବ: ଆଶାତୀତ ଭାବେ ପ୍ରଦୂଷଣ ମୁକ୍ତ ହେଲା ଗଙ୍ଗା ନଦୀର ଜଳ

ନୂଆଦିଲ୍ଲୀ: ବର୍ଷ ବର୍ଷର ଚେଷ୍ଟା ପରେ ବି ଯାହା ହେଇ ପାରୁ ନଥିଲା କିଛି ଦିନର ଲକ୍‌ଡାଉନ୍‌ ତାହା କରି ଦେଖାଇଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗଙ୍ଗା ନଦୀକୁ ସଫା କରିବାକୁ ସରକାର ପୂର୍ବରୁ ଅନେକ ବାର ଚେଷ୍ଟା କରି ବିଫଳ ହୋଇଥିଲେ ହେଁ ଲକ୍‌ଡାଉନ୍‌ ହେତୁ କିନ୍ତୁ ତାହା ସମ୍ଭବ…
ଅଧିକ ଖବର ଦେଖନ୍ତୁ...