Daily Archives

April 5, 2020

କରୋନାକୁ ହରାଇଲେ ୧୦୬ ବର୍ଷିଅ ବୃଦ୍ଧ, ମହାମାରୀ ଭାଇରସ୍‌ କବଳରୁ ମୁକ୍ତ ହୋଇ ପାଲଟିଲେ ଉଦାହରଣ

ନୂଆଦିଲ୍ଲୀ: କରୋନା ବୟସ୍କ ବ୍ୟକ୍ତିଙ୍କୁ ବିଶେଷ ପ୍ରଭାବିତ କରୁଛି ବୋଲି ଆମେ ପୂର୍ବରୁ ଶୁଣିଛେ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇରାନର ଜଣେ ୧୦୬ ବୟସ୍କ ବ୍ୟକ୍ତି ଏହି ରୋଗକୁ ହରାଇ ସୁସ୍ଥ ହେବା ପରେ ଏକ ଉଦାହରଣ ପାଲଟିଛନ୍ତି। କରୋନାକୁ ହରାଇ‌ବାରେ ବ୍ୟକ୍ତି ଜଣକ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

କରୋନାକୁ ଜିଣିଥିବା ଜଣେ ଯୁବକଙ୍କ କାହାଣୀ! ନିଜର ଲୋକଙ୍କ ସମର୍ଥନ ରହିଲେ କରୋନା ନିଶ୍ଚୟ ହାରିବ…

ବିଜୟୱାଡା: ‘ଅଣଦେଖା କରିବା କରୋନା ଭାଇରସ୍‌ ବ୍ୟାପିବାର ପ୍ରମୁଖ କାରଣ। ତେଣୁ ଏହି ଭାଇରସ୍‌ର ଆକ୍ରାନ୍ତ ହୋଇଥିବା ଅନ୍ୟ ଲୋକମାନଙ୍କୁ ମଁ ନୈତିକ ସମର୍ଥନ ଦେବାକୁ ଚାହେଁ।’। ବିଶାଖାପାଟନମ୍‌ର କ୍ରିଷ୍ଣା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ୨୪ ବର୍ଷିଅ ଯୁବକ ସଂପୂର୍ଣ୍ଣ ସୁସ୍ଥ ହେବା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ସାମାଜିକ ଦୂରତାକୁ ଫୁଃ: ସବୁଠି ଠେଲାପେଲା, ପରିବା ଓ ଆମିଷ ବଜାରରେ ଅସମ୍ଭବ ଭିଡ

ରାଉରକେଲା: କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ମାତ୍ର ମାଧ୍ୟମ। ଏହି ନିୟମକୁ କଡାକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହାରିକୁ ଅନୁରୋଧ କରିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ର ୧୫ ଦିନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଲା

ଭୁବନେଶ୍ୱର:  ଧିରେ ଧିରେ ଓଡ଼ିଶାରେ କାୟା ବିସ୍ତାର କରୁଛି କରୋନା ଭାଇରସ । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ…
ଅଧିକ ଖବର ଦେଖନ୍ତୁ...

ଏଭଳି ଫଟୋ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତାଳି ମାରିବା ଓ ଦୀପ ଜାଳିବା ଭଳି ଆହ୍ୱାନକୁ ସମାଲୋଚନା କଲେ ରାହୁଲ…

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ ରବିବାର ରାତି ୯ଟା ବେଳେ ୯ ମିନିଟ୍ ପାଇଁ ସେମାନେ ଘରର ଦୁଆର ଅଥବା ବାଲକୋନିରେ ମହମବତି, ଦୀପ, ଟର୍ଚ ଅଥବା ମୋବାଇଲ ଲାଇଟ୍ ଜାଳିବେ । କରୋନାଭାଇରସ୍ ସୃଷ୍ଟ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ମାନିଲେ ରାଜ୍ୟବାସୀ; ନିଜ ଘର ସମ୍ମୁଖ ଓ ବାଲକୋନିରେ ଜାଳିଲେ ଦୀପ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକୁ ଦେଶବାସୀ ଗ୍ରହଣ କରିଛନ୍ତି । ସମଗ୍ର ଦେଶବାସୀଙ୍କ ସମେତ ଓଡ଼ିଶାବାସୀ ଆଜି ଘର ସମ୍ମୁଖ ଓ ବାଲକୋନିରେ ଦୀପ ଓ ଆଲୋକ ଜାଳିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାରିପଦା, ଆଦି ସହରର…
ଅଧିକ ଖବର ଦେଖନ୍ତୁ...

ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନିକୁ ସଂପୂର୍ଣ ବନ୍ଦ କଲେ ଭାରତ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ ସଂପୂର୍ଣ କଟକଣା ଲଗାଇଛନ୍ତି । ଦେଶରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବାବେଳେ ଏହି ଔଷଧର ଯେପରି ଅଭାବ ନ ହୁଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆମେରିକା ଯିବେ ଭାରତରେ ଫସିଥିବା ୧୦୦ ଆମେରିକୀୟ ନାଗରିକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତକୁ ଲକଡାଉନ କରାଯିବ ପରେ ପ୍ରାୟ ୧୦୦ଜଣ ଆମେରିକୀୟ ନାଗରିକ ଭାରତରେ ଫସି ରହିଥିଲେ | ବର୍ତ୍ତମାନ ସେମାନଙ୍କୁ ଆମେରିକା ଫେରାଇନେବା ପାଇଁ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି |  ଆଜି ୧୦୦ଜଣ ଆମେରିକୀୟ ନାଗରିକ କୋଲକାତାରୁ…
ଅଧିକ ଖବର ଦେଖନ୍ତୁ...