Daily Archives

April 6, 2020

ଲାକଡାଉନ୍ ଆଇନ୍ କୁ ଉଲ୍ଲଂଘନ କରି ୫ ଗିରଫ 

ଭବାନୀପାଟଣା (ଇମିସ): କଳାହାଣ୍ଡି ଜିଲ୍ଲାରେ ଲକଡାଉନ୍ ନିୟମ କୁ ଉଲ୍ଲଂଘନ କରୁଥିବା ବେଳେ ବାହାରେ ଟହଲ ମାରି ୫ଜଣ ଯୁବକ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚା ର ବିଷୟ ହୋଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଭବାନୀପାଟଣା ସହରରେ ଲାକଡାଉନ ନିୟମ କୁ ଉଲ୍ଲଂଘନ କରି ସାମାଜିକ ଦୂରତ୍ୱ କୁ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌: ବାର୍ନିସ ମିଶା ରଂଗ ପିଇ ୩ ମଦ୍ୟପଙ୍କ ଜୀବନ ଗଲା

ଚେନ୍ନାଇ: କରୋନା ଭାଇରସ୍‌ ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ଘଟଣା ଅନେକଙ୍କୁ ଗଭୀର ଭାବେ ପ୍ରଭାବ ପକାଇଛି। ଲକ୍‌ଡାଉନ୍‌ ହେତୁ ମଦ ଦୋକାନଗୁଡ଼ିକ ବନ୍ଦ ଥିବା କାରଣରୁ ଅନେକ ମଦ୍ୟପ ବ୍ୟତିବ୍ୟସ୍ତ ହେଉଥିବାର ଉଦାହରଣ ଦେଖିବାକୁ ମିଳିଛି। ତାମିଲ୍‌ନାଡୁରେ ବି ଘଟିଛି…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ଖାଇବାକୁ ଦେଇ ସ୍ଥାନୀୟ ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେଲେ ଓକିଲ ମହିଳା

କୋଲକାତା: ପଶ୍ଚିମବଙ୍ଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଜୟଗଡ଼ ଅଞ୍ଚଳ‌ର ଜଣେ ମହିଳା ଦୈନିକ ଏକ କୁକୁରକୁ ଖାଇବା ଦେଉଥିବା କାରଣରୁ ସଂପୃକ୍ତ ଅଞ୍ଚଳର ଲୋକେ ମହିଳାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଏହି ଘଟଣା ଘଟିବା ପରେ ମହିଳା ଜଣକ ପୁଲିସ୍‌ରେ ଏ…
ଅଧିକ ଖବର ଦେଖନ୍ତୁ...

ବିବାହ ରୋକି ପାରିଲାନି ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ପରସ୍ପରଙ୍କ ହାତ ଧରିଲେ ବର-କନ୍ୟା

ମୁମ୍ବାଇ: ବିବାହରେ ବାଧା ସାଜି ପାରିଲାନି ଲକ୍‌ଡାଉନ୍‌। କରୋନା ଭାଇରସ୍‌କୁ ରୋକିବା ପାଇଁ ଭାରତ ସରକାର ନେଇଥିବା ଲକ୍‌ଡାଉନ୍‌ ନିଷ୍ପତ୍ତି ସାରା ଦେଶକୁ ମନ୍ଥର କରି ଦେଇଛି। ହେଲେ ବିବାହ ପାଇଁ ତାରିଖ ପକ୍କା ହୋଇ ସାରିଥିବା ବର-କନ୍ୟାଙ୍କୁ ଆଦୌ ବି ରୋକି ପାରିନାହିଁ। ଆପଣ ଜାଣିଲେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା ବିବାଦର ସମାଧାନ ହୋଇପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ସରକାରୀ ଚାକିରିଆଙ୍କୁ ଅଧିକ ଦାୟିତ୍ବ ମିଳିପାରେ। ବୃଷ: ନୂଆ ବିଚାର ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌କୁ ନମାନିବାକୁ ଭାରତୀୟ ମୁସ୍‌ଲମାନଙ୍କୁ ଉସ୍‌କାଉଛି ପାକିସ୍ତାନ: ଦିଲ୍ଳୀ ପୁଲିସ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ନେଇ ଦିଲ୍ଲୀ ପୁଲିସ୍‌ ଏକ ଗମ୍ଭୀର ରିପୋର୍ଟ ପ୍ରଦାନ କରିଛି। ଲକ୍‌ଡାଉନ୍‌କୁ ସମ୍ମାନ ଦେଇ ଦେଶବାସୀ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଭାରତ ପ୍ରଚାର କରୁଥିବା ବେଳେ ତାହାର ବିପକ୍ଷବାଦୀ ପ୍ରଚାର କରୁଛି…
ଅଧିକ ଖବର ଦେଖନ୍ତୁ...

’ଯୋ ଡର୍‌ ଗୟା ଓ ବଚ୍‌ ଗୟା…’ ସଂଳାପ ସଂଶୋଧନ କରି ଇନ୍‌ଷ୍ଟାରେ ଭିଡିଓ ସେୟାର୍‌ କଲେ ସଲମାନ୍

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲକ୍‌ଡାଉନ୍‌’ ଘୋଷଣା ପରେ ସାରା ଭାରତବର୍ଷ ଏବେ ଚୁପ୍‌। ଗରିବରୁ ନେଇ ଧନୀ ପର୍ଯ୍ୟନ୍ତ ସବୁ ଦେଶବାସୀ ଘରେ ବନ୍ଦ। ଦବଙ୍ଗବୟ ସଲମାନ ଖାନ ମଧ୍ୟ ଏହି ଲକ୍‌ଡାଉନ୍‌ ପାଇଁ ନିଜ ଘରକୁ ଫେରି ପାରୁନାହାନ୍ତି। ଏହି ସମୟରେ ତାଙ୍କୁ କିପରି ଲାଗୁଛି ସେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା : ଜଙ୍ଗଲୀ ବାରହା ଆକ୍ରମଣରେ ଦମ୍ପତି ଗୁରୁତର

ରାଉରକେଲା : ଆଜି ପୂର୍ବାହ୍ନରେ ଚାର୍ଡି ପାହାଡ଼ରେ ବାର‌୍‌ହା ଆକ୍ରମଣରେ ପତି ପତ୍ନୀ ଗୁରୁତର ହୋଇଛନ୍ତି। ମହୁଲ ଫୁଲ ସ˚ଗ୍ରହ କରୁଥିବାବଳେ ବାର‌୍‌ହା ଅଚାନକ ଆକ୍ରମଣ କରିଥିଲା। ଉଭୟଙ୍କୁ ଜଙ୍ଗଲ ବିଭାଗ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି। ଜଙ୍ଗଲ ବିଭାଗ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ମୁକ୍ତ ହୋଇ ଡିସ୍‌ଚାର୍ଜ ହେବା ବେଳେ ଏଭଳି ଭାବେ ଖୁସି ବ୍ୟକ୍ତ କଲେ କେରଳର ଏହି ବ୍ୟକ୍ତି

ତିରୁବନନ୍ତପୁରମ୍‌: ଗତ କିଛି ମାସ ମଧ୍ୟରେ ମହାମାରୀ କରୋନା ଭାଇରସ୍‌ ବିଶ୍ବରେ ୧.୨ ମିଲିୟନ୍‌ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ୬୯ ହଜାର ୫୦୧ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହି ଭାଇରସ୍‌ ପ୍ରତି ଲୋକଙ୍କ ମନରେ ଏକ ଭୟ ଲୁଚି ରହିଥିବା ବେଳେ ଏହି ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କଡା ପଦକ୍ଷେପ ନେଲା ପ୍ରଶାସନ, ଜଗତସିଂହପୁର ଜିଲ୍ଲାରେ ଦିନ ୧ଟା ପରେ ମିଳିବନି ପେଟ୍ରୋଲ

ଜଗତସିଂହପୁର ଟାଉନ: ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ କରୋନା ମୁକାବିଲାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଏକ ଭିଡିଓ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସପି ପ୍ରକାଶ ରଂଗରାଜ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି,  କରୋନା…
ଅଧିକ ଖବର ଦେଖନ୍ତୁ...