Daily Archives

April 7, 2020

କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ବର୍ଷର ସାଂସଦ ପାଣ୍ଠି, ସଂସଦୀୟ କ୍ଷେତ୍ରରେ ବିକାଶ ପଛେଇବ: ସପ୍ତଗିରି

ରାୟଗଡ଼ା: ଦାବି ମୁତାବକ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମିଳୁନି। ପଛୁଆ ଅଞ୍ଚଳର ବିକାଶ ପାଇଁ ଚାଲିଥିବା ଯୋଜନାକୁ ମୋଦି ସରକାର ବନ୍ଦ କରିଦେଲେ। ଆଉ ଏବେ ଆଞ୍ଚଳିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସାଂସଦ ପାଣ୍ଠିକୁ ୨ ବର୍ଷ ଲାଗି ନିଲମ୍ବନ କରିଛନ୍ତି କେନ୍ଦ୍ର ସରକାର।…
ଅଧିକ ଖବର ଦେଖନ୍ତୁ...

ଶିଶୁ ରୋଗୀକୁ ନିଜ ଘରେ ରଖି ଚିକିତ୍ସା କରାଉଛନ୍ତି ଡାକ୍ତର

ସମ୍ବଲପୁର: ଶିଶୁ ରୋଗୀ ରୂପାଲି ସେଠ୍‌ ଏବଂ ଡାକ୍ତର ଶଂକର ରାମଚନ୍ଦାନୀଙ୍କ ସଂପର୍କ ‌ଏକଦା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଡା. ରାମଚନ୍ଦାନୀ ପିଜି ଛାତ୍ର ଥିବାବେଳେ ବୁର୍ଲା ବଡ଼ ଡାକ୍ତରଖାନାକୁ ଆସିଥିବା ରୂପାଲିର ସେବା ଯତ୍ନ ଝିଅ ଭଳି କରିଥିଲେ। ନେଫ୍ରୋଟିକ୍ ସିଣ୍ଡ୍ରୋମ୍‌…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ କରୋନା ମାଡ଼: ଲକ୍ ଡାଉନରେ ଫସିଲେ କ୍ୟାପ୍ସିକମ୍ ଚାଷୀ, ୨୦ ଟନ୍ କ୍ଷତି ସହିଲେଣି

ରାଇରଙ୍ଗପୁର: କରୋନା ମାଡ଼ରେ ସବୁଠୁ ଅଧିକ କ୍ଷତିରେ ପଡ଼ିଛନ୍ତି ଚାଷୀ। ଲକ୍ ଡାଉନ୍ ପାଇଁ ମୁକ୍ତ ବଜାରରେ ତାଲା ପଡ଼ିବା ପରେ ଫସିଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦା ଅଂଚଳର କ୍ୟାପ୍ସିକମ୍ ଚାଷୀ। ସାଧାରଣ ପନିପରିବା ସହିତ ଚଳିତ ବର୍ଷ ଅଢ଼େଇ ଏକର ଜମିରେ ସର୍ବେଶ୍ବର ବେହେରା…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ଦେହଜୀବୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଅନେକ ବେପାରକୁ ମାନ୍ଦା କରିଥିବା ବେଳେ ଏଥରୁ ବର୍ତ୍ତି ପାରିନାହିଁ ଦେହ ବ୍ୟବସାୟ। ଦେହଜୀବୀମାନେ ମଧ୍ୟ ଲକ୍‌ଡାଉନ୍‌ ପାଇଁ ନିଜ ନିଜର ରୋଜଗାରର ପନ୍ଥା ହରାଇ ବସିଛନ୍ତି। ଏ ପରିସ୍ଥିତିରେ ଦେହଜୀବୀମାନେ ଏବେ ଅନ୍‌ଲାଇନ୍‌ରେ ବେପାର ଆରମ୍ଭ କରିବାକୁ ଚିନ୍ତା…
ଅଧିକ ଖବର ଦେଖନ୍ତୁ...

କ୍ବାରେଣ୍ଟାଇନ୍‌ ସୁବିଧାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ବିଧାୟକ

ଗୌହ୍ବାଟୀ: କରୋନା ଭାଇରସ୍‌ ପାଇଁ ଥିବା କ୍ବାରାଣ୍ଟାଇନ୍‌ ସୁବିଧାକୁ ନେଇ ଆପତ୍ତିଜନକ ବୟାନ ଦେଇ ଆସାମର ଜଣେ ବିଧାୟକ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି। ସେ ଏହାକୁ ଡିଟେନ୍‌ସନ କ୍ୟାମ୍ପ୍‌ ବା ଅଟକ ଶିବିରଠାରୁ ବି ଖରାପ ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ହସ୍ତଗତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌ ଝରକା ଦେଇ ସିନେମା ‌ଶୈଳୀରେ ଖସି ପଳାଇଲେ କୋଭିଡ୍‌-୧୯ ଆକ୍ରାନ୍ତ

ନୋଇଡ଼ା: ନିଜାମୁଦ୍ଦିନର ମରକଜ ଜମାତରେ ହୋଇଥିବା ମୁସ୍‌ଲମାନମାନଙ୍କର ଗଣ ସମବେଶରୁ ଧରା ହୋଇ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ କ୍ବାରେଣ୍ଟାଇନ୍‌ରେ ଥିବା ନେପାଳର ଜଣେ ନାଗରିକ ଉତ୍ତରପ୍ରଦେଶର ବାଘପଟଠାରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରୁ ଚଳଚ୍ଚିତ୍ର ଶୈଳୀରେ ଖସି ପଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ଜିଲ୍ଲାରେ ଆସିଲା କରୋନା ରି‌ପୋର୍ଟ, ଆଉ ୫୩ ରିପୋର୍ଟ ନେଗେଟିଭ୍‌

ବାଲେଶ୍ବର: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ଜିଲ୍ଲାରୁ ଯାଇଥିବା ନମୁନା ମଧ୍ୟରୁ ଆଉ ୫୩ଟିର ରିପୋର୍ଟ ଆସିଛି। ସେଗୁଡ଼ିକ ସବୁ ନେଗେଟିଭ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା ପାଇଁ ଲାଗୁ କରାଯାଇଥିବା ନିର୍ଦେଶାବଳୀଗୁଡ଼ିକୁ ପୂର୍ବଭଳି ମାନିବାକୁ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ପରେ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌  ସଂକ୍ରମଣ ହେତୁ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ କାରଣରୁ ପ୍ରାୟ ସବୁ ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ସକ୍ରିୟ ହୋଇ ପଡ଼ିଛି ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲକ୍‌ଡାଉନ୍‌ ହେବା ପରଠାରୁ ଅନ୍ୟ ସମସ୍ତ ଆପ୍‌ ଅପେକ୍ଷା ଲୋକେ…
ଅଧିକ ଖବର ଦେଖନ୍ତୁ...

ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହରାଇଲେ ଏସଓଜି ହାବିଲଦାର

ଭୁବନେଶ୍ୱର/ବରଗଡ଼: ଜଣେ ଏସଓଜି ହାବିଲଦାର ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ଏସଓଜି କ୍ୟାମ୍ପରେ ହ୍ୟାଣ୍ଡ ଗ୍ରେନେଡ ସମ୍ପର୍କିତ ପ୍ରଶିକ୍ଷଣ ଦେଉଥିବା ବେଳେ ବିସ୍ଫୋରଣ ହେବାରୁ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଅନ୍ୟ ଜଣେ ଏସଓଜି…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଗଲା ହରିହର ଜୋର ମୁଖ୍ୟ କେନାଲ, ଡ୍ୟାମ ଗେଟ ବନ୍ଦ, ଚାଷ ପ୍ରଭାବିତ ହେବା ଆଶଙ୍କା

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ହରିହର ଜୋର ଠେଁଗୋ ଡ୍ୟାମ ଜଳସେଚନ ପ୍ରକଳ୍ପରୁ  ଆସୁ ଥିବା ମୁଖ୍ୟ କେନାଲ ଖୁଣ୍ଟଲାପାଲି ଗ୍ରାମ ନିକଟରେ ଭାଙ୍ଗି ଯାଇ ଘାଇ ସୃଷ୍ଟି ହୋଇଛିl କେନାଲ ଭାଙ୍ଗି ଯିବା ଯୋଗୁଁ  ଡ୍ୟାମରୁ ପାଣି ବନ୍ଦ କରାଯାଇଛି l ମୁଖ୍ୟ କେନାଲରୁ  ଶାଖା କେନାଲକୁ ପାଣି ଯାଉ ନାହିଁ…
ଅଧିକ ଖବର ଦେଖନ୍ତୁ...