Daily Archives

April 9, 2020

ଗଞ୍ଜାମର ସମସ୍ତ ପ୍ରବେଶ ପଥରେ ଲାଗିବ ସିସି କ୍ୟାମେରା, ମୁତୟନ ରହିବେ ମାଜିଷ୍ଟ୍ରେଟ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଲାଗିବ । ଜିଲ୍ଲାର ପ୍ରବେଶ ପଥଗୁଡ଼ିକରେ ମାଜିଷ୍ଟ୍ରେଟ ମୁତୟନ ରହିବେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।  ସମସ୍ତ ଯାନବାହାନ ଯାଞ୍ଚ କରାଯିବ। ମାଲବାହୀ ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର…
ଅଧିକ ଖବର ଦେଖନ୍ତୁ...

ଭାରତ ଭଳି ପାକିସ୍ତାନର ବି ତବଲିଘି ଜମାତ ଚିନ୍ତା: ସମାବେଶରୁ ବଢ଼ିଲା ସଂକ୍ରମଣ, ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା

ନୂଆଦିଲ୍ଲୀ: ଭାରତ ପରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢାଇ ଦେଇଛି ତବଲିଘି ଜମାତ । ପାକିସ୍ତାନରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କରିବା ପଛରେ ପ୍ରମୁଖ କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ଏହି ଧାର୍ମିକ ସମାବେଶ । କଂଗ୍ରେସ ନେତା ମନିଷ ତିୱାରୀ ଟ୍ୱିଟ୍ କରି ଏନେଇ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ନେଇ କରାଯାଉଥିବା ଗୁଜବକୁ ତୁରନ୍ତ ହଟାଇବାକୁ ଫେସବୁକ ଓ ଟିକଟକକୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଗୁଜବ ପ୍ରଚାର ହେବା ପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେସବୁକ ଏବଂ ଟିକଟକକୁ ମିଥ୍ୟା ତଥ୍ୟ ବିସ୍ତାର କରୁଥିବା ପୋଷ୍ଟଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସ୍ଥିତ ଡିଜିଟାଲ…
ଅଧିକ ଖବର ଦେଖନ୍ତୁ...

କରୋନା ବାବଦରେ ସବୁ ତାଜା ସୂଚନା ଦେଉଥିବା ଏହି ଅଫିସରଙ୍କୁ ଜାଣିଛନ୍ତି କି?

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କରୋନା ଭୂତାଣୁ ବିରୁଦ୍ଧରେ ଏକ ବଡ ଯୁଦ୍ଧ କରୁଛି। ଦେଶରେ କରୋନା ମାମଲା ୬୦୦୦ ସଂଖ୍ୟା ଆଡକୁ ଗତି କରୁଛି। ଆଜିକାଲି ଆପଣ କରୋନାକୁ ନେଇ ସନ୍ଧ୍ୟାରେ ଆପଣଙ୍କ ଟିଭି ପରଦାରେ ଏକ ଚେହେରା ଦେଖିଥିବେ | ଗତ ପ୍ରାୟ ଏକ ମାସ ଧରି ଏହି ବ୍ୟକ୍ତି ଜଣକ ଆପଣଙ୍କ ଟିଭି…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ନିୟମ ଉଲ୍ଲଂଘନ କରିବାରୁ ସିଲ୍‌ ହେଲା ନର୍ସିଂହୋମ୍‌

ଭୁବନେଶ୍ବର: ସାରା ବିଶ୍ବରେ କରୋନା ମୁକାବିଲା ଚାଲୁଥିବା ବେଳେ ଭାରତରେ ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରାଯାଇ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଉଛି। ଓଡ଼ିଶା ମଧ୍ୟ କରୁଛି କରୋନା ମୁକାବିଲା । ଆଉ ଏହି ସଙ୍କଟ ସମୟରେ ସମସ୍ତେ ଏକାଠି ହୋଇ ସରକାରଙ୍କ ପରାମର୍ଶକୁ ପାଳନ କରୁଥିବେଳେ ନିୟମ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ କଡ଼ାକଡ଼ି ଲାଗୁହେଲା ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିବା ନିୟମ

ବାରିପଦା: ମୟୂରଭଞ୍ଜରେ ଲକଡାଉନ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି। ଆଜି ଏନେଇ ସାରା ଜିଲ୍ଲାରେ ୨୨ଟି ମାମଲା ରୁଜୁ କରାଯାଇଛି। ତନ୍ମଧ୍ୟରୁ ଲକଡାଉନ ନିୟମ ଭାଙ୍ଗିଥିବାରୁ ୧୬ଟି ମାମଲା ରୁଜୁ କରାଯାଇଥିବାବେଳେ ସାମାଜିକ ଦୂରତା ନିୟମ ଭାଙ୍ଗିଥିବାରୁ ୨ଟି ଏବଂ ମାସ୍କ…
ଅଧିକ ଖବର ଦେଖନ୍ତୁ...

‘ମା’, ଦୟାକରି ଫେରି ଆସ’ ଏଭଳି କହିବା ସହ ୫ଦିନ ପରେ ଡାକ୍ତରଖାନା ବାହାରେ ନିଜ ମା’କୁ ଦେଖି କାନ୍ଦି…

ବେଙ୍ଗାଲୁରୁ: ନୋବେଲ କରୋନାଭାଇରସ୍ ଲକ୍ଷ ଲକ୍ଷ ଭାରତୀୟଙ୍କ ଅର୍ଥନୀତି ଏବଂ ଜୀବିକା ଉପରେ ପ୍ରଭାବ ପକାଇଛି | ସାରା ବିଶ୍ୱର ଅର୍ଥନୀତିକୁ କରୋନା ଭୂତାଣୁ ଦୋହଲାଇ ଦେଇଥିବା ବେଳେ ଅନେକଙ୍କୁ ସେମାନଙ୍କ ପରିବାରଠାରୁ ଦୂର କରିଛି | ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରେ ଫସିଲେ ଗୁଣପୁର ଶ୍ରମିକ: ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ, ଭୋକ-ଉପାସରେ କଟୁଛି ଦିନ

ରାୟଗଡ଼ା: ସରକାରୀ ସହାୟତା ବାବଦକୁ ଯାହା ମିଳିଥିଲା ସରିଗଲାଣି। ପାଖରେ ଟଙ୍କା, ପଇସା ବି ନାହିଁ। ଦୋକାନ, ବଜାର ବନ୍ଦ ରହୁଛି। ଯେଉଁ କିଛି ସମୟ ଖୋଲୁଛି, କିଣିବାକୁ ଗଲେ ପୁଲିସ୍ ପଚରା ଉଚରା କରି ପିଟୁଛି। ଭୟରେ ଘରୁ ବାହାରକୁ ଯାଇ ପାରୁନୁ। ଏପଟେ ଘରେ ଖାଇବାକୁ ନଥିବାରୁ  ଭୋକ ଉପାସରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ନିଜ କାମରେ ସଫଳତା ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ପୁରୁଣା ବନ୍ଧୁ ଆପଣଙ୍କୁ ମନେ ପକାଇବେ। ବ୍ୟବସାୟରେ ବରିଷ୍ଠଙ୍କ ସହଯୋଗ ପାଇବେ। ଅନୁଭୂତି ବଳରେ ଅସୁବିଧାର ସମାଧାନ କରିବେ। ମିଥୁନ: ସକରାତ୍ମକ ଭାବନା…
ଅଧିକ ଖବର ଦେଖନ୍ତୁ...