Daily Archives

April 10, 2020

କରୋନା ପାଇଁ ଗାଡି ଗଡୁନି: ରୋଜଗାର ହରାଇଛନ୍ତି କନ୍ଧମାଳର ୫ହଜାର ଟାକ୍ସି ଚାଳକ

ଫୁଲବାଣୀ: କରୋନା ପାଇଁ ସମଗ୍ର ଓଡିଶାରେ ବସ, ଟ୍ରକ, କାର, ବୋଲେରୋ ସହ ଅନ୍ୟାନ୍ୟ ୪ ଚକିଆ ଗାଡି ୨୦ ଦିନ ହେଲା ଗଡୁ ନାହିଁ। ଏଥି ଯୋଗୁ ଟାକ୍ସି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କନ୍ଧମାଳରେ  ସବୁ ଟାକ୍ସି ଚାଳକ ରୋଜଗାର ହରାଇ ବସିଥିବା ବେଳେ ସେମାନେ ବଡ…
ଅଧିକ ଖବର ଦେଖନ୍ତୁ...

ଲକ ଡାଉନ: କମିଛି ଚିଠିପତ୍ର, ବଢିଛି ଔଷଧ ଡେଲିଭରି

ଅନୁଗୁଳ: ଲକ ଡାଉନ ପାଇଁ ଆପଣ ଘରୁ ବାହାରି ପାରୁନାହାନ୍ତି ? ପୁଲିସ ଭୟରେ ଯାଇପାରୁନାହାନ୍ତି ବ୍ୟାଙ୍କ ? ଦୂରରେ ଅଛି ଏଟିଏମ। ଟଙ୍କା ଉଠାଣ ମୁସ୍କିଲ ହେଉଛି।ତେବେ ବିବ୍ରତ ହେବାର ନାହିଁ। ବର୍ତ୍ତମାନ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଟିପ ମାରିଲେ ଗାଁ ଡାକଘର ଯୋଗାଉଛି ଟଙ୍କା। ସେ ରାଷ୍ଟ୍ରାୟତ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜବିହାରରୁ ହରିଣ ସ୍ଥାନାନ୍ତର ଆରମ୍ଭ, ପ୍ରଥମ ଦିନରେ ଲଖାରୀ ଅଭୟାରଣ୍ୟ ଗଲେ ୭ ହରିଣ

ବ୍ରହ୍ମପୁର: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଅଧୀନ ଲଖାରୀ ଅଭାୟରଣ୍ୟକୁ ଭଞ୍ଜବିହାର ହରିଣ ଉଦ୍ୟାନର ୫୫ ହରିଣଙ୍କୁ ସ୍ଥାନାନ୍ତର ଆଜି ଠାରୁ ଆରମ୍ଭ ହୋଇଛି। ନନ୍ଦନକାନନ୍‌ରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ଆଜି ପ୍ରଥମ ଦିନରେ ୭ଟି ହରିଣଙ୍କୁ ନେଇ ଲଖାରୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜେଲରେ ମାରପିଟ ହେଲେ ଦୁଇ ପୂର୍ବତନ ମନ୍ତ୍ରୀ

ରାଞ୍ଚି : ଜେଲରେ ମାରପିଟ ହେଲେ ଦୁଇ ପୂର୍ବତନ ମନ୍ତ୍ରୀ | ଝାଡ଼ଖଣ୍ଡ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଦୁଇ ପୂର୍ବତନ ମନ୍ତ୍ରୀ ସଂଘର୍ଷ କରିଥିବାର ଖବର ସାମ୍ନାକୁ ଆସିଛି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ମାରପିଟ କରିବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ ଦୁଇ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଓ ଭାଇଚାରାର ବଳିଷ୍ଠ ନିଦ୍ଦର୍ଶନ: ‌ଶେଷ ସମୟରେ ଅସହାୟକୁ କାନ୍ଧ ଦେଲେ ଗ୍ରାମବାସୀ ଓ ପୁଲିସ

ଜୟପୁର: ସେ ନିଜର ନ ଥିଲା, କିନ୍ତୁ ଗାଁରେ ରହୁଥିଲା। କିନ୍ତୁ ଭାଇଚାରା ସହ ଅସମୟରେ ଭାଇ ହୋଇ ଅନ୍ୟ ସଦସ୍ୟଙ୍କ ନିକଟରେ ଠିଆ ହେଉଥିଲା। ଦୁଃଖସୁଖରେ ଅନ୍ୟ ଦୁଆରେ ସେ ଠିଆ ହୋଉଥିଲା। ତେଣୁ ତାର ଶେଷ ସମୟରେ କରୋନାର ନିୟମକୁ ମାନି ଆମେ ଠିଆ ହୋଇଛୁ ବୋଲି କହିଛନ୍ତି ଜୟପୁର ବ୍ଲକ ଏକମ୍ବା…
ଅଧିକ ଖବର ଦେଖନ୍ତୁ...

ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଆଙ୍କର୍ ଏବଂ ଅଭିନେତ୍ରୀ ବିଶ୍ୱଶାନ୍ତିଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି | ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ହାଇଦ୍ରାବାଦ ଘରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ମୁତାବକ ବିଶ୍ୱଶାନ୍ତି, ହାଇଦ୍ରାବାଦର…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ: ୩ ହଜାର ୭୫୯ ଜଣ ଥଣ୍ଡାରେ ପୀଡ଼ିତ

ବ୍ରହ୍ମପୁର: କରୋନାକୁ ପ୍ରତିହତ କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲାରେ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯାଞ୍ଚର ଦ୍ୱିତୀୟ ଦିବସ ସୁଦ୍ଧା ୩ ହଜାର ୭୫୯ ଜଣ ସାମାନ୍ୟ ଥଣ୍ଡାରେ ଏହି…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର : ରାଜ୍ୟର ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆଜି ରାତିରେ ଶୁଭ ଖବର ଆସିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ବ୍ୟକ୍ତି ଆଜି ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଏଣିକି ଏନପିଏସ ଖାତାଧାରକ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: କରୋନାର ପ୍ରକୋପ ମଧ୍ୟରେ ଅସୁବିଧାରେ ଥିବା ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି | ଲୋକମାନେ ଯେମିତି ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ସରକାର ଦୃଷ୍ଟି ଦେଇଛନ୍ତି । ପୂର୍ବରୁ ପିଏଫରୁ ପାଣ୍ଠି ଉଠାଣ କରିବାକୁ ଅନୁମତି ଦିଆଯାଇଥିଲା,…
ଅଧିକ ଖବର ଦେଖନ୍ତୁ...

ଛାତ ଉପରେ ଜୁଆ ଖେଳୁଥିବାବେଳେ ପହଞ୍ଚିଲା ପୁଲିସର ଡ୍ରୋନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଛି। ଲୋକମାନେ ନିଜ ଘରେ ଅଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ କିଛି ଲୋକ ଏହାକୁ ହାଲକା ଢଙ୍ଗରେ ନେଉଛନ୍ତି | କିଛି ବ୍ୟକ୍ତି ଲକଡାଉନ…
ଅଧିକ ଖବର ଦେଖନ୍ତୁ...