Daily Archives

April 11, 2020

ଅଦିନିଆ ବର୍ଷା ପରେ ଲକ୍‌ଡାଉନ୍‌ର ମାଡ଼: କେନ୍ଦୁପତ୍ର ଉତ୍ପାଦନରେ ଗୁରୁତର ପ୍ରଭାବ, ଶ୍ରମିକ ହତାଶ

ଝାରସୁଗୁଡ଼ା: ଚଳିତ ବର୍ଷ କେନ୍ଦୁପତ୍ର ଉତ୍ପାଦନ ପାଇଁ ସମୟ ଆଦୌ ଅନୁକୂଳ ହେଉନଥିବା ଦେଖାଯାଇଛି। ପ୍ରଥମ ଭାଗରେ ଅଦିନିଆ ବର୍ଷା ଓ ଏହାପରେ ପରେ କରୋନା ମାଡ଼ ଝାରସୁଗୁଡ଼ା ଜିଲ୍ଲାର କେନ୍ଦୁପତ୍ର ବ୍ୟବସାୟରେ ପୂର୍ଣ୍ଣଛେଦ ପକାଇ ଦେଇଛି। ସଂପ୍ରତି ଲକ୍‌ଡାଉନ୍‌ ‌କେନ୍ଦୁପତ୍ର ଉତ୍ପାଦନକୁ…
ଅଧିକ ଖବର ଦେଖନ୍ତୁ...

ଫିକା ପଡ଼ିଗଲା ରାୟଗଡ଼ାର ପ୍ରସିଦ୍ଧ ଚଇତି ପର୍ବ: ଭକ୍ତଙ୍କ ବିନା ଖାଁ ଖାଁ ୪ ଶକ୍ତିପୀଠ

ରାୟଗଡ଼ା: ଶୂନଶାନ୍ ମା’ଙ୍କ ପୀଠ। ବିନା ଭକ୍ତ, ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ସରିଲା ଚଇତି ଯାତ। ଶହ ଶହ ବର୍ଷର ପରମ୍ପରାରେ ପ୍ରଥମ ଥର ପାଇଁ ଆଦିବାସୀ ମା’ଙ୍କ ପାଖରେ ଲଗାଇ ପାରିଲାନି ନୂଆ ଫସଲର ଭୋଗ। ରୋଗ, ବୈରାଗ ଦୂରର ବିଶ୍ବାସ ରଖିଥିବା ମା’ଙ୍କ ଘଟଯାତ୍ରା ଗାଁ, ସାହିକୁ ଯାଇପାରିନଥିବା…
ଅଧିକ ଖବର ଦେଖନ୍ତୁ...

ଲକ୍ ଡାଉନ ଯୋଗୁଁ ଗରିବ ହିତାଧିକାରୀଙ୍କୁ ମାଗଣାରେ ରାସନ ଦେବେ ସରକାର : ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ…

ଭୁବନେଶ୍ୱର : ଲକ୍ ଡାଉନ ଚାଲିଥିବାରୁ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ରାସନ ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ୩ ମାସ ପାଇଁ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କିଲୋଗ୍ରାମ ହରଡ ଡାଲି ମାଗଣାରେ…
ଅଧିକ ଖବର ଦେଖନ୍ତୁ...

ଦାଉ ସାଜିଲା କରୋନା, ହାତବାନ୍ଧି ବସିଛନ୍ତି ୪୨ ହଜାର କେନ୍ଦୁପତ୍ର ତୋଳାଳି

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କ ପାଇଁ ଦାଉ ସାଜିଛି ମହାମାରୀ କରୋନା। ବେଶି ପ୍ରଭାବିତ ହୋଇଛନ୍ତି କେନ୍ଦୁପତ୍ର ତୋଳାଳୀ। ଲକ୍‌ଡାଉନ୍‌ କଟକଣା ଛଡାଇ ନେଇଛି ସେମାନଙ୍କ ରୋଜଗାରପନ୍ଥା। ଏବେ ତୋଳିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୪ ହେଲା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି  ଏହି ସୂଚନା ଦେଇଛି । ମାତ୍ର ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ କରାଯାଇ ନାହିଁ । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭ ଚିହ୍ନଟ ପରେ ସିଲ ହେଲା ଏହି ଅଭିନେତାଙ୍କ ବିଲଡିଂ

ମୁମ୍ବାଇ: କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିଛି। ଦିନକୁ ଦିନ କରୋନା ମାମଲା ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ ମଧ୍ୟ ଜାରି ରହିଛି । ନିକଟରେ ଟିଭି ଶୋ ତାରକ ମେହେଟ୍ଟା କା ଓଲଟା ଚଶମାରେ ବାଗା ଭୂମିକାରେ ଅଭିନୟ କରୁଥିବା ଅଭିନେତା ତନମୟ ଭେକରିଆଙ୍କ ବିଲଡିଂରୁ ଏକ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିବହନର ଦାୟିତ୍ୱ ନେଲା ଡାକ ବିଭାଗ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍ ପରିବହନ ପାଇଁ ଡାକ ବିଭାଗ ଦାୟିତ୍ୱ ନେଇଛି | ହିମାଚଳପ୍ରଦେଶ ବାଡି ସ୍ଥିତ ଲୋଡିମାଜ୍ରା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ପ୍ରସ୍ତୁତ ୩୦୦୦ ପିପିଏ କିଟ୍ କୁ ଡାକ ବିଭାଗ ଦେଶର ଦୁଇଟି ମେଟ୍ରୋ ସମେତ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ କଟକଣା ଭାଙ୍ଗିଲେ, ହ୍ରଦରୁ ଦଳ ସଫା କଲେ

ବାଙ୍ଗାଲୋର: ଲକଡାଉନ କଟକଣା ଏବେ ସାରା ଦେଶରେ ଲାଗୁ ହୋଇଥିବାବେଳେ ଲୋକମାନେ ମଧ୍ୟ ଏହାକୁ ମଣୁଥିବାର ଦେଖାଯାଇଛି | ତେବେ କିଛି ଅମାନିଆ ଲକଡାଉନ କଟକଣାକୁ ମାନୁନଥିବାବେଳେ ପୁଲିସ ସାମ୍ନାରେ ବିଭିନ୍ନ ବାହାନା ମଧ୍ୟ ଦେଖାଉଛନ୍ତି | ଅନ୍ୟପଟେ ଲକଡାଉନକୁ କିଭଳି ସଫଳ କରାଯାଇପାରିବ ପୁଲିସ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସହାୟତା ଅର୍ଥ ବଣ୍ଟା ବେଳେ ପିଇଓଙ୍କୁ ମାଡ, ସରପଞ୍ଚ ଗିରଫ

ବିଂଝାରପୁର: ବିଂଝାରପୁର ଥାନା ଉଡରଙ୍ଗ ପଞ୍ଚାୟତରେ କରୋନା ଜନିତ ସରକାରୀ ସହାୟତା ଅର୍ଥ ବଣ୍ଟାବେଳେ ପିଇଓ ପ୍ରଶାନ୍ତ କୁମାର କର ଏବଂ ସରପଞ୍ଚ ନିଗମାନନ୍ଦ ଭଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମାଡ ମରାମରି ହୋଇଥିବା ବିଂଝାରପୁର ଥାନାରେ ୨ଟି ପୃଥକ ପୃଥକ ଅଭିଯୋଗ ହୋଇଛି । ବିଂଝାରପୁର ପୁଲିସ ଘଟଣାର…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ସରକାର ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଅବଧି ବଢ଼ାଇଲେ

ହାଇଦ୍ରାବାଦ:  ମହାମାରୀ କରୋନାଭାଇରସ୍  ବିରୋଧରେ ଲଢ଼େଇ ଜାରି ରଖିବାରୁ ତେଲେଙ୍ଗାନା ସରକାର ଶନିବାର ରାଜ୍ୟରେ ତାଲାବନ୍ଦକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ଏକ ସ୍ବତନ୍ତ୍ର ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କେ…
ଅଧିକ ଖବର ଦେଖନ୍ତୁ...