Monthly Archives

April 2020

ରାୟଗଡ଼ାରେ ଡେଙ୍ଗୁ ଅଣାୟତ୍ତ: ଟିକରପଡ଼ାର ୪୨ ଜଣଙ୍କ ନମୁନା ପଜିଟିଭ, ଗାଁରେ ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ କାୟା ମେଲାଇଛି ଡେଙ୍ଗୁ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଏବେ ସ୍ଥିତି ଅଣାୟତ୍ତ ହୋଇ ପଡିଛି। ଜିଲ୍ଲାର ୧୩୭ ନମୁନାରୁ ୪୯ ନମୁନା ପଜିଟିଭ ଚିହ୍ନଟ ହୋଇଛି। ସେଥି ମଧ୍ୟରୁ କେବଳ ୪୨ ନମୁନା ମୁନିଗୁଡା ବ୍ଲକ ଟିକରପଡ଼ା ଗ୍ରାମର। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ଜନନୀ ଯନ୍ତ୍ରଣା: ୪ କିମି ଭାରରେ ବୁହା ହେଲେ ଗର୍ଭବତୀ, ଆମ୍ବୁଲାନ୍ସ ଡ୍ରାଇଭର ବୋହିଲେ ଭାର

ରାୟଗଡ଼ା: କାଶୀପୁର ବ୍ଲକରେ ପୁଣି ଏକ ଜନନୀ ଯନ୍ତ୍ରଣା ଲୋକଲୋଚନକୁ ଆସିଛି । ଗାଁ କୁ ରାସ୍ତା ନ ଥିବାରୁ ଭାରରେ ବୁହା ହୋଇ ମେଡିକାଲ ଆସିଛନ୍ତି ଜଣେ ଗର୍ଭବତୀ । ପାହାଡିଆ ରାସ୍ତା ସହିତ ନଦୀ, ନାଳ ଡେଇଁ ଆସିବା ପରେ ଟିକିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଗର୍ଭବତୀ। ପୁତ୍ର ସନ୍ତାନ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଥିବା ଭାରତୀୟ ଦମ୍ପତି ମୃତ; ପତ୍ନୀଙ୍କୁ ହତ୍ୟା, ସ୍ବାମୀ କଲେ ଆତ୍ମହତ୍ୟା

ୱାଶିଂଟନ: ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍‌ରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ବ୍ୟତୀତ ତାଙ୍କ ସ୍ବାମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ହୁଡ୍ସନ୍‌…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ବିମାନ ଭିତରେ ଗୁଡ଼ାଏ ସେବା ବନ୍ଦ କରିବ ଭିସ୍ତାରା ଏୟାର୍‌ଲାଇାନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଉପରେ ଅଙ୍କୁଶ ଲଗାଇବା ପାଇଁ ଭିସ୍ତାରା ଏୟାର୍‌ଲାଇନ୍ ବିମାନ ମଧ୍ୟରେ କିଛି ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି। ବିମାନ ମଧ୍ୟରେ ବିକ୍ରି, ସ୍ବାଗତ ପାନୀୟ, ଗରମ ମିଲ୍‌, ଷ୍ଟାର୍‌ବକ୍ସ କଫି ଆଦି ବିମାନ ଭିତରେ ବନ୍ଦ କରିବାର ଯୋଜନା କରିଛି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା: ଆଇପିଏସ୍ ରାହୁଲ ପିଆର୍ କାର୍ଯ୍ୟରେ ଯୋଗଦେଲେ 

ଝାରସୁଗୁଡା: ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଭାବରେ ଆଇପିଏସ୍ ରାହୁଲ ପିଆର୍ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଠାରେ ଏସ୍ପି ଥିବା ଅଶ୍ବିନୀ ମହାନ୍ତି ଆଜି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଅପରାହ୍ନରେ ଶ୍ରୀ ମହାନ୍ତି ନୂତନ ଭାବରେ ଯୋଗ ଦେଇଥିବା ଶ୍ରୀ ରାହୁଲଙ୍କୁ ଦାୟିତ୍ବ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କଲେ ଯୁବକ

ଲଖନଉ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉ ରେ ଆଜି ଜଣେ ଯୁବକ ଜଘନ୍ୟ କାଣ୍ଡ ଘଟାଇଛନ୍ତି | ଯୁବକ ଜଣକ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି | ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ ଲଖନଉର ବନଠାରରେ ଅଜୟ ନାମକ ଯୁବକ ଏକ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ର ସୁଯୋଗ ନେଉଛନ୍ତି ଅନ୍‌ଲାଇନ୍‌ ଠକ; ଅନ୍‌ଲାଇନ୍‌ ଠକାମିର ହୁଅନ୍ତୁନି ଶିକାର

ନୂଆଦିଲ୍ଲୀ: ସାରା ବିଶ୍ବ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି କିଛି ଅନ୍‌ଲାଇନ୍‌ ଠକ। ଏହି ଠକମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଅନ୍‌ଲାଇନ୍‌ରୁ ଟଙ୍କା ଓ ତଥ୍ୟ ଚୋରି କରୁଛନ୍ତି। କରେନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ସହାୟତା: ମହିଳା ମହାସଂଘର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଫୁଲବାଣୀ: କରୋନା ମୁକାବିଲା ପାଇଁ ମହିଳା ମହାସଂଘର ସହାୟତା। ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ସୁର୍ଡେଜୁ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୨ହଜାର ୧୦୧ ଟଙ୍କା ଦାନ କରାଯାଇଛି। ମହାସଂଘର ସଭାନେତ୍ରୀ ଲିଲି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଉଦ୍ଧବଙ୍କ ଫୋନ ପରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୁପାରିଶ କଲେ ରାଜ୍ୟପାଳ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଫୋନ ପରେ ରାଜ୍ୟପାଳ ଭଗତ ସିଂ କୋସିୟାରୀଙ୍କ ଚେତା ପସିଛି । ଆଜି ସେ ବିଧାନ ପରିଷଦରେ ଖାଲିଥିବା ୯ଟି ଆସନ ନିମନ୍ତେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ଏହି ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: ରାଜ୍ୟରେ ଆଉ ୨ ଜଣ କରେନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: କରୋନା ଭାଇରସ ନେଇ ଏକ ଖୁସି ଖବର ଆସିଛି । ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାବ ନମୁନା ବାରମ୍ବାର ନେଗେଟିଭ…
ଅଧିକ ଖବର ଦେଖନ୍ତୁ...