Daily Archives

May 1, 2020

ଲକଡାଉନରେ ୧୫୦୦ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଅବସ୍ଥା ଅସମ୍ଭାଳ

ସମ୍ବଲପୁର: ୨୮ ବର୍ଷ ହେଲା ଖରା ମାସ ବେଳକୁ ୩ ମାସ ପାଇଁ କେନ୍ଦୁପତ୍ର ଫଡ଼ିରେ ମୁନସି କାର୍ଯ୍ୟ କରି ଆସୁଥିଲି। ମାତ୍ର ଜୀବନ ଯେତେବେଳେ ରୋଜଗାରର ସର୍ବାଧିକ ଆବଶ୍ୟକତା ରହିଛି, ଲକଡାଉନ ଯୋଗୁଁ ଯେଉଁ ସମୟରେ କାର୍ଯ୍ୟ ଠପ ପଡ଼ିଛି, ସେହି ସମୟରେ ଅନାବଶ୍ୟକ ଭାବରେ ଫଡ଼ି ବନ୍ଦ କରି କାର୍ଯ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ବଉଳା କୁମ୍ଭୀର, ମନ୍ତେଇ ନଦୀରେ ଛଡାଗଲା

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବନ ଖଣ୍ତ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ସୂଚନା ଅନୂଯାୟୀ ଜଗନ୍ନାଥପୁର ସାରଙ୍ଗପୁର ଗ୍ରାମର ଯୁବକ କାଂଶବାଂଶ ନଦୀରେ ବନିଶି ପକାଇ ମାଛ ଧରୁଥିବା ବେଳେ କୁମ୍ଭୀରଟି…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର କିଛି ସମୟ ପୂର୍ବରୁ ପରିବାରର ଏହି ସଦସ୍ୟଙ୍କୁ ଡାକି ଶେଷଥର ପାଇଁ କଥା ହୋଇଥିଲେ ଋଷି କପୁର

ମୁମ୍ବାଇ: ଏପ୍ରିଲ ୩୦ରେ ବଲିଉଡର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତା ଋଷି କପୁର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ଆର ପାରିକୁ ଚାଲିଯାଇଛନ୍ତି | ଗୁରୁବାର ସକାଳେ ସେ ମୁମ୍ବାଇର ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଦୁଇ ବର୍ଷ ଧରି କର୍କଟ ରୋଗ ସହ ଲଢେଇ କରୁଥିବା ଋଷି…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ଅନୁମତି ନ ଦେବାରୁ ୧୦୦କିଲୋମିଟର ସାଇକେଲରେ ଯାଇ ବିବାହ କରିବା ସହ ପତ୍ନୀଙ୍କୁ ଧରି ଘରକୁ ଫେରିଲେ ଯୁବକ

ହମିରପୁର: ଉତ୍ତରପ୍ରଦେଶର ଜଣେ ୨୩ବର୍ଷ ବୟସ୍କ ବ୍ୟକ୍ତି କନ୍ୟା ଘରେ ପହଞ୍ଚିବା ପାଇଁ ପ୍ରାୟ ୧୦୦ କିଲୋମିଟର ସାଇକେଲ ଚଳାଇଥିବା ଜଣା ପଡିଛି । କରୋନାଭାଇରସ୍ ପାଇଁ ଦେଶବ୍ୟାପୀ ଲକଡାଉନ ଥିବାରୁ ନିରାଶ ହୋଇ ସେ ଏଭଳି କରିଛନ୍ତି | ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ପ୍ରାୟ ୧୫୦କିଲୋମିଟର ଦୂରରେ…
ଅଧିକ ଖବର ଦେଖନ୍ତୁ...

ପୁନଃ ପ୍ରସାରଣ ପରେ ବିଶ୍ୱ ରେକର୍ଡ କଲା ରାମାୟଣ, ପାଲଟିଲା ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ସୋ’

ନୂଆଦିଲ୍ଲୀ: ମୁକ୍ତିଲାଭ କରିବାର ୩୩ବର୍ଷ ପରେ ରାମାନନ୍ଦ ସାଗରଙ୍କ 'ରାମାୟଣ' ଏବେ ମଧ୍ୟ ଭାରତୀୟ ଟେଲିଭିଜନ ପରଦାରେ ରାଜ କରୁଛି। 'ଦୂରଦର୍ଶନ ଇଣ୍ଡିଆ' ସେୟାର କରିଥିବା ଏକ ଟୁଇଟରେ ଦର୍ଶାଯାଇଛି ଯେ, ଲକଡାଉନ ହେବା ପରେ 'ରାମାୟଣ'ର ପୁନଃ ପ୍ରସାରଣ କରାଯାଇଥିଲା | ବର୍ତ୍ତମାନ ପୁନଃ ପ୍ରସାରଣ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ସଫଳ, ମହାରାଷ୍ଟ୍ରରେ ବିଫଳ : ପ୍ଲାଜମା ଥେରାପି ନେଇଥିବା ମହାରାଷ୍ଟ୍ରର କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ବ୍ୟବହାର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଏହି ଥେରାପିକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଘୋଷଣା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଜଣେ "ଗୁରୁତର"…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ ସୁସ୍ଥ ହେଲେ ୧ ନିୟୁତରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ବିଶ୍ୱ ଏବେ ଲଢେଇ ଜାରି ରଖିଥିବା ବେଳେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି | ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ କରୋନାଭାଇରସ ଦ୍ୱାରା ଶିକାର ହୋଇଥିବା ଏକ ମିଲିୟନରୁ ଅଧିକ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି | ଶୁକ୍ରବାର ଜନ୍ ହପକିନ୍ସ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ବିଲ ପୈଠ କରିବା ହେଲା ସହଜ,‘ସେସୁ’ର ମୋବାଇଲ ଆପ୍ ‘ସେସୁ କନେକ୍ଟ’ ଲୋକାର୍ପିତ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଆଜି ଏକ ମୋବାଇଲ ଆପ୍ ଲୋକାର୍ପିତ ହୋଇଛି । ଏହି ‘ସେସୁ କନେକ୍ଟ’ ଆପକୁ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲୋକାର୍ପଣ କରିଛନ୍ତି । ଏହି ଆପ୍‌ରେ ଡିଜିଟାଲ ମାଧ୍ୟମରେ ଗ୍ରାହକ ବିଦ୍ୟୁତ ବିଲ ପୈଠ କରିପାରିବେ…
ଅଧିକ ଖବର ଦେଖନ୍ତୁ...

କଣ୍ଟେନମେଣ୍ଟ ଜୋନର ବାସିନ୍ଦାମାନେ ‘ଆରୋଗ୍ୟ ସେତୁ’ ଆପ ବ୍ୟବହାର କରିବାକୁ ବାଧ୍ୟ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଲକଡାଉନର ଅବଧି ତୃତୀୟ ଥର ପାଇଁ ଆହୁରି ଦୁଇ ସପ୍ତାହ ବଢ଼ାଇ ଗୃହ ମନ୍ତ୍ରାଳୟ ଶୁକ୍ରବାର ଦିନ କହିଛି ଯେ, ଆରୋଗ୍ୟ ସେତୁ ଆପ୍ କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ବାସିନ୍ଦାଙ୍କ ଦ୍ୱାରା ବ୍ୟବହୃତ ହେବ। ଏଥିରେ କୁହାଯାଇଛି, କଣ୍ଟେନମେଣ୍ଟ ଜୋନରେ ରହୁଥିବା ୧୦୦%  ବାସିନ୍ଦା ଆରୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ଘାଟିରେ ଓଲଟିଲା ଟ୍ରକ,୨ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ଘାଟିରେ ଆଜି ସନ୍ଧ୍ୟାରେ ଏକ ଟ୍ରକ ଓଲଟିଛି । ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଆହତମାନଙ୍କର ପରିଚୟ ମିଳିନାହିଁ । ସୂଚନା ଅନୁସାରେ ବିଶାଖାପାଟଣାରୁ ଜୟପୁର…
ଅଧିକ ଖବର ଦେଖନ୍ତୁ...