Daily Archives

May 2, 2020

ଅନୁଭୂତି ବଖାଣିଲେ ଛାତ୍ରଛାତ୍ରୀ: ରାଜସ୍ଥାନର କୋଟାରୁ ରାଉରକେଲା ୫୨ ଘଣ୍ଟାର କଷ୍ଟ ଯାତ୍ରା ମନେ ରହିବ

ରାଉରକେଲା(ମଳୟ ରଂଜନ ସାହୁ): ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଆଜି ରାଉରକେଲା ଫେରିଛନ୍ତି କୋଟାରେ ଫସି ରହିଥିବା ୧୧୬ ଛାତ୍ରଛାତ୍ରୀ। ଲକ୍‌ଡାଉନ୍‌ ପରେ ଦେଢ଼ମାସ ହଷ୍ଟେଲର ଅସୁବିଧା ଓ ୫୨ ଘଣ୍ଟାର କଷ୍ଟଦାୟକ ବସ୍‌ଯାତ୍ରା ସଂକ୍ରାନ୍ତରେ କିଛି ଛାତ୍ରଛାତ୍ରୀ ‘ସମ୍ବାଦ’କୁ ନିଜର ଅନୁଭୂତି…
ଅଧିକ ଖବର ଦେଖନ୍ତୁ...

କେରଳରୁ ଫେରୁଛନ୍ତି କନ୍ଧମାଳର ୩୮୨ ଜଣ ଶ୍ରମିକ, ଖୋର୍ଦ୍ଧା ଷ୍ଟେସନରୁ ସ୍ବତନ୍ତ୍ର ବସରେ ଅଣାଯିବ

ଫୁଲବାଣୀ: ବାହାର ଫେରନ୍ତାଙ୍କ ଘର ବାହୁଡା। ଆଜି କେରଳରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଓଡିଆ ଆସୁଛନ୍ତି ୧୧୫୦ ପ୍ରବାସୀ। ସେଥି ମଧ୍ୟରୁ କନ୍ଧମାଳର ୩୮୨ ଜଣ ଅଛନ୍ତି। ଆଜି ସଂଧ୍ୟାରେ କେରଳରୁ ଟ୍ରେନ ଛାଡିଥିବା କହିଛନ୍ତି ସେହି ଟ୍ରେନରେ ଆସୁଥିବା ଦାରିଙ୍ଗବାଡି ଅଞ୍ଚଳର ମନୋଜ କୁମାର ପ୍ରଧାନ ଓ…
ଅଧିକ ଖବର ଦେଖନ୍ତୁ...

ଏହି ଲକ୍‌ଡାଉନ୍‌ର ଫାଇଦା ଉଠାନ୍ତୁ; ଘରେ ରହି ତ୍ବଚାର ଉପଯୁକ୍ତ ଯତ୍ନ ନିଅନ୍ତୁ

ଘରେ ରହି ରହି ବୋର୍‌ ହେଉଛନ୍ତି କି? ଦୀର୍ଘ ଦିନ ଧରି ଘରେ ରହିବା ପରେ ବୋର୍‌ ହେବା ମଧ୍ୟ ଏକ ସ୍ବଭାବିକ କଥା ନିଶ୍ଚୟ। ୟା ଭିତରେ ତ ଲକ୍‌ଡାଉନ୍‌ ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟରେ ଆପଣ କ’ଣ କରିବେ? ଏହି ସୁଯୋଗର ଫାଇଦା ନିଅନ୍ତୁ। ଘରେ ରହୁଛନ୍ତି ଯେ‌ତେବେଳେ ନିଜ ତ୍ବଚାର ଯତ୍ନ…
ଅଧିକ ଖବର ଦେଖନ୍ତୁ...

କାହିଁକି ଋଷିଙ୍କ ଦେହାନ୍ତ ଅପେକ୍ଷା ଇର୍ଫାନଙ୍କ ଦେହାନ୍ତରେ ବେଶି ଦୁଃଖ ପ୍ରକାଶ କଲେ ବିଗ୍‌ ବି !

ମୁମ୍ବାଇ: ସିନେ ତାରକା ଇର୍ଫାନ ଖାନଙ୍କ ପରଲୋକରେ ସାରା ସିନେ ଜଗତ ଦୁଃଖରେ ମିୟମ୍ରାଣ ହୋଇଥିବା ବେଳେ ନିଜର ଶୋକ ପ୍ରକାଶ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଉଭୟ ଋଷି କପୁର ଓ ଇର୍ଫାନ ଖାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିବା ବେଳେ ଇର୍ଫାନଙ୍କ ହେହାନ୍ତ ତାଙ୍କୁ ବିଶେଷ ଦୁଃଖୀ…
ଅଧିକ ଖବର ଦେଖନ୍ତୁ...

ବୋର୍ଡର ଚେକ ପଏଣ୍ଟରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ବୋର୍ଡର ଚେକ ପଏଣ୍ଟ (ବିସିପି)ରେ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିସନର ଆଜି ରାଜ୍ୟର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ପ୍ରବାସୀ ଓଡ଼ିଆମାନେ ଯେତେବେଳେ ସୀମାରେ ପହଞ୍ଚିବେ, ସେମାନଙ୍କର ଯାଞ୍ଚ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଗଲ୍‌ଫ ଦେଶରେ ଥିବା ଭାରତୀୟଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ନୌସେନାର ୧୪ଟି ଯୁଦ୍ଧପୋତ ପ୍ରସ୍ତୁତ

ନୂଆଦିଲ୍ଲୀ: ଉପସାଗରୀୟ ଦେଶମାନଙ୍କରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିବାକୁ ଭାରତୀୟ ନୌସେନାର ୧୪ଟି ଯୁଦ୍ଧପୋତ ପ୍ରସ୍ତୁତ ରହିଛି ବୋଲି ଜଣେ ଶୀର୍ଷ ସ୍ତରୀୟ ନୌସେନା ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ପାଇଁ ବିଦେଶରୁ ଦେଶକୁ ଫେରି ପାରୁ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ବଢିବା ପରେ ରଥଯାତ୍ରାକୁ ନେଇ ବଢ଼ିଲା ଚିନ୍ତା; ଶ୍ରୀମନ୍ଦିର ପରିଚାଳନା ସମିତି ଓ ସରକାରଙ୍କ ପଦକ୍ଷେପ ଉପରେ ନଜର

ଭୁବନେଶ୍ୱର: ରଥଯାତ୍ରା ହେବ କି ନାହିଁ, ଏହା ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ନୀତି କିପରି ପାଳନ କରାଯିବ, ଏ ନେଇ ଅକ୍ଷୟ ତୃତୀୟା ପୂର୍ବରୁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ବିଧି କିପରି ପାଳନ ହେବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏହି ଅଂଚଳରେ ଆସନ୍ତା ୪ ତାରିଖରୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଫୋନ୍‌ ବିକ୍ରି ଆରମ୍ଭ

ବେଜିଂ: ମହାମାରୀ କରୋନା ଭାଇରସ୍‌ ପାଇଁ ଦୀର୍ଘ ଦିନ ଧରି ଲୋକେ ଘରେ ରହିବା ପରେ ଧୀରେ ଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି। ଦେଶରେ ଥିବା ବିଭିନ୍ନ ଅଞ୍ଚଳକୁ ଭାରତ ସରକାର ରେଡ୍‌, ଅରେଞ୍ଜ ଓ ଗ୍ରିନ୍‌ ଜୋନ୍‌ରେ ବିଭକ୍ତ କରିବା ପରେ ପରେ ରେଡ୍‌କୁ ବାଦ୍‌ ଦେଇ ଅନ୍ୟ ଦୁଇଟି ଜୋନ୍‌ରେ…
ଅଧିକ ଖବର ଦେଖନ୍ତୁ...

ସଚେତନ ସହ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ: ଗାଁରେ ବିଶ୍ବ ଶ୍ରମିକ ଦିବସ ପାଳିଲା ଆଇଏନଟିୟୁସି

ଫୁଲବାଣୀ: କରୋନା ପାଇଁ ଚଳିତବର୍ଷ ବଡ ଆଡମ୍ବରରେ ବିଶ୍ବ ଶ୍ରମିକ ଦିବସ ପାଳନ କଲା ନାହିଁ ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ନିରାଡମ୍ବର ସହ ସାମାଜିକ ଦୂରତା ରଖି ଏକ ଗାଁକୁ ଯାଇ ଏଥର ବିଶ୍ବ ଶ୍ରମିକ ଦିବସ ପାଳନ କରାଯାଇଛି । ଫୁଲବାଣୀ ବ୍ଳକ ମିଣିଆ ଗାଁରେ ସାମାଜିକ ଦୁରତା ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ମେ ୪ ତାରିଖରୁ ଖୋଲିବ ମଦ ଦୋକାନ

ନୂଆଦିଲ୍ଲୀ: ଦେଶରେ ମେ ୪ ତାରିଖରୁ ଆହୁରି ୧୫ ଦିନ ଲକ୍‌ଡାଉନ୍‌ ଘୋଷଣା ହେବା ପରେ କେନ୍ଦ୍ର ସରକାର କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। କରୋନା ସଂକ୍ରମଣ ନେଇ ରେଡ୍‌, ଅରେଞ୍ଜ୍‌ ଓ ଗ୍ରିନ୍‌ରେ ବିଭକ୍ତ କରାଯାଇଥିବା ୩ଟି ଜୋନ୍‌ ଭିତରୁ ଅରେଞ୍ଜ ଓ…
ଅଧିକ ଖବର ଦେଖନ୍ତୁ...