Daily Archives

May 4, 2020

ଯାଜପୁର ଏରବାଙ୍କ ପଞ୍ଚାୟତର ୩ ଗାଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ଭୁବନେଶ୍ବର : ଯାଜପୁରର ଏରବାଙ୍କ ପଞ୍ଚାୟତର ୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ବା କରୋନା ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ । ଏହି ୩ଟି ଗାଁ ହେଲେ ଏରବାଙ୍କ, ଇନ୍ଦାରୋଇ ଓ ରଘୁନାଥପୁର । ଏହି ଅଞ୍ଚଳରୁ ୪ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ଗ୍ରିନ୍‌ ଏବଂ ଅରେଞ୍ଜ୍‌ ଜୋନ୍‌ରୁ ବରାଦ ନେବା ଆରମ୍ଭ କଲା ଆମାଜନ୍‌

ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁ ସାମଗ୍ରୀର ବି ବରାଦ ନେବା ଆରମ୍ଭ କରିଛି ଇ କମର୍ସ କମ୍ପାନି‌ ଆମାଜନ୍‌। ସରକାରଙ୍କଠାରୁ ଉଭୟ ଆବଶ୍ୟକୀୟ ଓ କମ୍‌ ଆବଶ୍ୟକୀୟ ସାମଗ୍ରୀ ବିକ୍ରୟ ପାଇଁ ସବୁଜ ସଂକେତ ପାଇବା ପରେ କମ୍ପାନି ଏପରି ନିଷ୍ପତ୍ତି ନେଇଛି। ମେ ୩ ତାରିଖ…
ଅଧିକ ଖବର ଦେଖନ୍ତୁ...

ୟୁଏଇରେ ଥିବା କେରଳ ବ୍ୟକ୍ତି ୧୦ ମିଲିୟନ ଦିନାର ଲଟେରି ଜିତିଲେ; ଋଣ ଶୁଝିବେ, ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିବେ

ଆବୁଧାବି: ୟୁନାଇଟେଡ୍‌ ଆରବ୍ ଏମିରେଟସ୍ (ୟୁଏଇ)ରେ ରହୁଥିବା କେରଳର ଜଣେ ବ୍ୟକ୍ତି ଆବୁଧାବିର ବିଗ୍‌ ଟିକେଟ୍‌ ଡ୍ରରୁ ୧୦ ମିଲିୟନ ଦିନାର ବା ୨.୭ ମିଲିୟନ ଆମେରିକୀୟ ଡଲାର ଲଟେରି ଜିତିଛନ୍ତି। କେରଳସ୍ଥିତ ତ୍ରିଶୁରାର ପରମେଶ୍ବରମ୍‌ ଜିତିଥିବା ଏହି ପୁରସ୍କାର ଟଙ୍କାରୁ କିଛି ଭାଗ ନେଇ ସେ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ‌ ଭୟରେ ଆଦିବାସୀ ପରିବାରକୁ ସ୍କୁଲ୍‌ ଶୌଚାଳୟ ଭିତରେ କ୍ବାରେଣ୍ଟାଇନ୍‌ରେ ରଖିଲେ ସ୍ଥାନୀୟ ଲୋକେ

‌ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟର ଗୁନା ଜିଲ୍ଲାର ଏକ ଆଦିବାସୀ ପରିବାରକୁ ସ୍ଥ‌ାନୀୟ ଲୋକେ କୋଭିଡ୍ ୧୯ ଭାଇରସ୍‌ ଭୟରେ ଏକ ସ୍କୁଲ୍‌ ଶୌଚାଳୟରେ ବନ୍ଦ କରି ରଖିଛନ୍ତି। ସେମାନେ ଶନିବାର ରାତିରେ ରାଜଗଡ଼ ଜିଲ୍ଲାରୁ ନିଜ ଘରକୁ ଫେରୁଥିଲେ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଜାରି ହେଲା ୯ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ: ଜଣେ ଜଳଖିଆ ବିକିଥିଲେ, ଜଣେ ଏକାଦଶାହ ଭୋଜିରେ ଯୋଗ ଦେଇଥିଲେ

ଭୁବନେଶ୍ୱର: ୧୧ଜଣ କରୋନା ପଜିଟିଭଙ୍କର ଗସ୍ତ ବିବରଣୀ ଆଜି ରାଜ୍ୟ ସରକାର ଜାରି କରିଛନ୍ତି | ଏମାନଙ୍କ ମଧ୍ୟରୁ ୨ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୯ ଜଣ ଯାଜପୁରର। ଏହି ସମସ୍ତଙ୍କର କୋଲକାତା ଲିଙ୍କ ଥିବାର ଜଣାପଡିଛି | ଏବେ ନଜର ପକାନ୍ତୁ କେଉଁ ରୋଗୀ କାହା ସଂସ୍ପର୍ଶରେ ଆସିଥିଲେ |…
ଅଧିକ ଖବର ଦେଖନ୍ତୁ...

ଗୋରୁମହିଷାଣୀ : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗୋରୁମହିଷାଣୀ, (ଇମିସ) : ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ପୁଣି ଲଜ୍ଜା । ଏକ ସପ୍ତାହ ପୂର୍ବରୁ ଜଣେ ବୃଦ୍ଧ ଜଣେ ଦିଵ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ଥଣ୍ଡା ନ ହେଉଣୁ ଆଜି ଗୋରୁମହିଷାଣୀ ଅଂଚଳରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଏକ ଲଜ୍ଜା ଜନକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରେ ସବୁ କାମ ସୁରୁଖୁରର ହେବ। ଅର୍ଥ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ରାଜନୀତିରେ ସଫଳତା ପାଇବେ। ବୃଷ: ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟରେ ଲାଭ ହେବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଦୁଇ ସୁରତ ଫେରନ୍ତା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କେମିତି ହୋଇଥିଲେ କରୋନାର ଶିକାର

ଗଞ୍ଜାମ: ରାଜ୍ୟ ସରକାର ଆଜି ରାଜ୍ୟର ୧୧ ଜଣ କରୋନା ଭାଇରସରେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ (୧୫୮ ଓ ୧୫୯ କରୋନା ଆକ୍ରାନ୍ତ) ହେଉଛନ୍ତି ସୁରତ ଫେରନ୍ତା । ୧୫୮ନମ୍ବର କରୋନା ଆକ୍ରାନ୍ତ(୧୭ବର୍ଷ) ଗଞ୍ଜାମର ଟମଣ୍ଡ ଅଂଚଳର ହୋଇଥିବା ବେଳେ ୧୫୯ କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ସ୍ଥିତି ସମୀକ୍ଷା କଲେ  ଖଣ୍ଡପଡ଼ା ବିଧାୟକ

ନୟାଗଡ଼: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା ଓ  ଭାପୁର ବ୍ଲକରେ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା ଆଜି ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ  ପ୍ରଥମେ ଖଣ୍ଡପଡ଼ା ବ୍ଲକର ସ୍ଥିତି ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

ରେଡ୍‌ ଜୋନ୍‌ ଯାଜପୁରର ବାସିନ୍ଦା ଆସି ପୁରୀରେ, ସାହିବାସିନ୍ଦା ଆତଙ୍କିତ ! ପ୍ରଶାସନ ମୁଣ୍ଡ ପୁରାଉ ନଥିବା ଅଭିଯୋଗ

ପୁରୀ : ରେଡ୍‌ ଜୋନ୍‌ ଯାଜପୁରରୁ ବାସିନ୍ଦା ଆସି ପୁରୀରେ ପହଞ୍ଚିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ କାଲି ରାତି ତମାମ ସ୍ଥାନୀୟ ଲୋକମାନେ ଏଥିପାଇଁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଫୋନ୍‌ କରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।…
ଅଧିକ ଖବର ଦେଖନ୍ତୁ...