Daily Archives

May 5, 2020

ମହାପ୍ରଭୁଙ୍କ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ: ଗଜପତି ମହାରାଜ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ନିର୍ମାଣ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ । ରଥ ନିର୍ମାଣ ଏକ ଧାର୍ମିକ ପର୍ବ କି ଉତ୍ସବ ନୁହେଁ । ଗତକାଲିର ବକ୍ତବ୍ୟକୁ ଭୁଲ ଭାବରେ ପ୍ରସାର କରାଯାଇଥିବା ସେ…
ଅଧିକ ଖବର ଦେଖନ୍ତୁ...

ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ରାଉରକେଲା : ଆଜି ସ˚ଧ୍ୟା ୭ ଘଟିକା ସମୟରେ ବଣାଇଁ ଉପଖଣ୍ତ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହିସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଜଣେ ଯବାନ ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଯବାନଙ୍କ ଆତ୍ମହତ୍ୟା କାରଣ ଜଣାପଡିନାହିଁ। କେ.ବଲାଙ୍ଗ ପୁଲିସ ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ବାପା ସାଜି କନ୍ୟା ଦାନ କଲା ପୁଣେ ପୁଲିସ୍‌, ବିବାହ ବନ୍ଧନରେ ବାନ୍ଧି ହେଲେ ବର-କନ୍ୟା

ପୁଣେ: ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି। କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଅନେକ ବର-କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି। ନିକଟରେ ଲକ୍‌ଡାଉନ୍ ସମୟରେ ପୁଣେର ଜଣେ ମାର୍କେଟିଂ ପ୍ରଫେସ୍‌ନାଲ୍ ବର‌ ଏବଂ ତାଙ୍କ ଡାକ୍ତର କନ୍ୟାଙ୍କ ବିବାହ ସଂପନ୍ନ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ୩ ମହିଳାଙ୍କୁ ଲଣ୍ଡା କରି ଅର୍ଧନଗ୍ନ ଅବସ୍ଥାରେ ଗାଁ ରାସ୍ତାରେ ବୁଲାଇଲେ ଲୋକେ

ପାଟ୍‌ନା: ଗୁଣି ସନ୍ଦେହରେ ବିହାରର ମୁଜାଫରନଗରର ଦଳେ ଲୋକ ମିଶି ୩ ଜଣ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଲୋକମାନେ ୩ ଜଣ ମହିଳାଙ୍କୁ ଲଣ୍ଡା କରିବା ସହ ସର୍ବସମ୍ମୁଖରେ ଅର୍ଧନଗ୍ନ କରି ରାସ୍ତାରେ ଚଲାଇଥିବା ଭଳି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ହାଥୌରା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିଳା ମଞ୍ଚର ଦାନ

ଫୁଲବାଣୀ: କରୋନା ମୁକାବିଲା ପାଇଁ ଫୁଲବାଣୀ ବ୍ଳକ ଆଲାମି ପଞ୍ଚାୟତ ବନ୍ଧସାହିର ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ବରାଳଦେବୀ ଆଞ୍ଚଳିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ହଜାର ୩୦୦ ଟଙ୍କା ପ୍ରଦାନ କରାଯାଇଛି। ମଞ୍ଚର ସଭାନେତ୍ରୀ ସଶ୍ମିତା କହଁର, ସମ୍ପାଦିକା…
ଅଧିକ ଖବର ଦେଖନ୍ତୁ...

କାମରେ ଲାଗୁନି ୧୦୨ ଗାଡ଼ି: ଡାକ୍ତରଙ୍କ ସମ୍ପର୍କୀୟଙ୍କ ଗାଡିରେ ବୁହା ହେଉଛି ପ୍ରସୂତୀ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକରେ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ କିଛି ଦିନ ହେବ ମେଡିକାଲରେ ୧୦୨ ଜନନୀ ସୁରକ୍ଷା ଗାଡି ଥାଇ ମଧ୍ୟ ପ୍ରସୂତୀଙ୍କୁ ଡାକ୍ତରଙ୍କ ସମ୍ପର୍କୀୟଙ୍କ ଗାଡି ଭଡା କରି ଘରକୁ ଯିବା ପାଇଁ କୁହାଯାଉଥିବାର…
ଅଧିକ ଖବର ଦେଖନ୍ତୁ...

ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଆଜି ରାତି ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । କୋଲକାତା ଫେରନ୍ତା ୫୮ ବର୍ଷିଅ ପୁରୁଷଙ୍କ ନମୁନା ପରୀକ୍ଷା ରିପୋର୍ଟ ଆଜି ପଜିଟିଭ ଆସିଛି । 5th…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ‘ଆରୋଗ୍ୟ ସେତୁ ଆପ୍‌’ରେ ପଞ୍ଜୀକରଣ ବାଧ୍ୟତାମୂଳକ:…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କାରଣରୁ ଭାରତ ବାହାରେ ବିଦେଶ ଭୂଇଁରେ ଅଟକ ରହି ଯାଇଥିବା ୧୪,୮୦୦ ଭାରତୀୟଙ୍କୁ ମେ ୭ରୁ ୧୩ ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସ୍ୱଦେଶ ଫେରାଇ ଆଣବା ପାଇଁ ଭାରତ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହ ବିଦେଶରୁ ଭାରତ ଫେରିବାକୁ ଥିବା…
ଅଧିକ ଖବର ଦେଖନ୍ତୁ...