Daily Archives

May 10, 2020

ଗୁଜୁରାଟରୁ ଆସୁଥିବା ଟ୍ରେନ୍‌ରୁ ଡେଇଁପଡ଼ିଲେ ଅନେକ, ୭ ଜଣଙ୍କୁ ଅଟକାଇଲେ ଲୋକେ

ଅନୁଗୁଳ: ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଅନୁଗୁଳ ସହର ଉପକଣ୍ଠ ମଝିକା ନିକଟରେ ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରୁ ପାଖାପାଖି ୨୦ ଜଣ‌ ଡେଇଁ ପଡ଼ିଛନ୍ତି। ‌ତେବେ ସ୍ଥାନୀୟ ଗ୍ରାମବାସୀ ‌ସେମାନଙ୍କ ମଧ୍ୟରୁ ମାତ୍ର୭ ଜଣଙ୍କୁ ଅଟକାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ନିଜ ଝିଅକୁ କରୋନାରୁ ବଞ୍ଚାଇବା ପାଇଁ ଇନ୍ଦୋରରୁ ଆମେଥି ପାଦରେ ଚାଲି ଚାଲି ଆସିଲେ ମହିଳା

ଲ‌କ୍ଷ୍ନୌ: କରୋନା ଭାଇରସ୍‌ରୁ ନିଜ ପିଲାମାନଙ୍କୁ ସୁରକ୍ଷା ଦେବାକୁ ସବୁ ମାଆବାପାମାନେ ଏବେ ଟିକେ ଅଧିକ ସଚେତନ। ଲକ୍ଷ୍ନୌର ଜଣେ ମହିଳା ନିଜ ପିଲାକୁ ସୁରକ୍ଷା ଦେବା ସକାଶେ ମଧ୍ୟପ୍ରଦେଶର ଇନ୍ଦୋର ପରି ବିପଦପୂର୍ଣ୍ଣ ସ୍ଥାନରୁ ତାଙ୍କ ପିଲାମାନଙ୍କୁ ଆମେଥିକୁ କାନ୍ଧରେ ବୋହି ବୋହି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

ନବରଙ୍ଗପୁର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ-୧୯ର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ। ଏହି ଭୂତାଣୁ ମୂଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ…
ଅଧିକ ଖବର ଦେଖନ୍ତୁ...

୧୨ରୁ ଆରମ୍ଭ ହେବ ଆଂଶିକ ଟ୍ରେନ୍ ସେବା, ଏହି ୧୫ଟି ସହରକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌, କାଲିଠୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେ’ ମାସ ୧୨ ତାରିଖ ଠାରୁ ଆଂଶିକ ଭାବରେ ଟ୍ରେନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଏହି ସେବା ମିଳିବ । ଆସନ୍ତାକାଲି ଅପରାହ୍ନ ୪ଟାରେ ଟିକେଟ ବୁକିଂ ହୋଇପାରିବ । ମେ’ ୧୨ ତାରିଖ ପରେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ନେଲା ଆଉ ଏକ ଜୀବନ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର/ ଜଗନ୍ନାଥ ପ୍ରସାଦ: ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଛାମୁଣ୍ଡ ଗ୍ରାମର ରାମଚନ୍ଦ୍ର ଗୌଡ଼(୩୨)ର ମୃତ୍ୟୁ ଘଟିଥିବା ବେଳେ ସୁନିଲ କୁମାର…
ଅଧିକ ଖବର ଦେଖନ୍ତୁ...

ସୁରତ ଫେରନ୍ତା ବଢ଼ାଉଛନ୍ତି ରାଜ୍ୟବାସୀଙ୍କ ଚିନ୍ତା

ଭୁବନେଶ୍ୱର: ସୁରତ ଫେରନ୍ତା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛନ୍ତି । ମାତ୍ର ୮ ଦିନରେ ମଧ୍ୟରେ ରାଜ୍ୟର କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଯାଏଁ ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ୫ଟି ସ୍ୱତନ୍ତ୍ର ଟ୍ରେନ୍‌ରେ ରାଜ୍ୟରେ ପହଞ୍ଚିବେ ପ୍ରବାସୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୨ଟି ଟ୍ରେନ ଗଂଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ ଓ ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିବା ପରେ ଆସନ୍ତାକାଲି ପୁଣି ୫ଟି ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ବିଭିନ୍ନ ଷ୍ଟେସନରେ ପହଞ୍ଚିବ । ୪ଟି ସ୍ୱତନ୍ତ୍ର ଟ୍ରେନ ଆଜି ବାହାରିବ । ଗୁଜୁରାଟର ସୁରତରୁ ୩ଟି ଟ୍ରେନ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଆଇଟିଆଇର ସଫଳତା: ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ପ୍ରସ୍ତୁତ ହେଲା ମାସ୍କ

ନବରଙ୍ଗପୁର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ଅଧିବେଶନ ସ୍ଥଗିତ ହେବାର ଯୋଜନା ନାହିଁ: ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମହାମାରୀ ଯୋଗୁଁ ମୌସୁମୀ ଅଧିବେଶନ ସ୍ଥଗିତ ହେବାର କୌଣସି ଯୋଜନା ନାହିଁ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ମୌସୁମୀ ଅଧିବେଶନ ଜୁନ୍ ଶେଷ ସପ୍ତାହରେ କିମ୍ବା ଜୁଲାଇର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥାଏ | ଗତ ବର୍ଷ ମୌସୁମୀ ଅଧିବେଶନ ଜୁନ୍ ୨୦ ରୁ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା: ଦେଶ ପାଇଁ ଏହି ୫ ଜିଲ୍ଲା ପାଲଟିଛି ଚିନ୍ତାର କାରଣ ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ…

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ମୁକାବିଲା ପାଇଁ ଭାରତ ସରକାର ଏବେ ସବୁ କଳ, ବଳ ଓ କୌଶଳ ଏକ କରି ଦେଇଥିବା ଦେଶର ୫ଟି ଜିଲ୍ଲା ଏବେ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ, ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୫ଟି ଜିଲ୍ଲାରେ ଅଛନ୍ତି ୫୦ପ୍ରତିଶତ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...