Daily Archives

May 11, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ସ˚ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହିତ ସେବା କାର୍ଯ୍ୟ କରିବେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ବୃଷ: ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। ଚାକିରିରେ ପଦୋନ୍ନତିର ପୂର୍ବାଭାସ ପାଇବେ।…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ହୋଇନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି । ଗତକାଲି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏକ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଏଟିଏମରୁ ଟଙ୍କା ହଡ଼ପ ମାମଲା, ଜଣେ ଗିରଫ, ୩୯,୫୦୦ ଟଙ୍କା ଉଦ୍ଧାର

ରାୟଗଡ଼ା (ଇମିସ): ଏଟିଏମରୁ ଟଙ୍କା ହଡ଼ପ ମାମଲାରେ ରାୟଗଡ଼ା ଟାଉନ୍ ଥାନା ପୁଲିସକୁ ମିଳିଛି ସଫଳତା। ଟଙ୍କା ହଡ଼ପ କରିଥିବା କେ. ନରେନ୍ଦ୍ର ରେଡ୍ଡୀକୁ ପୁଲିସ୍ ଗିରଫ କରିବା ସହିତ ହଡ଼ପ ହୋଇଥିବା ୩୯ ହଜାର ୫୦୦ ଟଙ୍କା ଉଦ୍ଧାର କରିଛି । ଉଦ୍ଧାର ଟଙ୍କାକୁ ପୁଲିସ୍ ଅଭିଯୋଗକାରୀ ମଞ୍ଜରୀ କୁମାରୀ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଘଣ୍ଟାଏ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ

ଭୁବନେଶ୍ୱର: ଘୋଷଣା ହେବାର କିଛି ସମୟ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ | ଆଜି ଘୋଷଣା ହୋଇଥିବା ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ମାତ୍ର ଘଣ୍ଟାକ ମଧ୍ୟରେ ସରିଯାଇଛି | ଆସନ୍ତା ବୁଧବାରରୁ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ଟ୍ରେନର ଟିକେଟ ଘଣ୍ଟାଏ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଜିଓ ଏକ ନମ୍ବର ନେଟୱର୍କ, ୨.୮ ଲକ୍ଷ ଗ୍ରାହକ ବଢ଼ିଛନ୍ତି : ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର  ସ୍ଥିତିକୁ ଆହୁରି ସୁଦୃଢ କରି ଜାନୁୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଭଦ୍ରକ : ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ପୂର୍ବରୁ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିଲେ। ଆଜି ପୁଣି ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏଇ ଆକ୍ରାନ୍ତଙ୍କୁ ଛାଡି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଅବଧି ବଢାଇବାକୁ ମହାରାଷ୍ଟ୍ର,ପଞ୍ଜାବ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ଦାବି

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ ୪ଟି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ଲକଡାଉନ ଅବଧି ବଢାଇବାକୁ ଦାବି କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ବିନା ଲକଡାଉନରେ ଆଗକୁ ବଢିବା ଅସମ୍ଭବ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବାକୁ କାହିଁକି କୁହାଗଲା, ଜାଣନ୍ତୁ

ଭୁବନେଶ୍ୱର: ସଙ୍ଗରୋଧରେ ଗଲେ ଡାକ୍ତର ଓ ଆଟେଡାଣ୍ଟ । ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କ ସହ ୨ ସହକର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବା ପାଇଁ ପଠାଯାଇଛି । ଜଣେ କରୋନା ଆକ୍ରାନ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିବାରୁ ଡାକ୍ତର ଓ ସହଯୋଗୀଙ୍କୁ କ୍ଵାରେଣ୍ଟିନରେ ପଠାଯାଇଛି ।…
ଅଧିକ ଖବର ଦେଖନ୍ତୁ...

୨୮,୦୦୦ ଟଙ୍କାରେ ଜମି ବନ୍ଧାଦେଇ ନାଗପୁରରୁ ଭଦ୍ରକ ଫେରିଲେ ଦମ୍ପତ୍ତି, ବାଟରେ ଜନ୍ମ ହେଲା ଶିଶୁକନ୍ୟା  

ଭଦ୍ରକ : କରୋନା ସାରା ବିଶ୍ବର ଲୋକଙ୍କୁ କଲବଲ କରୁଥିବା ବେଳେ ଏପ୍ରିଲ ମାସ ୨ ତାରିଖ ଦିନ ସୁରଟରୁ ବସ୍ ଯୋଗ‌େ ଭଦ୍ରକ ଫେରୁଥିବା ବାଟରେ  ତିହିଡି ବ୍ଲକର କୁବେରା ଗ୍ରାମର  ସୁଶାନ୍ତ ବେହେରାଙ୍କର ପତ୍ନୀଙ୍କର ଗର୍ଭ ଯନ୍ତ୍ରଣା  ହୋଇଥିଲା। ତେଣୁ ଯାତ୍ରୀ ନେଇ ଆସୁଥିବା ବସଟି ନାଗପୁର –…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଉ ୨୦ କରୋନା ପଜିଟିଭ ଚିହ୍ନଟ, ୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୪୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବର୍ତ୍ତମାନ ଆଉ ନୂଆ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି | ଏହି ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ…
ଅଧିକ ଖବର ଦେଖନ୍ତୁ...