Daily Archives

May 13, 2020

‘ରାମାୟଣ’ର ଦେବୀ ସୀତାଙ୍କ ‘ସରୋଜିନୀ’ ଫିଲ୍ମର ପ୍ରଥମ ପୋଷ୍ଟର୍‌ ରିଲିଜ୍

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଦେବୀ ସୀତାଙ୍କ ଭୂମିକାରେ ନଜର ଆସି କୋଟି କୋଟି ହୃଦୟର ରାଣୀ ସାଜିଥିବା ଅଭିନେତ୍ରୀ ଦୀପିକା ଚିଖିଲିଆ ଟପିୱାଲା ତାଙ୍କ ନୂଆ ଫିଲ୍ମ ‘ସରୋଜିନୀ’ ପାଇଁ ପ୍ରସ୍ତୁତ। ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଉପରେ ଆଧିରିତ ଏହି ଚଳଚ୍ଚିତ୍ରରେ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜରେ ୯ରେ ସ୍ଥିର ପଜିଟିଭଙ୍କ ସଂଖ୍ୟା, ଗୋଟିଏ ଦିନରେ ଆସିଲା ୨୨୫ ରିପୋର୍ଟ

ବାରିପଦା: ମୟୂରଭଞ୍ଜରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଯୋଗାଭ୍ୟାସର ବ୍ୟବସ୍ଥା କରାଯାଇଛି। ଅନ୍ତେବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ଯୋଗାଭ୍ୟାସ ସହିତ ବଗିଚା କାମ ମଧ୍ୟ କରୁଛନ୍ତି। ସେମାନଙ୍କୁ ସେଠାରେ ସ୍ବଚ୍ଛ ପରିବେଶ ସହିତ ଦିନଚର୍ଯ୍ୟା ନିମନ୍ତେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଭାବି ପତ୍ନୀଙ୍କୁ ନେଇ ଖୁଲାସା କଲେ ରାଣା ଡଗୁବଟ୍ଟି, କିଏ ଏହି ମିହିକା ବଜାଜ୍‌?

ମୁମ୍ବାଇ: ‘ବାହୁବଳୀ-୨’ ଚଳଚ୍ଚିତ୍ରରେ ନିଜର ମନ ମୁଗ୍ଧକର ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ୍‌ କରିଥିବା ତେଲୁଗୁ ଅଭିନେତା ରାଣା ଡଗୁବଟ୍ଟି ତାଙ୍କ ରିଲେସନ୍‌ସିପ୍‌-ଷ୍ଟାଟସ୍‌କୁ ନେଇ ନିକଟରେ ନିଜର ପ୍ରଶଂସକଙ୍କ ଆଗରେ ଖୁଲାସା କରିଛନ୍ତି। ସେ ମିହିକା ବଜାଜଙ୍କ ସହ ସଂପର୍କରେ ଅଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯କୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲା ୩ ବର୍ଷୀୟା ବାଳିକା

ବିଜୟୱାଡ଼ା: କରୋନା ପରି ମହାମାରୀ ଭାଇରସ୍‌କୁ ପୂର୍ବରୁ ଅନେକ ଯୋଦ୍ଧା ହରାଇ ସାରିଥିବା ବେଳେ ଏବେ ଏହି ମାରାତ୍ମକ ଭାଇରସ୍‌ର ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଜଣେ ୩ ବର୍ଷିଅ ବାଳିକା ଉଦାହରଣ ପାଲଟିଛି। ଗତ କିଛି ଦିନ ତଳେ କୋଭିଡ୍‌-୧୯ର ଆକ୍ରାନ୍ତ ହୋଇଥିବା କୁଣ୍ଣୁଲ୍‌ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦିଷ୍ଟ କେତୋଟି ସର୍ତ୍ତାବଳୀ ସହ ଜୁନ୍‌ ଶେଷ ସୁଦ୍ଧା ଟିଭି କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହୋଇଯିବ

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ହେତୁ ଟିଭି କାର୍ଯ୍ୟକ୍ରମଗୁଡ଼ିକ ସୁଟିଂ ନ ହୋଇ ପାରୁଥିବା କାରଣରୁ ବନ୍ଦ ରହିଛି। ମନୋରଞ୍ଜନ ପ୍ରେମୀ ଲୋକଙ୍କ ପାଇଁ ଏକ ଖୁସି ଖବର। ଟିଭି କାର୍ଯ୍ୟକ୍ରମଗୁଡ଼ିକର ସୁଟିଂ ଜୁନ୍‌ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌କୁ ହରାଇ ଉଦାହରଣ ପାଲଟିଲେ ୧୧୩ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବୟସ୍କ ଲୋକଙ୍କର ବେଶି କ୍ଷତି କରୁଛି ବୋଲି ପୂର୍ବରୁ ଆମେ ଶୁଣିଛେ। ମାତ୍ର ସ୍ପେନର ଜଣେ ୧୧୩ ବର୍ଷିୟା ବୟସ୍କ ମହିଳା କୋଭିଡ୍‌-୧୯ରୁ ସୁସ୍ଥ ହୋଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ମହିଳାଙ୍କ ନାମ ମାରିୟା ବ୍ରାନ୍‌ୟାସ୍‌। ଆମେରିକାରେ ଜନ୍ମଲାଭ କରିଥିବା…
ଅଧିକ ଖବର ଦେଖନ୍ତୁ...

‘ମୁଁ ଜଣେ ଓଏଏସ୍‌ ଅଫିସର, ତମ ଭଳିଆ ଦାଦନ ଶ୍ରମିକ ନୁହଁ’ : ଗୁଜରାଟ ଫେରନ୍ତାଙ୍କୁ ଗାଳି ଦେଇ ଅଡ଼ୁଆରେ ବିଡିଓ

ବାଲେଶ୍ବର: ମୁଁ ଜଣେ ଓଏଏସ୍‌ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପ୍...ଚୁପ୍‌। ତମ ଚଉଦ ପୁରଷ ଏଠାରେ ଛିଡା ହେବେ। ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢଙ୍ଗରେ ଗାଳି କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିନା ଚିକିତ୍ସାରେ ରୋଗୀଙ୍କୁ ଅନ୍ୟତ୍ର ପଠାଇ ପାରିବେ ନାହିଁ ଘରୋଇ ହସ୍ପିଟାଲ୍ : ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅନେକ ଘରୋଇ ହସ୍ପିଟାଲ/ ନର୍ସିଂହୋମଗୁଡ଼ିକ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରି ଦେଉଛନ୍ତି। ଏଭଳି ଅଭିଯୋଗ ସରକାରଙ୍କ ନଜରକୁ ଆସିଛି। ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

କୁନି ବାଳକ ମୁହଁରେ ଛୁଟିଲା ହସର ସୁଅ, ଯେବେ ପୁଲିସ୍‌ବାଲା ଦୁଆରେ ପହଞ୍ଚାଇଲେ ଜନ୍ମଦିନ କେକ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରାୟ ୨ ମାସ ହେବ କେନ୍ଦ୍ର ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଜଣେ ପୁଲିସ୍‌ କର୍ମୀଙ୍କ ଉଦାରତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ପୁଲିସ୍‌ କର୍ମୀ ଜଣକ ଜଣେ କୁନି ବାଳକ ପାଇଁ ଜନ୍ମଦିନ କେକ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କମ୍‌ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ଅନୁରୋଧକୁ ଉପରିସ୍ଥ କର୍ମଚାରୀ ଗୁରୁତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି। …
ଅଧିକ ଖବର ଦେଖନ୍ତୁ...