Daily Archives

May 13, 2020

କରୋନା ଲଢେଇ ପାଇଁ ପିଏମ-କେୟାର ପାଣ୍ଠିରୁ ୩୧୦୦ କୋଟି ମଂଜୁର

ନୂଆଦିଲ୍ଲୀ : ଦେଶର କରୋନା ବିରୋଧୀ ଲଢେଇ ପାଇଁ ପିଏମ-କେୟାର ପାଣ୍ଠିରୁ ୩୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ପ୍ରାୟ ୨ ହଜାର କୋଟି ବ୍ୟୟକରି ପ୍ରାୟ ୫୦ ହଜାରଟି ଭେଣ୍ଟିଲେଟର କିଣାଯିବ । ସେହିପରି ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରାୟ ୧ ହଜାର କୋଟି ବ୍ୟୟ କରାଯିବ ।…
ଅଧିକ ଖବର ଦେଖନ୍ତୁ...

କରୋନା ପିଜିଟିଭ୍‌ ଥିବା ସତ୍ତ୍ୱେ ତଥ୍ୟ ଲୁଚାଇଥିଲେ ଡାକ୍ତରାଣୀ

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଜଣେ ୨୨ବର୍ଷୀୟ ମହିଳା ଡାକ୍ତର କରୋନା ପଜିଟିଭ୍‌ ଥିବା ଜାଣିବା ପରେ ବି କାହାକୁ କିଛି ନଜଣାଇ ଗୁଜୁରାଟରେ ଖୋଲାଖୋଲି ବୁଲୁଥିବା ନେଇ ପୁଲିସ ମାମଲା ରୁଜୁ କରିଛି। ମାମଲା ରୁଜୁ ହୋଇଥିବା ମହିଳାଙ୍କ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ରହିଛି କି, ମୁମ୍ବାଇରେ…
ଅଧିକ ଖବର ଦେଖନ୍ତୁ...

ତିନି ବର୍ଷ ପୂର୍ବରୁ ବାପା ମୃତ ଭାବି କରିଥିଲେ ଅନ୍ତିମ ସଂସ୍କାର; ପ୍ରବାସୀ ଶ୍ରମିକଙ୍କ ସହିତ ଘରକୁ ଫେରିଲା ପୁଅ

ଛତ୍ରପୁର: ଲକ୍‌ଡାଉନ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଲକ୍‌ଡାଉନ୍‌ କିନ୍ତୁ ଛତ୍ରପୁର ଜିଲ୍ଲା ବିଲହରି ଗ୍ରାମରେ ବସବାସ କରୁଥିବା ଏକ ପରିବାରରେ ଖୁସିର ଲହରି ଖେଳାଇ ଦେଇଛି। କାରଣ ତିନିବର୍ଷ ପୂର୍ବେ ବାପା ଯେଉଁ ପୁଅକୁ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ, ସେହି ପୁଅ ଏହି…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି | ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ |…
ଅଧିକ ଖବର ଦେଖନ୍ତୁ...

ସୁରତ ଫେରନ୍ତା ଦେଲେ ଖୁସି ଖବର: ଯାଆଁଳା ଶିଶୁ ଜନ୍ମ କଲେ କରୋନା ଆକ୍ରାନ୍ତ ମହିଳା

ବ୍ରହ୍ମପୁର: କରୋନା ପଜିଟିଭ୍‌ରେ ଆକ୍ରାନ୍ତ ଜନୈକା ପ୍ରସୂତି ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଛି। କିନ୍ତୁ ମା’ ଓ ଝିଅ ସୁସ୍ଥ ରହିଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ…

ଭୁବନେଶ୍ୱର: ଲକ୍‌ଡାଉନ୍‌-୩ର ଅବଧି ସରି ଆସୁଥିବା ବେଳେ ଭାରତ ସରକାର  ଦେଶବାହାରୁ ଓ ଦେଶ ଭିତରେ ଫସି ରହିଥିବା ଲୋକଙ୍କୁ ଘରକୁ ଫେରାଇ ଆଣିବାର ସୁଯୋଗ ଦେଇଛନ୍ତି। ଦେଶ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ସହ ବିଦେଶରୁ ପ୍ରବାସୀଙ୍କୁ ଅଣାଯାଉଛି। ଏହି କ୍ରମରେ ଭୁବନେଶ୍ୱରରୁ ଦିଲ୍ଲୀ ଓ…
ଅଧିକ ଖବର ଦେଖନ୍ତୁ...

ପଂଜୀକୃତ ରିଅଲ ଇଷ୍ଟେଟ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟସଂପୂର୍ଣ୍ଣ ସମୟ ସୀମା ୬ ମାସ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜରେ ରିଅଲ ଇଷ୍ଟେଟ ଶିଳ୍ପ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକର ସଂପୂର୍ଣ ସମୟସୀମାକୁ ୬ ମାସ ପାଇଁ ବୃଦ୍ଧି କରାଯାଇଛି । ରିଅଲ ଇଷ୍ଟେଟ (ନିୟମନ ଓ ବିକାଶ) ଆଇନ (ରେରା) ଅଧିନରେ ପଂଜୀକୃତ ସବୁ ପ୍ରକଳ୍ପ ଏହାର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାର ନିଯୁକ୍ତି କରିବେ ଏସପିଓ(ସ୍ପେଶାଲ ପୁଲିସ ଅଫିସର), ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ଓଡ଼ିଶା ପୁଲିସ ପକ୍ଷରୁ ଏସପିଓ ବା ସ୍ପେଶାଲ ପୁଲିସ ଅଫିସର ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଛି | ଲକଡାଉନ ସମୟରେ ପୁଲିସ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଏସପିଓମାନଙ୍କୁ ନିଯୁକ୍ତି ଦିଆଯିବ | ଏହି ପୁଲିସ ଅଫିସରମାନଙ୍କୁ ମାସିକ ୧୩ ହଜାର ଟଙ୍କା ବେତନ ଦିଆଯିବାକୁ…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟନିଧି ପାଣ୍ଠିରେ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ପାଇଁ ୧୨ ପ୍ରତିଶତ ଲେଖାଁଏ ଭରଣା କରିବେ ସରକାର

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ସମୟରେ ଦେଶର ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ଯେପରି ମାସ ଶେଷରେ ପାଉଥିବା ବେତନରେ କିଛି ଅଧିକ ଅର୍ଥ ଘରକୁ ନେଇ ପାରିବେ ଓ ସେମାନଙ୍କ ନିଯୁକ୍ତିଦାତାମାନଙ୍କ ଉପରେ ଆର୍ଥିକ ଚାପ କିଛିଟା କମିବ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆମେରିକା, ଦୁବାଇ, ମାଲେସିଆରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ଲାଗି ରାଜ୍ୟ ଜାରି କଲା ଗାଇଡଲାଇନ୍‌; କଡ଼ାକଡ଼ି ହେଲା…

ଭୁବନେଶ୍ୱର: ଲକ୍‌ଡାଉନ୍‌-୩ର ଅବଧି ସରି ଆସୁଥିବା ବେଳେ ଭାରତ ସରକାର  ଦେଶବାହାରୁ ଓ ଦେଶ ଭିତରେ ଫସି ରହିଥିବା ଲୋକଙ୍କୁ ଘରକୁ ଫେରାଇ ଆଣିବାର ସୁଯୋଗ ଦେଇଛନ୍ତି। ଦେଶ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ସହ ବିଦେଶରୁ ପ୍ରବାସୀଙ୍କୁ ଅଣାଯାଉଛି। ଏହି କ୍ରମରେ ଆମେରିକା, ଦୁବାଇ, ମାଲେସିଆରୁ…
ଅଧିକ ଖବର ଦେଖନ୍ତୁ...