Daily Archives

May 15, 2020

ମୟୂରଭଞ୍ଜକୁ ଫେରିଲେଣି ୨୫ଶହରୁ ଊର୍ଧ୍ବ ପ୍ରବାସୀ, ଜିଲ୍ଲା ପାଇଁ ଚିନ୍ତା ବଢ଼ଉଛନ୍ତି ସୁରତ ଓ ପଶ୍ଚିମବଙ୍ଗ

ବାରିପଦା(ରାଜ କିଶୋର ଦାଶ): ମୟୂରଭଞ୍ଜ ପାଇଁ ଚିନ୍ତା ବଢ଼ଉଛନ୍ତି ସୁରତ ଓ ପଶ୍ଚିମବଙ୍ଗ ଫେରନ୍ତା। ଏଯାବତ୍ ଜିଲ୍ଲାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ମାତ୍ର ସଙ୍ଗରୋଧ କେନ୍ଦ୍ରରେ ଥିବା ଆହୁରି କିଛି ସୁରତ ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଆଡ଼ୁ ଜିଲ୍ଲାପାଇଁ ଆଶଙ୍କା ରହିଛି।…
ଅଧିକ ଖବର ଦେଖନ୍ତୁ...

ଗଛ ତଳେ ବିତୁଛି ଜୀବନ, ଭଡା ନ ଦେବାରୁ ତଡ଼ିଦେଲେ ଘର ମାଲିକ

ରାଉରକେଲା: ମୁଣ୍ଡ ଫଟା ତାତିରେ ଶୁନ୍‌ଶାନ୍‌ ଉଦିତନଗର ପୁରୁଣା କୋର୍ଟ ପରିସର। ବରଗଛ ତଳ ସିମେଣ୍ଟ ପିଣ୍ଡି ଉପରେ ଶୋଇ ପଡିଥିଲେ ଜଣେ ଦିନ ମଜୁରିଆ। ମୁଣ୍ଡ ପାଖରେ ବସିଥାଏ ୬ ବର୍ଷର କୁନି ଝିଅ। ଏମାନଙ୍କ ଭୋକର ଜ୍ବାଳା ମେଣ୍ଟାଇବାକୁ ପତ୍ନୀ ହାଣ୍ଡିରେ କେଇ ମୁଠା ଚାଉଳ ପକାଇ ଧୂଆଁ…
ଅଧିକ ଖବର ଦେଖନ୍ତୁ...

୧୩ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ସହ ଅନ୍ୟମାନଙ୍କ ୫୦ ପ୍ରତିଶତ ଦରମା କାଟିବାକୁ ନିଷ୍ପତ୍ତି ନେଲା ଜୋମାଟୋ

ମୁମ୍ବାଇ: ଦେଶରେ କରୋନା ଭୂତାଣୁ ମହାମାରୀକୁ ନଜରରେ ରଖି ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି | ତେବେ ଏହି ସମୟରେ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ କର୍ମଚାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଜୋମାଟୋ ଏହାର ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।…
ଅଧିକ ଖବର ଦେଖନ୍ତୁ...

୨୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କଲା ମିଆଁମାର

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଭାରତର ଅଭିଯାନକୁ ଆଜି ଏକ ବଡ ସଫଳତା ମିଳିଛି | କରୋନା ସଙ୍କଟ ମଧ୍ୟରେ ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମିଆଁମାର ଶୁକ୍ରବାର ଦିନ ୨୨ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଉତ୍ତର-ପୂର୍ବ ଅଞ୍ଚଳରେ ଏହି…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜିରୁ ପିଏମ୍‌ଇସିକୁ ସ୍ଥାନାନ୍ତର ହେବ କୋଭିଡ୍‌-୧୯ ୱାର୍ଡ଼

ବ୍ରହ୍ମପୁର: ବଡ଼ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କାରୁ ରକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ଓ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମିଳିତ ଆଲୋଚନା କ୍ରମେ ବଡ଼ ଡାକ୍ତରଖାନା କାଜୁଆଲ୍‌ଟି କୋଠାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଅମାନିଆଙ୍କ ଉତ୍ପାତ: ମାନୁ ନହାନ୍ତି କଟକଣା, ପୁଲିସର ଫ୍ଲାଗମାର୍ଚ୍ଚ

ଝାରସୁଗୁଡ଼ା: କରୋନାର ଭୟଭହତା ଯେଭଳି ସଂପୂର୍ଣ୍ଣ ଉଭେଇ ଯାଇଛି ସେମିତି ଅନୁଭବ କରିବା ଆରମ୍ଭ କରିଛନ୍ତି ଝାରସୁଗୁଡ଼ାବାସୀ। ଆଉ କେହି କାହା କଥାକୁ ଗୁରୁତ୍ବ ଦେଉନାହାନ୍ତି। ଦୋକାନ ବଜାର ଖୋଲିଯିବା ପରେ ଭାବୁଛନ୍ତି ଯେମିତି କରୋନାର ଆଉ ଭୟଭୟତା ଆଉ‌ ନାହିଁ। ଲକ୍‌ଡାଉନ୍‌-୩ କେବଳ ନାମକୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ କରୋନା ଭୟ: ଶଙ୍କରପୁର ସାହି ସିଲ୍‌, ନିୟନ୍ତ୍ରଣ ଜୋନ୍‌ ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ୭ନମ୍ବର ୱାର୍ଡ଼ ପୁରୁଣା ବ୍ରହ୍ମପୁର ଶଙ୍କରପୁର ସାହିକୁ ଆଜି ସଂଧ୍ୟାରେ ସିଲ୍‌ କରାଯାଇଛି। କରୋନା ମୁକାବିଲା ପାଇଁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ବିଏମ୍‌ସି ତରଫରୁ ଏହି ସାହିକୁ ନିୟନ୍ତ୍ରଣ ଜୋନ୍‌ ଘୋଷଣା କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ପୁଲିସଙ୍କୁ କରୋନା ଲକ୍ଷଣ ଜାଣିପାରୁଥିବା ଏକ ହଜାର ଘଣ୍ଟା ଦେବେ ଅକ୍ଷୟ କୁମାର, ତଥାପି କାହିଁକି ଟ୍ରୋଲର ଶିକାର ହେଲେ…

ମୁମ୍ବାଇ: ପୁଲିସ କର୍ମୀଙ୍କୁ ଏକ ହଜାର ହାତ ଘଣ୍ଟା ଯୋଗାଇଦେବାକୁ ଘୋଷଣା କରିଛନ୍ତି ବଲିଉଡ ଖିଲାଡୀ ଅକ୍ଷୟ କୁମାର | ତେବେ ଏହି ହାତ ଘଣ୍ଟାର ବିଶେଷତ୍ୱ ହେଉଛି ଯେ ଏହି ଘଣ୍ଟା କରୋନାର ଏକ ପ୍ରମୁଖ ଲକ୍ଷଣ ଶରୀରର ତାପମାତ୍ରା ମାପିବାରେ ସହାୟକ ହେବ | ଏକ ବିଦେଶୀ ଘଣ୍ଟା କମ୍ପାନୀର ବ୍ରାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆଖି ଦେଖାଇବା ପାକିସ୍ତାନକୁ ପଡିପାରେ ମହଙ୍ଗା, ସ୍ୱର ଉତ୍ତୋଳନ କଲେ ଔଷଧ କମ୍ପାନୀ

କରାଚୀ: ଭାରତ ପ୍ରତି ଶତ୍ରୁତା ପ୍ରସଙ୍ଗରେ ପାକିସ୍ତାନ ନିଜେ ଏବେ ଅସୁବିଧାରେ ପଡ଼ିଛି। ୨୦୧୯ ଅଗଷ୍ଟ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିଥିଲେ, ସେତେବେଳେ ପାକିସ୍ତାନ ଭାରତ ସହ ବାଣିଜ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ…
ଅଧିକ ଖବର ଦେଖନ୍ତୁ...

ମସଜିଦରେ ଅଜାନ ବାଜିବାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଆହ୍ଲାବାଦ: ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାପାଳ ମସଜିଦରେ ଅଜାନ ବାଜିବାକୁ ନେଇ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ | ମସଜିଦରେ ଅଜାନ ବାଜିବାକୁ ଜିଲ୍ଲାପାଳ ମନା କରିଥିଲେ | ଏହି ପ୍ରତିବନ୍ଧକ ବିରୋଧରେ ବିଏସପି ସାଂସଦ ଆଫଜଲ ଅନସାରୀ ଆହ୍ଲାବାଦ ହାଇକୋର୍ଟରେ ଏକ…
ଅଧିକ ଖବର ଦେଖନ୍ତୁ...