Daily Archives

May 15, 2020

କ୍ରିକେଟ ଷ୍ଟାଡିୟମରେ କରାଯିବ କ୍ଵାରେଣ୍ଟିନ ସେଣ୍ଟର

ମୁମ୍ବାଇ: ମହାରାଷ୍ଟ୍ରରେ ବଢୁଥିବା କରୋନା ଭୂତାଣୁ ମାମଲାକୁ ଦୃଷ୍ଟିରେ ରଖି ଵୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) କୁ ୱଁଖଡେ ଷ୍ଟାଡିୟମକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ୱଁଖଡେ ଷ୍ଟାଡିୟମକୁ କରୋନା ସଂକ୍ରମିତ ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ଖାତା ଦେଖା ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଖାତା ଦେଖୁଥିବା ସମସ୍ତ ଶିକ୍ଷକଙ୍କ ରହଣି ଓ ଖାଦ୍ୟ…

କଟକ: ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କୋଭିଡ-୧୯ ନିୟମାବଳୀର କଡ଼ାକଡି ପାଳନ ହେବ। ଏହି ସମୟରେ କୋଭିଡ-୧୯ ନିୟମାବଳୀ ଯେପରି ଉଲ୍ଲଂଘନ ନ ହୁଏ ଏଥି ପାଇଁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ଅଜଣା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ବଦଳି ଯିବ ମାସ୍କର ରଙ୍ଗ

ନ୍ୟୁୟର୍କ: କରୋନା ଭୂତାଣୁକୁ ନେଇ ଏବେ ସମଗ୍ର ବିଶ୍ୱ ଚିନ୍ତାରେ ଥିବାବେଳେ ବୈଜ୍ଞାନିକମାନେ ଏବେ ଟୀକା ସହ କରୋନା ଭୂତାଣୁ କବଳରୁ କିଭଳି ଜଣେ ସୁରକ୍ଷିତ ରହିପାରିବ ସେ ବାବଦରେ ଗବେଷଣା କରୁଛନ୍ତି | ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବୈଜ୍ଞାନିକମାନେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୨୦୨୨କୁ ଘୁଞ୍ଚିପାରେ ଆଇସିସି ଟି-୨୦ ବିଶ୍ବକପ, ଚଳିତ ମାସରେ ନିଷ୍ପତ୍ତି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ  ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ବିଶ୍ବକପକୁ ୨୦୨୨କୁ ଘୁଞ୍ଚାଇଦେବାକୁ ଆଇସିସି ବିଚାର କରୁଛି । ଚଳିତ ମାସ ୨୮ ତାରିଖରେ ଆଇସିସି ବୋର୍ଡ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବ୍ୟବସାୟରେ ଧନଲାଭ ହେବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ବୃଷ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି। ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ମିଥୁନ: ଇଚ୍ଛା…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ହାତରେ ଧରାପଡ଼ିଲା ହେପାଜତରୁ ଚମ୍ପଟ୍ ମାରିଥିବା ଦୁଷ୍କର୍ମ ମାମଲାରେ ଜଡ଼ିତ ଅଭିଯୁକ୍ତ

ବାରିପଦା: ବାରିପଦା ସଦର ଥାନା ହାଜତରୁ ଚମ୍ପଟ୍ ମାରିଥିବା ଜଣେ ଅଭିଯୁକ୍ତକୁ ଶେଷରେ ଧରିବାରେ ସକ୍ଷମ ହୋଇଛି ପୁଲିସ୍। ଏକ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ରଜାବସା ଅଞ୍ଚଳର ବବ୍ଲୁ ହେମ୍ବ୍ରମ୍କୁ ମଙ୍ଗଳବାର ରାତି ପ୍ରାୟ ୩ଟାରେ ସଦର ଥାନା ହାଜତରୁ ହ୍ୟାଣ୍ଡକପକୁ ହାତରୁ ଖସେଇ ଖସିଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍କୁଲ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଶ୍ରେଣୀର ପିଲାଙ୍କୁ ପାସ୍ କରି ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଘୋଷଣା ହୋଇପାରେ ୪ର୍ଥ ପର୍ଯ୍ୟାୟ ଲକଡାଉନ !

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ମେ ୧୬ ତାରିଖରେ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ସଂପର୍କରେ ଘୋଷଣା ହୋଇପାରେ । ତେବେ ଗତ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଘୋଷଣା ନ କରିବାର ସମ୍ଭାବନା ରହିଛି । କେବଳ ଗୃହ ମନ୍ତ୍ରାଳୟ ଏ ସଂପର୍କରେ ଏକ ଗାଇଡଲାଇନ ଜାରି…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ଯିବାକୁ ୪-୫ ବର୍ଷ ସମୟ ନେଇପାରେ: ଡବ୍ଲୁଏଚ୍‌ଓ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଖବର ପ୍ରକାଶ ପାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ନୈରାଶ୍ୟଜନକ କଥା ପ୍ରକାଶ କରିଛି। ଡବ୍ଲୁଏଚ୍‌ଓର ଗବେଷକ ସୌମ୍ୟା ସ୍ବାମୀନାଥନ୍‌ଙ୍କ କହିବାନୁଯାୟୀ, ‘କରୋନା ଭାଇରସ୍‌ ସଂକ୍ରମଣ ଶେଷ ହେବାକୁ ପ୍ରାୟ ୪ରୁ ୫…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ବାଇବେଲ ଅଧ୍ୟୟନ ସମୟରେ ପର୍ଣ୍ଣ ଭିଡ଼ିଓ ଚାଲିବାରୁ ଜୁମ୍ ଆପ ବିରୋଧରେ ମକଦ୍ଦମା ଦାୟର କଲା ଚର୍ଚ୍ଚ

ନୂଆଦିଲ୍ଲୀ: କାଲିଫର୍ନିଆର ଏକ ଚର୍ଚ୍ଚ ଭିଡିଓ ଚାଟ୍ କମ୍ପାନୀ 'ଜୁମ୍' ଉପରେ ମକଦ୍ଦମା ଦାୟର କରିଛି | ଅନଲାଇନ୍ ବାଇବେଲ ଅଧ୍ୟୟନ ସମୟରେ ଜଣେ ହ୍ୟାକର୍ ପର୍ଣ୍ଣ ଚଳାଇଦେବା ପରେ ଚର୍ଚ୍ଚ ଭିଡିଓ ଚାଟ୍ କମ୍ପାନୀ 'ଜୁମ୍' ଉପରେ ମକଦ୍ଦମା ଦାୟର କରିଥିବା ଜଣା ପଡିଛି। ସିଏନ୍ଏନ୍ ଅନୁଯାୟୀ, ସାନ…
ଅଧିକ ଖବର ଦେଖନ୍ତୁ...