Daily Archives

May 16, 2020

ହରଭଙ୍ଗା କ୍ୱାରେଣ୍ଟାଇନରେ ଚରମ ଅବ୍ୟବସ୍ଥା: ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଅନ୍ତବାସୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ପଞ୍ଚାୟତର ଆଞ୍ଚଳିକ ଯୁକ୍ତ୨ କନିଷ୍ଠ ମହାବିଦ୍ୟାଳୟରେ କରାଯାଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ଶିବିରରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ପ୍ରଭାବ: ଅସହାୟ ଦିନ ମଜୁରିଆ ପରିବାରକୁ ମିଳିଲା ଘର

ରାଉରକେଲା: ଭଡା ନ ଦେଇ ପାରିବାରୁ ଭଡାଘରୁ ତଡା ଖାଇଥିବା ଅସହାୟ ଦିନ ମଜୁରିଆ ସଞ୍ଜୟ ପରିବାର ସହ ଉଦିତନଗର ପୁରୁଣା କୋର୍ଟ ପରିସରରେ ବରଗଛ ମୂଳେ ଦୟନୀୟ ଜୀବନ ବିତାଉଥିଲେ। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବାରେ ସହାୟତା ପାଇଁ ଆଗେଇ ଆସିଥିଲେ ବିଭିନ୍ନ ସଙ୍ଗଠନ। ଇତିମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡି ଧର୍ମକୁ ଆଖିଠାର ସାଜିଛି, ମଣ୍ଡି ଖୋଲିବା ନେଇ ବିଳମ୍ବ, ଚାଷୀ ମୁଣ୍ଡରେ ଚଡକ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ଭାନପୁର, ନାନ୍ଦୁଲ ଓ ସିକେରକୁପା ସମେତ ୩ ମଣ୍ଡି ଖୋଲିଥିବା ବେଳେ ୯୩୬ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଅନ୍ୟ ମଣ୍ଡି ଗୁଡିକ କେବେ ଖୋଲବ ସେନେଇ ଚାଷୀ ମହଳରେ ଉଦବେଗ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଧାନ କ୍ରୟ ପାଇଁ ୧୬…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଖାଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ, ସଂକ୍ରମଣରୁ ବଞ୍ଚନ୍ତୁ

ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିତାନ୍ତ ଆବଶ୍ୟକ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ତେବେ ତାହା ଶରୀରକୁ ରୋଗଗ୍ରସ୍ତ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ ରଖିବା ସହ ପ୍ରତିଦିନର ଖାଦ୍ୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଯୋଜକଙ୍କୁ ବିବାହ କରିବାର କ’ଣ ଫାଇଦା ରହିଛି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଘରେ ରହିଛନ୍ତି। ବିରାଟଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକସନ୍‌ କମ୍ପାନି ନିକଟରେ ଏକ ୱେବ ସିରିଜ ତିଆରି କରିଛନ୍ତି। କୋହଲି ଏହି ସିରିଜ ରିଲିଜ ହେବା ପୂର୍ବରୁ ଦେଖି ସାରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ତେଲ ଦର: ପେଟ୍ରୋଲ ୩ଟଙ୍କା ୧୧ ପଇସା, ଡିଜେଲ ଦର ୧ଟଙ୍କା ୩ ପଇସା ମହଙ୍ଗା

ଭୁବନେଶ୍ୱର: ତେଲ ଦର ବଢ଼ିଛି । ଏହା ଦ୍ୱାରା ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କ ଉପରେ ପ୍ରଭାବ ପଡ଼ିବ । ପେଟ୍ରୋଲ ଦର ୩ ଟଙ୍କା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାର ଭାଟ ବଢ଼ାଇବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ସମୟରେ ପରେଶ ରାଓ୍ଵଲ କଲେ ଏଭଳି ଟୁଇଟ କି ହୋଇଗଲେ ଟ୍ରୋଲ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଏବେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୮୨ହଜାରରେ ପହଞ୍ଚି ସାରିଲାଣି। ଦେଶରେ ଏଯାବତ କରୋନା ସଂକ୍ରମଣରେ ୨ହଜାର ୬୪୯ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କରୋନା ଯୁଦ୍ଧରେ ଦେଶ ଲଢ଼ୁଥିବା ବେଳେ ଦେଶବ୍ୟାପୀ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଅମ୍ପାନ୍’ ପାଇଁ ଶ୍ରମିକ ଟ୍ରେନକୁ ସାମୟିକ ସ୍ଥଗିତ ପାଇଁ କେନ୍ଦ୍ରକୁ ଜଣାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ବାତ୍ୟା ରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ବାତ୍ୟା ‘ଅମ୍ପାନ୍’ ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୧୨ ଘଣ୍ଟାରେ ଏହା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯

ବଲାଙ୍ଗୀର/ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥବା ବେଳେ ଏଥର କିନ୍ତୁ ବଲାଙ୍ଗୀର ସହରରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨…
ଅଧିକ ଖବର ଦେଖନ୍ତୁ...

ମୋ ପାଖକୁ ଆସିଲେ ମୁଁ ଘରକୁ ଆସିବା ବନ୍ଦ କରିଦେବି; ଛାତିରେ ପଥର ରଖି ନିଜ ପୁଅକୁ ଏଭଳି ଧମକ ଦେଉଛନ୍ତି ଏହି ମହିଳା…

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ବିଶ୍ୱର ଡାକ୍ତର ଏବେ ଆଗ ଧାଡିରେ ରହି କରୋନା ସହ ଲଢେଇ କରୁଛନ୍ତି | କରୋନାକୁ ହରାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏ ମଧ୍ୟରେ ଅନେକ ଡାକ୍ତର ନିଜ ଜୀବନର ବଳିଦାନ ଦେଇସାରିଛନ୍ତି | ସାରା ବିଶ୍ୱ ଏବେ ଡାକ୍ତରଙ୍କ ଏଭଳି…
ଅଧିକ ଖବର ଦେଖନ୍ତୁ...