Daily Archives

May 18, 2020

ଉତ୍ତରାଖଣ୍ଡରେ ଫସିଛନ୍ତି ଗଞ୍ଜାମର ୮ ଜଣ ଶ୍ରମିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ୮ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ଉତ୍ତରଖଣ୍ଡର ତେହେରୀ ଜିଲ୍ଲାରେ ଫସି ରହିଛନ୍ତି। ସେମାନଙ୍କ ନିକଟରେ ଥିବା ଟଙ୍କା ପଇସା ସରିଯାଇଛି। ସ୍ଥାନୀୟ ଗ୍ରାମବାସଙ୍କ ଠାରୁ କିଛି ଦିନ ମାଗି ଯାଚି ଖଇବା ପରେ ଗତ ଦୁଇଦିନ ହେଲା ଭୋକଉପାସରେ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚୀନକୁ ଛାଡି ଭାରତ ଆସିଲା ଜର୍ମାନୀର ଏହି କମ୍ପାନୀ, ମିଳିବ ୧୦୦୦୦ ଲୋକଙ୍କୁ ରୋଜଗାର

ଆଗ୍ରା: ଭାରତ ପାଇଁ ଖୁସି ଖବର ଆଣିଲା କରୋନା | କରୋନା ସଙ୍କଟ ମଧ୍ୟରେ, ଜର୍ମାନୀ ଜୋତା କମ୍ପାନୀ ଚୀନକୁ ଛାଡି ଭାରତକୁ ଆସିଛି | ଜର୍ମାନ କମ୍ପାନୀ କାସା ଏଭର ଜିମ୍ବ ଚୀନକୁ ଛାଡି ଭାରତକୁ ବହୁ ମିଲିୟନ୍ ଡଲାରର ଜୋତା ରପ୍ତାନି ବ୍ୟବସାୟ ଆଣିଛି। ଭାରତର ଜୋତା ରପ୍ତାନିକାରୀ କମ୍ପାନୀ ଆଇ…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ ଭଳି ଏୟାର ଷ୍ଟ୍ରାଇକ ପାଇଁ ଭାରତ ୨୪ ଘଣ୍ଟା ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଭଳି ଏୟାର ଷ୍ଟ୍ରାଇକ ପାଇଁ ଭାରତୀୟ ବାୟୁସେନା ୨୪ ଘଣ୍ଟା ପ୍ରସ୍ତୁତ, କିଛି ଏଭଳି ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ | ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ କରୋନା ଭଳି ସମୟରେ ମଧ୍ୟ ସୀମାରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ମା’ କୋଳକୁ ଫେରିଲା ନବଜାତ ଶିଶୁପୁତ୍ର

ରାଉରକେଲା/ରାଜଗାଙ୍ଗପୁର: ଗତ ଦୁଇ ଦିନ ତଳେ ବିଜୁ ଏକ୍ସପ୍ରେସ୍‌ ୱେ ଫୁଟ୍‌ପାଥରୁ ଉଦ୍ଧାର ନବଜାତ ଶିଶୁପତ୍ର ମା’ କୋଳକୁ ଫେରିଛି। ଆଜି ଉଭୟ ମା’ ଓ ଶିଶୁକୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ‘ସଖୀ’ରେ ରଖି ଚିକିତ୍ସା କରାଯାଉଛି। ମା’ ସ୍ବାସ୍ଥ୍ୟ ଅବସ୍ଥା ଓ ମାନସିକ ସ୍ଥିତିର…
ଅଧିକ ଖବର ଦେଖନ୍ତୁ...

ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଜାଣନ୍ତୁ କେଉଁଠି ହୋଇଛି କି ବ୍ୟବସ୍ଥା

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ୧୨ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥି ସହିତ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜୁଲାଇରେ ଭାରତ ସହ ସିରିଜ ଖେଳିବାକୁ ଶ୍ରୀଲଙ୍କା  କ୍ରିକେଟ ବୋର୍ଡର ପ୍ରସ୍ତାବ, ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା

କଲମ୍ବୋ : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ବନ୍ଦ ରହିଛି । କ୍ରିକେଟ ମଧ୍ୟ ବନ୍ଦ ରହିଛି । କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଯୋଜନା ସଫଳ ହେଲେ ଆସନ୍ତା ଜୁଲାଇରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇପାରିବ । ପୂର୍ବରୁ ନିର୍ଦ୍ଧାରିତ ଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ୟ୍ୟ କରନ୍ତୁ, ଚାକିରି ଓ ବୃତ୍ତିରେ ଲାଭ ମିଳିବ। ବନ୍ଧୁଙ୍କୁ ଜରୁରୀ କାମରେ ସାହାଯ୍ୟ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ନୂଆ କାମ କରିବା ଲାଗି ଆପଣଙ୍କର ଆଗ୍ରହ ହୋଇପାରେ। ବ୍ୟବସାୟରେ ଅଟକିଥିବା ପଇସା ମିଳିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ…
ଅଧିକ ଖବର ଦେଖନ୍ତୁ...

୩୦ ପ୍ରତିଶତ ନୁହେଁ, ଆସନ୍ତାକାଲିଠାରୁ ଅଫିସ ଯିବେ ସମସ୍ତ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସରକାରୀ ଅଫିସକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର | ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ କର୍ମଚାରୀ ଅଫିସ ଯିବେ | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ଚିଠିରେ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ୪.୦: ‘ନାଇଟ୍ କର୍ଫ୍ୟୁ’କୁ ବଳବତ୍ତର ରଖିଲେ ଓଡିଶା ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ଗତକାଲି ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ଗୃହ ମନ୍ତ୍ରାଳୟ | ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଥିଲା। ସଂଶୋଧିତ ଗାଇଡଲାଇନରେ କେନ୍ଦ୍ର ସରକାର କହିଥିଲେ ଯେ, ଲକଡାଉନ ୩.୦ଭଳି ଲକଡାଉନ…
ଅଧିକ ଖବର ଦେଖନ୍ତୁ...

ନୱାଜ ଉଦ୍ଦିନ ସିଦ୍ଧିକ୍‌ଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଲେ ପତ୍ନୀ ଆଲିଆ

ମୁମ୍ବାଇ: ବଲିଉଡ୍‌ ତାରକା ନୱାଜଉଦ୍ଦିନ ସିଦ୍ଧିକଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ତାଙ୍କ ପତ୍ନୀ ଆଲିଆ। ନୱାଜ୍‌ ଉଦ୍ଦିନ୍‌ ସିଦ୍ଧିକ୍‌ଙ୍କ ବିରୋଧରେ କିଛି ଗୁରୁତର ଆରୋପ ଲଗାଇ ପତ୍ନୀ ଆଲିଆ ତାଙ୍କୁ ଏକ ନୋଟିସ୍‌ ପଠାଇ ତାଙ୍କଠାରୁ ଭରଣାପୋଷଣ ଦାବି କରିଛନ୍ତି। ଆଲିଆଙ୍କ ଓକିଲ…
ଅଧିକ ଖବର ଦେଖନ୍ତୁ...