Daily Archives

May 21, 2020

‘ବନ୍ଦେ ଭାରତ ମିଶନ’ର ଦ୍ଵିତୀୟ ପର୍ଯ୍ୟାୟରେ ୧୬୨ ବିମାନରେ ୪୭ଟି ଦେଶରେ ଫସି ରହିଥିବା ଭାରତୀୟଙ୍କୁ…

ନୂଆଦିଲ୍ଲୀ: ମେ ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ 'ବନ୍ଦେ ଭାରତ ମିଶନ' ଆରମ୍ଭ ହୋଇଛି। ଏ ସଂପକର୍କରେ ତଥ୍ୟ ପ୍ରଦାନ କରି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ(ଏମଇଏ)ର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏଥର ଇସ୍ତାନବୁଲ, ହୋ ଚି ମିନି ସହର ଏବଂ ଲାଗୋସ ଭଳି ସ୍ଥାନକୁ ଅନ୍ତର୍ଭୁକ୍ତ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଲେ ୫୯ ପ୍ରବାସୀ ଶ୍ରମିକ

ରାଉରକେଲା: ଆନ୍ଧ୍ରପ୍ରଦେଶ ତିରୁଭିଲାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିଥିବା ୫୯ ପ୍ରବାସୀ ଶ୍ରମିକ ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଦେବଗଡର ୪୪, ସୁନ୍ଦରଗଡର ୧୩ ଓ ଝାରସୁଗୁଡାର ୨ ପ୍ରବାସୀ ଶ୍ରମିକ। ଟ୍ରେନ୍‌ରୁ ଓହ୍ଲାଇବା ପରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପୂର୍ବାହ୍ଣ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିବ, ପୂର୍ଣ ଉପସ୍ଥାନ ସହ କାମ କରିବେ କର୍ମଚାରୀ

ଭୁବନେଶ୍ୱର : ଲକଡାଉନ ୪.୦ ସମୟରେ ବିଭିନ୍ନ ସରକାରୀ ଅଫିସ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଓଡ଼ିଶା ସରକାର ସରକାରୀ ଅଫିସ ଓ ବ୍ୟାଙ୍କଗୁଡ଼ିକୁ  ପୂର୍ଣ୍ଣ  ଉପସ୍ଥାନ ସହ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବ୍ୟାଙ୍କଗୁଡ଼ିକୁ ସ୍ୱାଭାବିକଭାବେ…
ଅଧିକ ଖବର ଦେଖନ୍ତୁ...

‘ଅମ୍ଫାନ’ ପରେ ଗୋଲାପୀମୟ ଦିଶିଲା ରାଜଧାନୀ ଭୁବନେଶ୍ବରର ଆକାଶ ! ଦେଖିଛନ୍ତି କି ଏପରି ଦୃଶ୍ୟ ?

ଭୁବନେଶ୍ବର: ସାମୁଦ୍ରିକ୍‌ ଝଡ଼ ‘ଅମ୍ଫାନ’ ଓଡ଼ିଶାରେ ଯଦିଓ ବିଶେ‌ଷ କ୍ଷୟକ୍ଷତି କରିନାହିଁ ତଥାପି ବାତ୍ୟା ଛାଡ଼ିବା ପରେ ପରେ ଗୋଲାପୀମୟ ହୋଇଥିଲା ରାଜଧାନୀ ଭୁବନେଶ୍ବରର ଆକାଶ। ‘ଅମ୍ଫାନ’ ରାଜ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ପରେ ପରେ ବୁଧବାର ଭୁବନେଶ୍ବରର ଅନେକ ସ୍ଥାନରେ ଏହି କମନୀୟ ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଅମ୍ପାନ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯୋଗୁଁ କିଭଳି କ୍ଷୟକ୍ଷତି ହୋଇଛି ତାହାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଆସିବେ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ସୂଚନା ଦିଆଯାଇଛି | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ପରାକ୍ରମ ବଢ଼ିବ। ସବୁ ଦିଗରୁ ସଫଳତା ପାଇବେ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ବୃଷ: ଆପଣ ସୂର୍ୟ୍ୟ ଭଳି ଚମକିବେ। ବିଶେଷ କାମ ନେଇ ମନରେ ନୂଆ ବିଚାର ଆସିବ। ଅଧିକାଂଶ କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହେବ। ମିଥୁନ: ଧର୍ମ କାର୍ୟ୍ୟରେ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରେ କାମ କରୁଥିବା ଆଉ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରେ କାମ କରୁଥିବା ଆଉ ଦୁଇଜଣ ସଦସ୍ୟ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ସପ୍ତାହ ପୂର୍ବରୁ ଜଣେ କର୍ମଚାରୀ ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଓସିୱାରା ପୁଲିସ ଷ୍ଟେସନର ପୁଲିସ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଅମ୍ଫାନ ମୁକାବିଲା: ବାଜିମାତ୍‌ କଲେ ୩ ଶୀର୍ଷସ୍ତରୀୟ ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାର ୨୧ ବର୍ଷ ପରେ ବଙ୍ଗେପସାଗରରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ମହାବାତ୍ୟା ଅମ୍ଫାନକୁ ନେଇ ସଂପ୍ରତି ସମଗ୍ର ବିଶ୍ୱରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। ତେବେ, ଅମ୍ଫାନର ସଫଳ ଭାବେ ମୁକାବିଲା ପୂର୍ବକ ବ୍ୟାପକ କ୍ଷୟକ୍ଷତିରୁ ଦେଶକୁ ବଞ୍ଚାଇବାରେ ତିନି ଶୀର୍ଷସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଭୋକର କରୁଣ ଚିତ୍ର ! ମଲା କୁକୁର ମାଂସରେ ଥମିଲା ଭୋକିଲା ପେଟର ଦାଉ

ନୂଆଦିଲ୍ଲୀ: ଭୋକ ମଣିଷକୁ କେଉଁ ବି ସ୍ତରକୁ ନେଇଯାଏ। ପେଟର ଭୋକ ମେଣ୍ଟାଇବାକୁ ହିଁ ତ ଯେତେ ସବୁ ନାଟ! କୌଣସି ଅପନ୍ତରା, ଆଦିବାସୀ କିମ୍ବା ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳରେ ନୁହେଁ ବରଂ ପୂରା ପ୍ରାଚୁର୍ଯ୍ୟଭରା ଦିଲ୍ଲୀ-ଜୟପୁର ରାଜପଥରେ ସ୍ପଷ୍ଟ ଦିବାଲୋକରେ ଏପରି ଏକ ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ଠିକଭାବରେ ପାଳନ ହେଉନଥିବାରୁ ଗୃହ ମନ୍ତ୍ରାଳୟ କ୍ଷୁବଧ

ନୂଆଦିଲ୍ଲୀ : ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବାବେଳେ କେତେକ ରାଜ୍ୟରେ ତାହାର ଖୁଲମଖୁଲା ଉଲ୍ଲଙ୍ଘନ ଚାଲିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ କ୍ଷୁବଧ ହୋଇଛି । ଲକଡାଉନ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...