Daily Archives

May 30, 2020

କଳାହାଣ୍ଡି ଜିଲ୍ଲାରେ ବର୍ଷା ଓ କୋହଲା ପାଗ: ମଣ୍ଡିରେ ଭିଜୁଛି ଧାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଝିପି ଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ବିଭିନ୍ନ ମଣ୍ଡିରେ ଧାନ ଭିଜୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ୧୩୩ଟି ମଣ୍ଡିରୁ ପ୍ରାୟ ୧୦୦ଟି ମଣ୍ଡିରେ ଛାଉଣୀ ନ ଥିବା ଯୋଗୁଁ ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଓ ଅନ୍ୟ ପଟେ ଝିପି ଝିପି ବର୍ଷା ଚାଷୀ…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଦ୍ଧାଙ୍କୁ ସମ୍ମାନ: କନ୍ଧମାଳ ଗାଇଲା ବନ୍ଦେ ଉତ୍କଳ ଜନନୀ

ଫୁଲବାଣୀ: କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। କରୋନା ଲଢେଇରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟା ୫ଟା ୩୦ ମିନିଟରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ହଲ ବଦଳରେ ଡିଜିଟାଲରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

ମୁମ୍ବାଇ: ଇଦ୍ ୨୦୨୦ ରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ 'ଲକ୍ଷ୍ମୀ ବମ୍' ବର୍ତ୍ତମାନ ଡିଜିଟାଲରେ ମୁକ୍ତିଲାଭ କରିବ। ଲକଡାଉନ୍ ହେତୁ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିନଥିଲା। ବର୍ତ୍ତମାନ ଫିଲ୍ମ ନିର୍ମାତାମାନେ ଫିଲ୍ମକୁ ଡିଜିଟାଲ୍ ରିଲିଜ୍ କରିବାକୁ ଯାଉଛନ୍ତି। ଖବର ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

୧୦ ଦିନ ମଧ୍ୟରେ ଟ୍ରେନରେ ୮୦ ଶ୍ରମିକଙ୍କର ମୃତ୍ୟୁ କେମିତି ହେଲା, ମୋଦୀଙ୍କୁ ପ୍ରଶ୍ନ କଲେ ଓୱେସି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କର ୨.୦ ର ଏକ ବର୍ଷ ପୂରଣ ହୋଇଛି | ତେବେ ଏହାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି କଡା ସମାଲୋଚନା କରିଛନ୍ତି | ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ମୋଦୀ ସରକାର ପ୍ରତ୍ୟେକ ଦିଗରେ ବିଫଳ ହୋଇଛନ୍ତି। କେଉଁ କାରଣରୁ ସରକାର ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବଂଶ ଶେଷ କରି ଆସିଲି, କାହିଁକି ଏଭଳି କହିଲେ ଜଣେ ବାପା ?

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ତାଙ୍କ ୮ ବର୍ଷର ନିରୀହ ପୁଅକୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ | ଏହି ଘଟଣା ପରେ ହତ୍ୟାକାରୀ ବାପା ଥାନାରେ ପହଂଚି ତାଙ୍କ ପୁଅକୁ ହତ୍ୟା କରିବା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ଅସୁସ୍ଥ ବୃଦ୍ଧଙ୍କ ଭୁବନେଶ୍ୱରରେ ମୃତ୍ୟୁ, ସଙ୍ଗରୋଧରେ ପୁଅ-ବୋହୁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ପ୍ରବାସୀ ଓଡ଼ିଆ ବୃଦ୍ଧଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି । ଚାରି ପାଞ୍ଚଦିନ ଅସୁସ୍ଥ ଅନୁଭବ କରୁଥିବା ବେଳେ ବୁଧବାର ଦିନ ସନ୍ଧ୍ୟା ସମୟରେ ହଠାତ୍ ଅଧିକ ଅସୁସ୍ଥ ହୋଇଥିଲେ । ଆଜି…
ଅଧିକ ଖବର ଦେଖନ୍ତୁ...

ଚନ୍ଦକା ବନାଂଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଚନ୍ଦକା ବନାଂଚଳରେ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ହେବ । ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ହାତୀ କରିଡର ସଂଖ୍ୟା ଏବେ ୧୪ ଥିବା ବେଳେ ଆହୁରି ୨ଟି ଅଧିକ କରାଯିବ ।…
ଅଧିକ ଖବର ଦେଖନ୍ତୁ...

ଜୁନ ୧ ତାରିଖଠାରୁ ୩୬ଟି ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର: ଜୁନ ୧ ତାରିଖ ଠାରୁ ୩୬ଟି ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା ହେବ । ଏହା ୨ଟି ପର୍ଯ୍ୟାୟର ସହ ୨ଟି ସିଫ୍ଟରେ ମୂଲ୍ୟାୟନ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା ୩୦ ଓ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଫୋର୍ବସ ତାଲିକା: କୋହଲିଙ୍କ ବାର୍ଷିକ ଆୟ କେତେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଦୁନିଆର ସର୍ବାଧିକ ଆୟ କରୁଥିବା ଖେଳାଳିଙ୍କ ଫୋର୍ବସ୍ ତାଲିକାରେ ଏକମାତ୍ର କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି । ତାଙ୍କର ମୋଟ ବାର୍ଷିକ ଆୟ ହେଉଛି ୨୬ ମିଲିୟନ୍ ଡଲାର୍ (୧୯୬ କୋଟି ଟଙ୍କା) | ଏହି ତାଲିକାରେ ଭାରତୀୟ ଅଧିନାୟକ ଜବରଦସ୍ତ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

‘ଓଏସ୍‌ଆରଟିସି’ର ସିଏମ୍‌ଡି ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର: ରାଜ୍ୟ ସରକାର ସେସୁର ସିଇଓ ଅରୁଣ ବୋଥ୍ରାଙ୍କୁ ‘ଓଏସ୍‌ଆରଟିସି’ର ସିଏମ୍‌ଡି ଭାବେ ଦାୟିତ୍ୱ ଦେଇଛନ୍ତି । ଅରୁଣ ବୋଥ୍ରା ଆଗାମୀ ଜୁନ ୧ ତାରିଖରୁ ଏହି ଦାୟିତ୍ୱ ନେବେ । ଏଥି ସହିତ ସେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିଭଳି ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...