ନନ୍ଦନକାନନର ୨୭ବାଘଙ୍କୁ ପୋଷ୍ୟ ଗ୍ରହଣ କଲା ଜିନ୍ଦଲ୍
କୋଇଡ଼ା: ସମଗ୍ର ବିଶ୍ୱରେ କୋଭିଡ-୧୯ର ପ୍ରକୋପ ଥମି ନଥିବାବେଳେ ଏ ସମୟରେ ବିଶେଷ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର। ଓଡ଼ିଶାର ଅନନ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟ ଏଥିରୁ ବାଦ ପଡିନି। ମହାମାରୀ ଯୋଗୁଁ ପ୍ରାଣୀ ଉଦ୍ୟାନ ଅକ୍ଟୋବର ଯାଏଁ ବନ୍ଦ ଥିବାବେଳେ ଦର୍ଶକ ସଂଖ୍ୟା ମଧ୍ୟ ଏଯାଏଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...