ହାଇଓ୍ଵା ଧକ୍କାରେ ୨ବାଇକ ଆରୋହୀ ଗୁୁରୁତର

କେନ୍ଦ୍ରାପଡ଼: କେନ୍ଦ୍ରାପଡ଼ା ପାଞ୍ଚ ନମ୍ବର ଜାତୀୟ ରାଜପଥର କଳାଗଡ଼ଠାରେ ହାଇଓ୍ଵା ଧକ୍କାରେ ବୁଧବାର ଅପରାହ୍ନରେ ଦୁଇଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟଲୋକ ତୁରନ୍ତ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର