କେନ୍ଦ୍ରାପଡ଼ା: କାଳବୈଶାଖୀ ପବନରେ ଗଛ ଓ ପଟା ପଡି ଦୁଇ ମୃତ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇସ୍ଥିତ ରାଜନଗର ଝାଡ଼କଟା ଗ୍ରାମରେ ସୋମବାର ଅପରାହ୍ନରେ କାଳବୈଶାଖୀ ପବନରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ଚାରୁଲତା ମହାନ୍ତି ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି।

ସେହିପରି ମହାକାଳପଡ଼ା ତନ୍ତିଆପାଳ ଥାନା ବଡ଼ବଇଁଚା ଗାଁରେ କାଳବୈଶାଖୀ ପବନରେ ପଟା ପଡ଼ି ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର