Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଯାଜପୁର: ବେଆଇନ ଲଘୁଖଣିିଜ ପ୍ରଦାର୍ଥ ଚାଲାଣ କରୁଥିବା ୧୦ଟି ଗାଡ଼ିକୁ ଜବତ କଲା ପ୍ରଶାସନ

0 93

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ଗତକାଲି ରାତିରେ ଓ ଆଜି ସକାଳେ ଚଢ଼ାଉ କରାଯାଇ ବେଆଇନ୍‌ଭାବେ ଲଘୁ ଖଣିଜ ପଦାର୍ଥ ( ମୋରମ, ଚିପ୍ସ, ମେଟାଲ) ଚୋରା ଚାଲାଣ କରାଯାଉଥିବା ୧୦ଟି ଗାଡ଼ିକୁ ଜବତ କରାଯାଇଛି। ତହସିଲଦାର ପ୍ରଭାସ ବେହୁରା ଓ ଧର୍ମଶାଳା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟିକସ ଫାଭ୍କି ଚୋରା କାରବାରରେ ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 × 4 =