ମାଲକାନଗିରି: ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ, ହତ୍ୟା ସନ୍ଦେହ

0 21

ମାଲକାନଗିରି: ମାଲକାନଗିରି ଜିଲ୍ଲା କରକଣ୍ଡା ବ୍ଲକ୍‌ ଏମ ଭି ୨୩ ଗାଁରେ ୨ ଦିନ ହେବ ନିଖୋଜ ଥିବା ଏକ ୫ ବର୍ଷର ଶିଶୁକନ୍ୟାର ମୃତ ଦେହ ଆଜି ସକାଳୁ ଠାବ କରାଯାଇଛି। ମୃତ ଶିଶୁଜଣକ ହେଉଛନ୍ତି ନିରାବନ ଘଡ଼ାମିଙ୍କ ଝିଅ ନିଶା ଘଡ଼ାମି। ନିଶାଙ୍କ ବେକ ଓ ଅନ୍ୟାନ ସ୍ଥାନରେ କ୍ଷତିଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen − 1 =