ବାଲେଶ୍ୱର: ତଳସାରୀ ବେଳାଭୂମିକୁ ଗାଧୋଇବାକୁ ଯାଇ ୭ ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତଳସାରୀ ବେଳାଭୂମିକୁ ଶୁକ୍ରବାର ଗାଧୋଇବା ପାଇଁ ଯାଇଥିବା ୭ଜଣ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି। ନିଖୋଜମାନେ ହେଲେ, ସାନ୍ତରଗଳିର ମନୋରଞ୍ଜନ ସାହୁ(୨୬) , ଜୟରାମପୁରର ହରିତ ରାଉତ(୨୭) , ଦେଡୁପଦାର ଦିଲ୍ଲୀପ ଦାସ(୨୫)  ଓ ପାଦୁଲୋଚନ ମହାନ୍ତି (୩୨), ଗୋବରାର ବାପା ପାତ୍ର (୧୭), ଜଳେଶ୍ୱରର ଦୁର୍ଗା ଶେଖର ଜେନା (୨୧)  ଓ  ମୁକୁନ୍ଦପୁର ଆନନ୍ଦ ଦାସ(୨୫) ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର