ରାଉରକେଲାରେ ଫସିଲେ ପଶ୍ଚିମବଙ୍ଗର ୩୭ ଜଣ ଶ୍ରମିକ

ରାଉରକେଲା: ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ ପ୍ରାୟ ୩୭ ଜଣ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଶ୍ରମିକ ରାଉରକେଲାରେ ଫସି ରହିଛନ୍ତି। ଛେଣ୍ଡସ୍ଥିତ ବିପିୟୁଟି ପଛପଟେ ଏସସି/ଏସଟି ଛାତ୍ରାବାସ ନିର୍ମାଣ କାର୍ଯ୍ୟରେ ୬/୭ ମାସ ହେଲା ଏମାନେ କାର୍ଯରତ ଅଛନ୍ତି। ସମସ୍ତ ଶ୍ରମିକ ଝାଡ଼ଖଣ୍ଡ ରାମଗଡ଼ ଅଂଚଳର। କରୋନା ମୁକାବିଲା ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ରାଜ୍ୟ ଶ୍ରମିକ ନିର୍ଦ୍ଦେଶ ଦେବାପରେ ଠିକାଦାର ଶ୍ରମିକମାନଙ୍କୁ ଛାଡି ପଲେଇଛି।

ସମ୍ବନ୍ଧିତ ଖବର