ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମଙ୍ଗଳବାର ରାତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ଯୁବକ-ଯୁବତୀଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଛି ବୋଲି କୁହାଯାଉଛି। ଦୁର୍ଘଟଣା ଘଟାଇ ସ୍କର୍ପିଓ ଫେରାର ହୋଇଯାଇଛି। ଏହି ଘଟଣାରେ ପରେ ଏକ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।
ପୁରୀ-କୋଣାର୍କ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର, ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
/sambad/media/post_attachments/wp-content/uploads/2019/06/399206-accident-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)