ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ପରକୀୟା ପ୍ରୀତିର କରୁଣ ପରିଣତି; ଅନ୍ୟ ଲୋକ ସହ ସଂପର୍କକୁ ବିରୋଧ କରିବାରୁ ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲା ସ୍ତ୍ରୀ

ଅନୁଗୁଳ/ନାଲ୍‌କୋନଗର: ପରକୀୟା ପ୍ରୀତିର ପରିଣତି କେ‌ତେ‌ ଭୟଙ୍କର ହୋଇପାରେ ତା’ର ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ କାଣ୍ଡଶର ଗାଁରେ। ନାଲ୍‌କୋନଗର ଥାନା ଅଧୀନ କାଣ୍ଡଶର ଗାଁ ଦାଣ୍ଡିଆସାହିରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ପତି ବିରୋଧ କରିବାରୁ ସେ ରାଗରେ ସ୍ବାମୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଷ ବଳୟରେ ଆର୍ଦ୍ରଭୂମି ! ୮ଟି ଆର୍ଦ୍ରଭୂମି ଅଧ୍ୟୟନରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ହୀରାକୁଦ ସମେତ ଓଡ଼ିଶାର ଅନ୍ୟ ୮ ଟି ଆର୍ଦ୍ରଭୂମିରେ ଅଧିକ ମାତ୍ରାରେ କ୍ୟାନସର୍‌ ସୃଷ୍ଟିକାରୀ ଭାରୀଧାତୁର ବିଷ ଭରି ହୋଇରହିଛି। ଉଭୟ ବୟସ୍କ ଓ ଶିଶୁଙ୍କ ପାଇଁ ଏହା ବିପଦ ଏବଂ କ୍ୟାନସର୍‌ ସୃଷ୍ଟିର ଭୟ ରଖେ। କେବଳ ସେତିକି ନୁହେଁ, ଏସବୁ ବିଷାକ୍ତ ଭାରୀଧାତୁ ମୃତ୍ତିକା ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବେ ସରୋଜ ସେଠୀ! ଢେଙ୍କାନାଳ ଜିଲ୍ଲାପାଳ ପଦରୁ ଅବ୍ୟାହତି ପରେ ବଢ଼ିଲା ଚର୍ଚ୍ଚା

ଅନୁଗୁଳ: ଢେଙ୍କାନାଳ ଜିଲ୍ଲାପାଳ ଥିବା ସରୋଜ ସେଠୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ନୀଳଗିରି ନବଯୌବନ ସନ୍ଧ୍ୟାର ସଭାପତି ଥିବା ସରୋଜ ସେଠୀଙ୍କ ନାମରେ କିଛିଦିନ ପୂର୍ବରୁ ଶାରଦୀୟ ଶୁଭେଚ୍ଛା ପୋଷ୍ଟର୍‌ ରେମୁଣାରେ ଲାଗିଥିବା ଦେଖିବାକୁ ମିଳିଥିଲା। ୨୦୨୩ ନବବର୍ଷ ଅବସରରେ ବି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଧକ୍କାରେ ବାପ ଆଗରେ ଚାଲିଗଲା ଝିଅର ଜୀବନ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ମେଡିକାଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳିକା ଜଣଙ୍କ ହେଲେ ତାଳଚେର ଅଞ୍ଚଳର ଖାଲୁଆ ଗ୍ରାମର ସତ୍ୟ ନାରାୟଣ ପଣ୍ଡାଙ୍କ ଝିଅ ଶତାବ୍ଦୀ ସୁମନ ପଣ୍ଡା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ମହିମା ଆଶ୍ରମରେ କେନ୍ଦ୍ରମନ୍ତ୍ରୀ: ‘ସାଧୁମାନଙ୍କ ଆତ୍ମା ବିଲୀନ ହୁଏ ନାହିଁ’

ଅନୁଗୁଳ: ସହର ଉପକଣ୍ଠ ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସ (ମଲ୍ଲିକ ବାବା)ଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଦ୍ୟାଧର ବାବାଙ୍କ ସମାଧି ସ୍ଥଳରେ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ୫୦୦ ଟଙ୍କିଆ ନୋଟ୍ ଅଦଳବଦଳ: କାଗଜ ବିଡ଼ା ଦେଇ ନେଇଗଲା ୧୦ଲକ୍ଷ

ଅନୁଗୁଳ: ୧୦୦ ଟଙ୍କିଆ ନୋଟ୍ ନେଇ ୫୦୦ଟଙ୍କିଆ ନୋଟ୍‌ର ଅଦଳବଦଳ। ୧୦ ଲକ୍ଷ ଟଙ୍କାରେ ଦୁଇ ଲକ୍ଷ ଟଙ୍କାର ହାତାହାତି ଲାଭ। ଏହି କୌଶଳ ଆପଣାଇ ତିନି ଜଣ ଠକ ଅନୁଗୁଳ ଟାଉନ୍‌ ଥାନା ତୁରଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ସର୍ବସ୍ବାନ୍ତ କରିଛନ୍ତି। ନକଲି କାଗଜ ନୋଟ୍ ଦେଇ ନଗଦ ୧୦ ଲକ୍ଷ ଟଙ୍କା ଲୁଟି…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ବାଳକଙ୍କର ମୃତ୍ୟୁ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସାରୁଆଳି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ଜଣେ ୮ବର୍ଷ ବାଳକର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ସାରୁଆଳି ଗ୍ରାମର ଦୁଷ୍ମନ୍ତ ମାଝୀଙ୍କ ପୁଅ ଦେବାଶିଷ ମାଝୀ(୮) ଆଜି ଗାଁ ପୋଖରୀକୁ…
ଅଧିକ ଖବର ଦେଖନ୍ତୁ...

ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ପାଲଲହଡା: କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସର ଜେଇଙ୍କୁ ଭିଜିଲାନ୍ସ ଗିରଫ କରିଛି | ଉଲ୍ଲେଖ ଥାଉ କି ଗତକାଲି ପାଲଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣିଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ କୋଟିପତି ଯନ୍ତ୍ରୀ: ୪ କୋଠା ସାଙ୍ଗକୁ ୨୬ ପ୍ଲଟ୍‌

ଅନୁଗୁଳ: ଭିଜିଲାନ୍‌ସ ଜାଲରେ ଫସିଛନ୍ତି ପାଳଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶ୍ରୀ ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଭୁବନେଶ୍ବରରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଘରୁ ମିଳିଲା ନଗଦ ୩.୨୧ ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ…

ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ କାର୍ଯ୍ୟାଳୟ ଓ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଭିଜିଲାନ୍ସ  ଟିମ୍…
ଅଧିକ ଖବର ଦେଖନ୍ତୁ...