ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଅନୁଗୁଳ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବନ୍ତଳା ଶାଖା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ: ଗତକାଲି ଦିନ ଦ୍ୱିପହରେ ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କରେ ଡକାୟତମାନେ ପଶି ୨୦ ଲକ୍ଷ ଟଙ୍କା ଡକାୟତି କରି ନେବାର ୧୨ ଘଣ୍ଟା ନ ପୁରୁଣୁ ପୁଣି ଏକ ଜାତୀୟକରଣ ବ୍ୟାଙ୍କକୁ ଳୁଟ୍‌ ଉଦ୍ୟମ ହୋଇଛିି। ଏଥର ଲୁଟେରାମାନଙ୍କ ଟାର୍ଗେଟରେ ରହିିଥିଲା ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର…
ଅଧିକ ଖବର ଦେଖନ୍ତୁ...

ମାତିଲେ ବ୍ୟାଙ୍କ ଲୁଟେରା

ଅନୁଗୁଳ/ରଣପୁର : ଅନୁଗୁଳ ଏବଂ ରଣପୁରରେ ଆଜି ଦୁଇଟି ବଡ଼ ଧରଣର ବ୍ୟାଙ୍କ ଡକାୟତି ହୋଇଛି। ଅନୁଗୁଳର ଆନ୍ଧ୍ର ବ୍ୟାଙ୍କରୁ ୨୩ ଲକ୍ଷ ଟଙ୍କା ଏବଂ ତିନି କିଲୋ ସୁନା ଲୁଟି ନେଇଥିବା ବେଳେ ରଣପୁର ଆନ୍ଧ୍ର ବ୍ୟାଙ୍କରୁ ୨୫୬ ପ୍ୟାକେଟ ସୁନା ଏବଂ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅନୁଗୁଳ ଶଙ୍କର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଆନ୍ଧ୍ର ବ୍ୟାଙ୍କରୁ ସଶସ୍ତ୍ର ଡକାୟତି

ଅନୁଗୁଳ: ଆଜି ଦିନ ପ୍ରାୟ ୧୧ଟା ବେଳେ ଅନୁଗୁଳ ଶଙ୍କର ସିନେମା ରୋଡ୍‌୍‌ରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ବ୍ୟାଙ୍କରେ ପଶି ସେଠାରେ ଟଙ୍କା ଡିପୋଜିଟ୍‌ କରିବାକୁ ଆସିଥିବା ଗ୍ରାହକମାନଙ୍କ ଠାରୁ ସମସ୍ତ ଟଙ୍କା ଛଡ଼ାଇ ନେବା ସହିତ ବ୍ୟାଙ୍କ୍‌ ଲୁଟ୍‌ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବସ- କାର ଧକ୍କା, ଜଣେ ମୃତ, ୮ ଆହତ

ଅନୁଗୁଳ: ବୌଦ୍ଧରୁ ଅନୁଗୁଳ ଆସୁଥିବା ଏକ ଘରୋଇ ବସ ଏକ କାର ପଛ ପଟେ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କାରରେ ଥିବା ଅନ୍ୟ ୨ ଜଣ ଯାତ୍ରୀଙ୍କ ସହିତ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬/୭ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୧୦ ଟା…
ଅଧିକ ଖବର ଦେଖନ୍ତୁ...

କଇଁଛବାହାଳରେ ଜଳ-ସଂଘର୍ଷ : ରାତିରେ କୂଅ ମୂଳେ ଶୋଉଛନ୍ତି ଗ୍ରାମବାସୀ

ବଅଁରପାଳ : ଗାଁ ଲୋକେ ଅପେକ୍ଷା କରନ୍ତି କେତେବେଳେ କୂଅରୁ ପାଣି ଝରିବ। ଏମିତିକି ରାତିରେ କୂଅ ଚାନ୍ଦିନୀରେ ଶୋଇବାକୁ ପଡେ ଗ୍ରାମବାସୀଙ୍କୁ। ଥରକୁ ଥର ଟର୍ଚ ମାରି ଦେଖନ୍ତି ପାଣି ଝରିଲା ନା ନାହିଁ। ଭୋର୍‌ ୩ଟା ବେଳକୁ ବାଲ୍‌ଟି ବୁଡ଼ିବା ଭଳି ପାଣି ହୋଇଗଲେ କୂଅ ମୂଳେ ଶୋଇଥିବା ଲୋକ ଗରା…
ଅଧିକ ଖବର ଦେଖନ୍ତୁ...

ଚୋରା କୋଇଲା ଡିପୋରେ ପୁଲିସ ଚଢ଼ଉ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାଠାରୁ ମାତ୍ର ୪ କିମି ଦୂର ୫୫ ନମ୍ବର ଜାତୀୟ ରାଜପଥର ଲୁହାମୁଣ୍ଡା ନିକଟସ୍ଥ ଏକ ଢାବା ପାଖରେ ଲୁଚାଛପା ଭାବେ ଚାଲିଥିଲା ଏକ ବେଆଇନ କୋଇଲା ଡିପୋ। ଗତକାଲି ରାତିରେ ପୁଲିସ ଉକ୍ତ ଡିପୋରେ ଅତର୍କିତ ଚଢ଼ଉ କରି ୫୦ ଟନ୍‌ ଚୋରା କୋଇଲା, ୩ଟି ଟ୍ରକ୍‌, ଜେସିବି…
ଅଧିକ ଖବର ଦେଖନ୍ତୁ...

ମା’ ହିଙ୍ଗୁଳାଙ୍କ ନବଦିନ ଯାତ୍ରା ଆରମ୍ଭ

ତାଳଚେର/ସାଉଥବଲଣ୍ଡା : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନି ସ୍ୱରୂପିଣୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଆଜିଠାରୁ ଗୋପାଳ ପ୍ରସାଦରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ୩ ଲକ୍ଷ ଭକ୍ତ ମା’ଙ୍କର ଦର୍ଶନ କରିଛନ୍ତି। ଗତକାଲି ଅର୍ଧରାତ୍ରରୁ ମା’ଙ୍କ ଉଭାସ୍ଥଳୀରେ ଭକ୍ତଙ୍କ ଗହଳି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ

ପାଇକସାହି: ଠାକୁରଗଡ଼ ଥାନା ଘୋଡ଼ାବାନ୍ଧୁଣୀ ଗାଁର ଲକ୍ଷ୍ମୀଧର ପ୍ରଧାନ ଓ ତାଙ୍କ ବୋହୂ ଯଶୋବନ୍ତୀ ପ୍ରଧାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସେହି ଗାଁର ସୁରେଶ ବେହେରା, ତାଙ୍କ ଭିଣୋଇ ଲମ୍ବୋଦର ରାଉତ, ଭଉଣୀ ଉର୍ମିଳା ରାଉତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର ଘରୁ ଜ୍ୱାଇଁର ମୃତ ଦେହ ଜବତ

ରେଙ୍ଗାଳି: ରେଙ୍ଗାଳି ଥାନା ସୁନ୍ଦରପାଳ ଗାଁର ବଳରାମ ଶତପଥୀଙ୍କ ମୃତଦେହ ପୁଲିସ ବଜ୍ରକୋଟ ଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରୁ ଆଜି ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବଳରାମଙ୍କ ପତ୍ନୀ ଗୀତାଞ୍ଜଳି ବଜ୍ରକୋଟ ଗାଁରେ ବାପଘରେ ରହି ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବ୍ରେକ ଫେଲ ହୋଇ ପଏଣ୍ଟ୍‌ସ ମ୍ୟାନ ଉପରେ ଚଢ଼ିଗଲା ଟ୍ରେନ, ୭ଟି ବଗି ଲାଇନଚ୍ୟୁତ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ଜେଏସପିଏଲ କାରଖାନାରୁ ମାଲ ନେଇ ଷ୍ଟେସନକୁ ଯାଉଥିବା ଏକ ମାଲଗାଡ଼ି ବ୍ରେକ୍‌ ଫେଲ ହୋଇ ଯିବାରୁ ଏହାର ୭ଟି ବଗି ଓଲଟି ପଡ଼ିଛି। ତେବେ ଟ୍ରାକ୍‌ ପରିବର୍ତ୍ତନ ସମୟରେ ପତାକା ଦେଖାଇ ସଙ୍କେତ ଦେଉଥିବା ପଏଣ୍ଟ୍‌ସ ମ୍ୟାନଙ୍କ ଉପରେ ଏହି ମାଲଗାଡିଟି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...