ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ, ଶାଶୂ, ଶ୍ବଶୁରଙ୍କୁ ଆଜୀବନ ଜେଲ୍

ଅନୁଗୁଳ: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ତଣ୍ଡି ଚିପି ହତ୍ୟା କରିବା ମାମଲାରେ ତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଭିତରେ ଘର ବୋଲି… ୪୦ କିମି ଦୂରରେ ଆମ୍ବୁଲାନ୍ସ, ପେଟ୍ରୋଲ ପାଇଁ ୧୦୦ କିମି‌

ରାକେଶ ରୋଷନ ମହାନ୍ତି ଅନୁଗୁଳ: ସଂରକ୍ଷିତ ଜଙ୍ଗଲ ଭିତରେ ୨୦ ଖଣ୍ଡ ଗାଁ। ୪ଟି ପଞ୍ଚାୟତରେ ବୁଦୁବୁଦିକା ଆହୁରି ହାମଲେଟ୍‌ (ପଡ଼ା ଗାଁ) ବି ଅଛି। ଲୋକସଂଖ୍ୟା କିଏ କେବେ ଗଣିଛି କି ନାହିଁ, ଜଣାନାହିଁ। ବନବିଭାଗ ଆଖିରେ ଏମାନେ ବନବାସୀ; ଜଙ୍ଗଲ ଭି‌ତରେ ବେଆଇନ ଭାବେ ରହିଛନ୍ତି। ରାଜସ୍ବ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ପାଖରେ ଦିବ୍ୟାଙ୍ଗ ଯୁବକଙ୍କ ଗୁହାରି: ‘ଝିଅ ରାଜି ହେଉନାହାନ୍ତି, ଆପଣ ଖୋଜିଦିଅନ୍ତୁ’

ଅନୁଗୁଳ: ‘‘ବାପା, ମା’ଙ୍କ ବୟସ ହୋଇଗଲାଣି। ଏପଟେ ମୁଁ ଦିବ୍ୟାଙ୍ଗ ହୋଇଥିବାରୁ ଘରେ ଚଳିବା ପାଇଁ ବହୁତ ଅସୁବିଧା। ଏଭଳି ସ୍ଥିତିରେ ମୋର ଜଣେ ଜୀବନସାଥୀ ଦରକାର। ମୁଁ ଖୋଜି ଖୋଜିପାରିଲିନି। ସରକାର ଚାହିଲେ ମୁଁ ବାହା ହୋଇପାରନ୍ତି।’’ ସିନେମାର ସଂଳାପ ପରି ଲାଗୁଥିବା ଏହି କଥା ଆଜି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ପାଖରେ ଦିବ୍ୟାଙ୍ଗ ଯୁବକଙ୍କ ଗୁହାରି; ‘ଝିଅ ରାଜି ହେଉନାହାନ୍ତି, ଆପଣ ଖୋଜିଦିଅନ୍ତୁ’

ଅନୁଗୁଳ: ‘ବାପା, ମା’ଙ୍କ ବୟସ ହୋଇଗଲାଣି। ଏପଟେ ମୁଁ ଦିବ୍ୟାଙ୍ଗ ହୋଇଥିବାରୁ ଘରେ ଚଳିବା ପାଇଁ ବହୁତ ଅସୁବିଧା। ଏଭଳି ସ୍ଥିତିରେ ମୋର ଜଣେ ଜୀବନସାଥୀ ଦରକାର। ମୁଁ ଖୋଜି ଖୋଜି ପାରିଲିନି। ସରକାର ଚାହିଁଲେ ମୁଁ ବାହା ହୋଇପାରନ୍ତି।’ ସିନେମାର ସଂଳାପ ପରି ଲାଗୁଥିବା ଏହି କଥା ଆଜି…
ଅଧିକ ଖବର ଦେଖନ୍ତୁ...

ମାଗଣା ମଦ ନ ଦେବାରୁ ମଦ ଦୋକାନରେ ଭଙ୍ଗାରୁଜା; ଖଣ୍ଡାଚୋଟରେ ଜଣେ ଆହତ

ଅନୁଗୁଳ: ମଦ ଦୋକାନକୁ ଯାଇ ମାଗଣାରେ ମଦ ମାଗିଲେ। ‌ମ‌ାଗଣା ଦେବାକୁ ମନା କରିବାରୁ ଖଣ୍ଡାରେ ହାଣିଲେ। ଦୋକାନ‌ରେ ବି ଭଙ୍ଗାରୁଜା କଲେ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ସହର ପ୍ରଗତିନଗର‌ରୁ। ଅଭିଯୋଗ ଅନୁସାରେ, ପ୍ରଗତିନଗରରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ‌କୁ…
ଅଧିକ ଖବର ଦେଖନ୍ତୁ...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧.୩୩ ଲକ୍ଷ ଲୁଟ୍‌ ଅଭିଯୋଗ

ଅନୁଗୁଳ: ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍‌ପାଟ୍‌ ହୋଇଛି। ଅନୁଗୁଳ ସଦର ଥାନା ସାକୋସିଂହା ଆମ୍ବବଗିଚାରେ ରବିବାର ସକାଳେ ୫ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିଲାବେଳେ ପୁଲିସ ଅଭିଯୋଗ ପାଇବା ପରେ ଛାନ୍‌ଭିନ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପି ଟିମ୍‌ରେ ଅନୁଗୁଳ, ଢେଙ୍କାନାଳକୁ ଅବହେଳା: ରାଜ୍ୟ କମିଟିରେ କାହ‌ାକୁ ମିଳିଲାନି ଜାଗା

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତି ମାସରେ ଆସୁଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିୟମିତ ଗସ୍ତ ବି ହେଉଛି। ଏସବୁ ଦେଖି ଲାଗୁଥିଲା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ଫୋକସ୍‌ରେ ରଖିଛି ବିଜେପି। କିନ୍ତୁ ରାଜ୍ୟ ବିଜେପି ଟିମ୍‌ ଘୋଷଣା ହେଲା ପରେ ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର; ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ଲୋକେ

ଅନୁଗୁଳ: ନଦୀ ଭିତରକୁ ଖସିଛି ପାଣି। ଜନବସତିକୁ ପଶିଥିବା ଉଛୁଳା ପାଣି ତଳକୁ ଚାଲି ଗଲାଣି। ଦୁଇଦିନ ବର୍ଷା ନ ହେବା ଫଳରେ ଅନୁଗୁଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆଶ୍ରୟସ୍ଥଳୀରେ ରହିଥିବା ଲୋକ ମାନେ ଘରକୁ ଫେରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ସୁଧୁରୁଛି ସ୍ଥିତି‌: ହଜାରେ ହେକ୍ଟର ଜଳମଗ୍ନ, ଭାଙ୍ଗିଛି ୧୧ଶହ ଘର

ଅନୁଗୁଳ: ଦୁଇ ଦିନ ବର୍ଷା ନ ହେବା ଫଳରେ ଅନୁଗୁଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନେ ଘରକୁ ଫେରୁଛନ୍ତି। ଏପଟେ ଏହି ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ଆକଳନ ଅନୁସା‌ରେ, ଜିଲ୍ଲାରେ ପ୍ରାୟ ୧୧…
ଅଧିକ ଖବର ଦେଖନ୍ତୁ...

ଉଛୁଳିଲା ବ୍ରାହ୍ମଣୀ, ସମଲ ବ୍ୟାରେଜର ୭ଟି ଗେଟ୍‌ ଖୋଲିଲା

କଣିହାଁ: ଲଗାଣ ବର୍ଷାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷାହେବା ଦ୍ବାରା କଣିହାଁ ବ୍ଲକରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଶାଖା ନଦୀ ତଥା ଟିକିରା, ଚିଲାଣ୍ଟି, ସମାକୋଇ ଓ…
ଅଧିକ ଖବର ଦେଖନ୍ତୁ...