ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ନାବାଳକର ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ଉତ୍ତେଜିତ ଜନତା ପୁଲିସ ଭ୍ୟାନ୍‌ରେ ଲଗାଇ‌ଲେ ନିଆଁ

ଅନୁଗୁଳ: ଆଠମଲ୍ଲିକ ଥାନା ଅଧୀନ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣଙ୍କ ଗୋଡ଼ହାତ ଆଦି ନଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଉତ୍ତେଜିତ ଲୋକେ ପୁଲିସ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୩…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ନାବାଳକ ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା: ବାପା-ମା’ଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ ଲକ୍ଷ ଗାଏବ

ଅନୁଗୁଳ : ଦଶମ ଶ୍ରେଣୀ‌‌‌‌ରେ ପଢ଼ୁଥିବା ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା ବାପା-ମା’ଙ୍କୁ ମହଙ୍ଗା ପଡ଼ିଛି। ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ୧୫ ବର୍ଷର ପୁଅକୁ ଫସାଇ ବାପା ଓ ମା’ଙ୍କ ଆକାଉଣ୍ଟ୍‌ରୁ ୨୨ଥରରେ ମୋଟ୍ ୨ଲକ୍ଷ ୫୭ହଜାର ଟଙ୍କା ନେଇଯାଇଛି ସାଇବର୍‌ ଠକ। ଏନେଇ ନାବାଳକଙ୍କ ବାପା, ମା’ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଝାନ୍‌ସୀ ବିଶ୍ବବିଦ୍ୟାଳୟ ନାଁରେ ଜାଲ୍ ବିଏଡ୍ ସାର୍ଟିଫିକେଟ୍: ଚାକିରିରୁ ବିଦା ହେଲେ କଳାପାଟ ହାଇସ୍କୁଲର ଶିକ୍ଷକ

ଅନୁଗୁଳ : ଉତ୍ତରପ୍ରଦେଶ ଝାନ୍‌ସୀ ବିଶ୍ବବିଦ୍ୟାଳୟ ନାଁରେ ନକଲି ବିଏଡ୍ ସାର୍ଟିଫିକେଟ୍ ଦେଇ ଧରାପଡ଼ିଛନ୍ତି ଜାଲ୍ ଶିକ୍ଷକ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପ୍ରକାର ଜାଲିଆତିର ପ୍ରମାଣ ଦେଲା ପରେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ଚିଠି ନମ୍ବର ୧୮୯୦, ତାରିଖ ୨୦/୭/୨୦୨୩ରେ ତାଙ୍କୁ ସରକାରୀ…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତିଙ୍କ ଘରେ ଖଣ୍ଡା ବୁଲିବା ଘଟଣା: ଜେଲ୍‌ ଗଲେ ଦୁଇ ଭାଇ

ବଅଁରପାଳ : କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଗୋତମରାସ୍ଥିତ ଘରେ ଖଣ୍ଡା ବୁଲାଇବା ଘଟଣାରେ ବଅଁରପାଳ ପୁଲିସ ଆଜି ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଦୁଇ ଭାଇ ଦୀପକ ଭୋଇ ଓ ସିପୁନ ଭୋଇ ବାଚସ୍ପତିଙ୍କ ବାସଭବନ ପରିସରକୁ ପଶିବାକୁ…
ଅଧିକ ଖବର ଦେଖନ୍ତୁ...

ତାଳଚେର ଜେଲ୍ ଅଧୀକ୍ଷକଙ୍କ ବଦଳି

ତାଳଚେର : ତାଳଚେର ସ୍ବତନ୍ତ୍ର ଉପକାରାଗାରର ଅଧୀକ୍ଷକ ଦିଲୀପ କୁମାର ବେହେରାଙ୍କୁ ଆଜି ମାଲକାନଗିରି ଉପକାରାଗାରକୁ ବଦଳି କରାଯାଇଛି। ଆଠଗଡ଼ ଉପକାରାଗାରର ଅଧୀକ୍ଷକ ଚିତ୍ତରଂଜନ ପାତ୍ରଙ୍କୁ ବଦଳି କରାଯାଇ ତାଳଚେର ଉପକାରାଗାରରେ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ତାଳଚେର ଉପକାରାଗାରର…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ବନ୍ଧୁକ ଲଗାଇ ୫୦ ହଜାର ଟଙ୍କା ସହିତ ଲାପଟପ୍ ମୋବାଇଲ ଲୁଟ

ତେଲକୋଇ: ଆଜି ସକାଳ ୧୦ଟା ସମୟରେ ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କୁଇଲିସୁତା ହାଟ ପଡ଼ିଆ ନିକଟରେ ୨ ଜଣ ଦୁର୍ବୃତ୍ତ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ୫୦ ହଜାର ଟଙ୍କା ସହିତ ଗୋଟିଏ ଲାପଟପ୍ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋକୁ ‘ପାଉଁଶ ଅଡ଼ୁଆ’, ସିପିପି ପ୍ଲାଣ୍ଟ୍‌କୁ ବନ୍ଦ କରିବାକୁ ସୁପାରିସ

ନାଲକୋନଗର : ଗୋଟିଏ ପଟେ କୋଇଲା ସଂକଟ ନବରତ୍ନ କମ୍ପାନି ନାଲ୍‌କୋର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ପ୍ରସଙ୍ଗରେ ଅଡ଼ୁଆରେ ପକାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ,…
ଅଧିକ ଖବର ଦେଖନ୍ତୁ...

ଶ୍ରାବଣରେ ଶୁଖିଲା ରେଙ୍ଗାଳି ଜଳଭଣ୍ଡାର

ଅନୁଗୁଳ : ଉଛୁଳିଲାଣି ହୀରାକୁଦ ଜଳଭଣ୍ଡାର। ଆଜି ୫ଟି ଗେଟ୍‌ ଖୋଲି ବନ୍ୟାଜଳ ନିଷ୍କାସନ କରାଯିବ। କିନ୍ତୁ ଏପରି ସମୟରେ ରେଙ୍ଗାଳି ଜଳଭଣ୍ଡାର ଶୁଖିଲା ପଡ଼ିଛି। ପୂରିବା ତ ଦୂରର କଥା, ଅଧାଅଧି ବି ହୋଇନି। ପୁଣି ଦିନେ ଦୁଇଦିନ ଅଧିକ ବିଜୁଳି ଉତ୍ପାଦନ କରିଦେଲେ ଜଳଭଣ୍ଡାରର ଜଳସ୍ତର କମିଯାଉଛି।…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋରେ ୧୦ ଦିନ ହେଲା କୋଇଲା ଯୋଗାଣ ବନ୍ଦ

ନାଲକୋନଗର : ନାଲ୍‌କୋର ଅନୁଗୁଳ ପ୍ଲାଣ୍ଟରୁ ୧୦ ଦିନ ହେଲା ପାଉଁଶ ନିଷ୍କାସନ ବନ୍ଦ ରହିଛି। ଏଠାକୁ କୋଇଲା ଯୋଗାଣ ମଧ୍ୟ ବନ୍ଦ ରହିଛି। କାରଖାନା ଏବେ ସଂକଟର ସମ୍ମୁଖୀନ ହୋଇଛି। ତୁରନ୍ତ ପ୍ରତିକାର କରାନଗଲେ ପ୍ଲାଣ୍ଟ୍‌ ବନ୍ଦ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା ଘଟଣା: ନିଲମ୍ବିତ ହେଲେ ଦୁଇ ୱାର୍ଡର୍‌

ତାଳଚେର : ଡ୍ୟୁଟି ସମୟରେ ଶୋଇବା ଘଟଣାରେ ତାଳଚେର ସହର ଉପଖଣ୍ଡ କାରାଗାର କର୍ତ୍ତୃପକ୍ଷ ଆଜି ଦୁଇ ୱାର୍ଡର୍‌ଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ମୁତାବକ, ତାଳଚେର ଉପକାରାଗାରରେ ୱାର୍ଡର୍‌ ରୂପେ କାର୍ଯ୍ୟରତ ସୁନୀଲ ମଲ୍ଲିକ ଏବଂ ତ୍ରିଲୋଚନ ଭୋଇ ଜେଲ୍‌ର ମୁଖ୍ୟଦ୍ବାର ପାଖରେ ଶୋଇଥିଲେ।…
ଅଧିକ ଖବର ଦେଖନ୍ତୁ...