ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ବଉଳିଲାନି ୭୦% ଆମ୍ବଗଛ: କମିବ ଉତ୍ପାଦନ, ଚିନ୍ତାରେ ଆମ୍ବଚାଷୀ

ଅନୁଗୁଳ : ‘ଆମ୍ବ ବଉଳଇ ଫଗୁ‌ଣ ମାସେ, ଦିଗ ଚହଟଇ ତା’ର ସୁବାସେ।’ ପିଢ଼ି ପ‌ରେ ପିଢ଼ି ଏହାକୁ ପଢ଼ି ଆସିଥିଲା ବେଳେ ଏବେ ଏହା ବଦଳିଯାଇଛି। ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଋତୁଚକ୍ରକୁ ପ୍ରଭାବିତ କରିଛି। ଯାହା ଫଳରେ ଫଗୁଣ ଯାଇ ଚୈତ୍ର ମାସ ଆରମ୍ଭ ହେଲା ପଛେ ଅନୁଗୁଳ ଜିଲ୍ଲାର ୭୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ, ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ଦୋ’ଛକିରେ ମହେଶଙ୍କ ସମର୍ଥକ: ନୂଆ ସାଂସଦ ପ୍ରାର୍ଥୀଙ୍କ ସହ ଯୋଡ଼ିହେବେ ନା ନାହିଁ?

ଅନୁଗୁଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ମହେଶ ସାହୁଙ୍କୁ ଏଥର ଟିକେଟ ଦେଇନି ବିଜେଡି। କେଉଁ ଏକ ବିଧାନସଭା କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ହେଲେ, ଏଥିନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନି। ଏପଟେ ମହେଶଙ୍କ ଟିକେଟ କଟିବାପରେ ତାଙ୍କ ସମର୍ଥକମାନେ ନିରାଶ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଅଙ୍କ ଅଡ଼ୁଆ: ରଜନୀକାନ୍ତ ନା ନୂଆ ଚେହେରା?

ଅନୁଗୁଳ: ବିଧାୟକ ପାଇଁ ସବୁଠାରୁ ଅଧିକ ଆଶାୟୀ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ। ଏପଟେ ନିତି ରାଜନୈତିକ ସମୀକରଣ ବି ବଦଳୁଛି। ତେଣୁ ବିଜେଡିର ଅନୁଗୁଳ ଅଙ୍କ ଛିଣ୍ଡୁନି। ଲଗାତାର ୪ ଥର ଜିତି ଆସିଥିବା ରଜନୀକାନ୍ତ ସିଂହଙ୍କୁ ପୁଣିଥରେ ଟିକେଟ ମିଳିବ, ନା’ ନୂଆ ଚେହେରା ସହ ବିଜେଡି…
ଅଧିକ ଖବର ଦେଖନ୍ତୁ...

ମହେଶ ସାହୁଙ୍କ ଟିକେଟ କଟିଲା: ଗୋଟିଏ ପରିବାରରୁ ଦୁଇଟି ଟିକେଟ

ଅନୁଗୁଳ: ଗୋଟିଏ ପରିବାର ଗୋଟିଏ ଟିକେଟ୍‌। ଏହି ସୂତ୍ର କିନ୍ତୁ ଢେଙ୍କାନାଳରେ ବଦଳିଛି। ଢେଙ୍କାନାଳରେ ସାମଲ ପରିବାରର ଦୁଇଜଣଙ୍କୁ ଟିକେଟ୍ ମିଳିଛି। ବିଧାୟକ ଟିକେଟ୍ ପାଇଥିଲେ ସୁଧୀର ସାମଲ। ପରେ ତାଙ୍କ ପୁତୁରା ତଥା ରାଜନୀତିରେ ନୂଆକରି ସାମିଲ ହୋଇଥବା ଡା. ଅବିନାଶ ସାମଲଙ୍କୁ ଦଳ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀ ବସ୍‌ର ମଦ୍ୟପ ଚାଳକଙ୍କୁ ପୁଲିସରେ ଜିମା ଦେ‌ଲେ ଲୋକେ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ପରିବହନ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ସରକାର ଲକ୍ଷ୍ମୀ ବସ୍‌ ସେବା ଯୋଗାଇ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ବସ୍‌ ସେବାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଜଣେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଶାସନ ଅଣଓଡ଼ିଆଙ୍କ ହାତରେ ଟେକି ଦେଇଛନ୍ତି ସରକାର: ରୁଦ୍ର ନାରାୟଣ ପାଣି

ଅନୁଗୁଳ: ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର। ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଓ ମନ୍ତ୍ରଣା ଚାଲିଥିଲା, ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି। ଏ ସବୁ ପରେ ବିଜେପି ତାର ଲୋକସଭା ପାଇଁ ଏକ ପ୍ରାର୍ଥୀ ତାଲିକା…
ଅଧିକ ଖବର ଦେଖନ୍ତୁ...

ହିଙ୍ଗୁଳାଙ୍କୁ ଦର୍ଶନ କରି ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଅନୁଗୁଳ: ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି‌ବେ ବୋଲି ଜଣାପଡ଼ିଛି। ଏଥିପାଇଁ ସୋମବାର ବିଧିବଦ୍ଧ ଭାବେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବେ। ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟାହ୍ନ ୧୨ ଟାରେ ତାଳଚେର…
ଅଧିକ ଖବର ଦେଖନ୍ତୁ...

ଆଠମଲ୍ଲିକରୁ ରମେଶ ଆଉଟ୍‌: ନଳିନୀଙ୍କ ନେତୃତ୍ବରେ ଲଢ଼ିବ ବିଜେଡି

ଅନୁଗୁଳ: ଯାହା ଅନୁମାନ କରାଯାଉଥିଲା, ସେୟା ହେଲା। ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଏଥର ବିଧାୟକ ରମେଶ ସାଏଙ୍କୁ ଆଉ ବିଜେଡି ଟିକେଟ୍ ମିଳିବନି। ତାଙ୍କ ବଦଳରେ ପ୍ରାର୍ଥୀ ହେବେ ନଳିନୀ ପ୍ରଧାନ। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ‌ ଲୋକସଭା ଆସନ: ନୂଆ ଚେହେରାକୁ ଗୁରୁତ୍ବ ଦେଇପାରେ ବିଜେଡି

ଅନୁଗୁଳ: କଂଗ୍ରେସ ଛାଡ଼ି ବିପ୍ଳବ ଜେନା ବିଜେଡି‌ରେ ମିଶିବାପରେ ସେ ଅନୁଗୁଳ ନିର୍ବାଚନମଣ୍ଡଳୀରେ ସୀମିତ ହୋଇ ରହିନାହାନ୍ତି। ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ନିଜ ପୁରୁଣା ସଂଗଠନକୁ ଏକାଠି କରିବାରେ ଲ‌ାଗି ପଡ଼ିଛନ୍ତି। ତେଣୁ ସ୍ବାଭାବିକ ଭାବେ ସେ ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...