ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ: ଇତିହାସ ବଦଳାଇବା ଲକ୍ଷ୍ୟରେ ବ୍ରଜ

ତାଳଚେର : ଲଗାତାର ୩ ଥର ହେଲା ତାଳଚେର ବିଧାୟକ ଭାବେ ବିଜୟୀ ହୋଇଛନ୍ତି ବ୍ରଜକିଶୋର ପ୍ରଧାନ। ୨୦୦୯ ପରଠାରୁ ସେ ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନକୁ ନିଜ ପାଖରେ ରଖିଛନ୍ତି। ଏବେ ବିଜେପି ତାଳଚେରକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ଆସନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।…
ଅଧିକ ଖବର ଦେଖନ୍ତୁ...

ବଅଁରପାଳରେ ବାଇକ ଦୁର୍ଘଟଣା: ଚାଳକ ମୃତ, ଜଣେ ଗୁରୁତର

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗ୍ରାମର ସୀମା ଅଞ୍ଚଳରେ ଏକ୍ ବାଇକ(ଓଆର ୧୯ ଏନ ୮୩୦୨) ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି। ସୂଚନା ମୁତାବକ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ…
ଅଧିକ ଖବର ଦେଖନ୍ତୁ...

ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

ଅନୁଗୁଳ : ଗଲା ୧୦ବର୍ଷରେ ଅନୁଗୁଳ ଜିଲ୍ଲାରୁ ସଫା ହୋଇଛି ଦୁଇ ହଜାର ୮ଶହ ହେକ୍ଟର ଜଙ୍ଗଲ ଜମି। ଖଣି ଏବଂ ଶିଳ୍ପ ପାଟିରେ ଏତିକି ଜଙ୍ଗଲ ସମ୍ପଦ ସ୍ବାହା ହୋଇଥିବା ଜଙ୍ଗଲ ବିଭାଗ ତଥ୍ୟ ସ୍ପଷ୍ଟ କରିଛି। ଗୋଟିଏ ହେକ୍ଟର ଜମିକୁ ପାଖାପାଖି ଅଢ଼େଇ ଏକର ସହିତ ତୁଳନା କଲେ, ଜିଲ୍ଲାର ପ୍ରାୟ ସାତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ କଲେଜରେ ପଢ଼ାଯିବ ‘ଆଇନ୍‌’ ପାଠ

ଅନୁଗୁଳ : ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର। ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍‌’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି। କୌଣସି ବି ବିଦ୍ୟାର୍ଥୀ ପାଇଁ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କରିବା ପାଇଁ ଏଠି ସୁବିଧା ଉପଲବ୍ଧ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଟଙ୍କା ହେରଫେର୍‌ ଘଟଣା: ବନ୍ଧାହେଲେ ଆଉଜଣେ ପୂର୍ବ ଅଧିକାରୀ

ଛେଣ୍ଡିପଦା : ଛେଣ୍ଡିପଦାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଟଙ୍କା ହେରଫେର ଘଟଣାରେ ପୁଲିସ ଆଜି ଆଉଜଣେ ପୂର୍ବତନ ଅଧିକ‌ାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ବ୍ୟାଙ୍କ ଶାଖାର ପୂର୍ବତନ କୋଷାଧ୍ୟକ୍ଷ ଶୁଭାଶିଷ ରାଉତରାୟ(୩୩)। ପୁଲିସ ସୂତ୍ରରୁ ପ୍ରକାଶ, ଏହି ବ୍ୟାଙ୍କ ଶାଖାରେ ଅଡିଟର୍‌…
ଅଧିକ ଖବର ଦେଖନ୍ତୁ...

ଅବନୀଙ୍କୁ ନେଇ ନୂଆ ଅଙ୍କକଷା: ଖାଦ୍ୟ କମିସନ ଅଧ୍ୟକ୍ଷ ନିଯୁକ୍ତି ପରେ ଚର୍ଚ୍ଚା ବଢ଼ିଲା

ଅନୁଗୁଳ : ପାଳଲହଡ଼ାର ବିଜେଡି ନେତା ଅବନୀକାନ୍ତ ସାହୁ ବିଧାନସଭା ଟିକେଟ୍‌ ପାଇଁ ଆଶାୟୀ ଥିଲେ। କିଛି ଦିନ ହେଲା ସେ ସଂଗଠନରେ ବେଶ୍ ସକ୍ରିୟ ବି ଜଣାପଡ଼ୁଥିଲେ। ଏମିତି ସମୟରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଅବନୀଙ୍କ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ମିଛ ରାସ୍ତା, ମିଛ ଫଳକ ଘଟଣା: ମୁଖ୍ୟଶାସନ ସଚିବଙ୍କ ରିପୋର୍ଟ ତଲବ

ପାଳଲହଡ଼ା : ଯେମିତି ମାଟି ରାସ୍ତା ଥିଲା ସେମିତି ରହିଛି। କଂକ୍ରିଟ୍‌ ରାସ୍ତା ନିର୍ମାଣର ନାଁ ଗନ୍ଧ ନାହିଁ। କିନ୍ତୁ ଫଳକ ମାରି ବିଲ୍‌ ଉଠିଛି। ପାଳଲହଡ଼ା ଅଞ୍ଚଳରେ ‘ମିଛ ରାସ୍ତା, ମିଛ ଫଳକ’ ଶୀର୍ଷକ ଖବର ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ପୌରପାଳିକାର ଅନ୍ଧାରୀ କାରସାଦି: ରାତିଅଧିଆ ନଅ ମୂର୍ତ୍ତି ଗାଏବ

ଅନୁଗୁଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତି ଘଟଣାକୁ ନେଇ ଚାରିଆଡ଼େ ପ୍ରତିକ୍ରିୟା ପରେ ଅନୁଗୁଳ ପୌରପାଳିକା ନବବାବୁ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ଉଠାଇ ନେଇଥିଲା। ମାଳତୀ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ

କଣିହାଁ : ସମଲ ଥାନା ଅଞ୍ଚଳ‌ରେ ଜଣେ ୧୪ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ସଂଜ୍ଞାହୀନ ଅବସ୍ଥାରେ ଦୁର୍ବୃତ୍ତମାନେ ତାଙ୍କୁ ଏକ ମନ୍ଦିରରେ ଫିଙ୍ଗି ଦେଇଥିଲେ। ଏହିଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ନାବାଳିକା ଜଣକ ସଂଧ୍ୟା ସମୟରେ…
ଅଧିକ ଖବର ଦେଖନ୍ତୁ...