ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟଲୀଳା ଉତ୍ସବ

ନାଲକୋନଗର:ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା ପରେ ଅଖଣ୍ଡ ବତି ଲାଗିଲା ନାମ କାର୍ଯ୍ୟକ୍ରମ ପରେ ମନ୍ଦିର ପ୍ରତିଷ୍ଠା…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ ନିକଟସ୍ଥ ପଡ଼ିଆକୁ ଯାଇଥିଲା ବେଳେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା…
ଅଧିକ ଖବର ଦେଖନ୍ତୁ...

୨୩ ଶେଷ ସୁଦ୍ଧା ସରିବ କଟକ-ସମ୍ବଲପୁର ୪ ଥାକିଆ ରାସ୍ତା

ଅନୁଗୁଳ : ଆସନ୍ତା ବର୍ଷ ଆରମ୍ଭ ହେବା ଆଗରୁ କଟକ-ସମ୍ବଲପୁର ୪ ଥାକିଆ ରାସ୍ତା ନିର୍ମାଣ ଶେଷ ହେଇଯିବ। ଏବେ ସୁଦ୍ଧା ୬୫ ପ୍ରତିଶତରୁ ଅଧିକ କାମ ଶେଷ ହୋଇଥିଲାବେଳେ ୧୯୪ କିମି ରାସ୍ତାକୁ ୪ ଥାକିଆ କରାଯାଇଛି। ବାକି କାମ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ସମୟସୀମା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ କାଣ୍ଡ: ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼

ଅନୁଗୁଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରାଯାଇଛି। ତାଳଚେରର ଏକ କୋଲ୍‌ ୱାସରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ବୈଠକ ଶେଷ ହେବା ପରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଆଗରେ ତାଙ୍କୁ ଜଣେ ସପକ୍ଷବାଦୀ ଧକ୍କା ମାରିବା ସହ ଦୁର୍ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

କୋଲ ୱାସରି ପ୍ରଦୂଷଣର ଯାଞ୍ଚ ହେବ

ଅନୁଗୁଳ: ତାଳଚେର ଘଣ୍ଟପଡ଼ାରେ ଥିବା କୋଲ୍‌ୱାସରିକୁ ନେଇ ଦୁଇ ଗୋ‌ଷ୍ଠୀଙ୍କ ଭିତରେ ବିବାଦ ଦେଖା ଦେଇଛି। ଏହାକୁ ନେଇ କିଛି ଦିନ ହେଲା ୱାସରି ବନ୍ଦ ରହିଥିଲାବେଳେ ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

ହୁଣ୍ଡି ଭାଙ୍ଗିଲେ, ମନ୍ଦିରରେ ପଶି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ନାଲକୋନଗର: ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଧ୍ଯେସ୍ବର ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ହୁଣ୍ଡି ସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି। ତେବେ ମନ୍ଦିର ପୂଜକ,ଓ ମନ୍ଦିର ସଭାପତି ଚକ୍ରଧର ମହାପାତ୍ର ନାଲକୋ ଥାନାରେ ଲିଖିତ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ର ଗୁଳିଚାଳନା ଅଭ୍ୟାସ ବେଳେ ଅଘଟଣ: ଲୋକଙ୍କ ଦେହରେ ବାଜିଲା ଗୁଳି

ଅନୁଗୁଳ : ପୁଲିସ୍‌ ବନ୍ଧୁକ ଚାଳନା ଅଭ୍ୟାସ କରିବା ସମୟରେ ଗୁଳି ଯାଇ ବାଜିଛି ସାଧାରଣ ଲୋକଙ୍କ ଦେହରେ। ଏମିତି ସାଂଘାତିକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ସଦର ଥାନା ଶରଧାପୁର ଗାଁରୁ। ଆଜି ସକାଳେ ଗାଁର ସୁବାସ ସାହୁ (୩୫) ଛାତ ଉପରେ କାମ କରୁଥିଲାବେଳେ ହଠାତ୍‌ ଏକ ଗୁଳି ଆସି ତାଙ୍କ ବାମ…
ଅଧିକ ଖବର ଦେଖନ୍ତୁ...

ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଦେଢ଼ କୋଟି ହେର୍‌ଫେର୍‌, ଉପପ୍ରବନ୍ଧକ ଗିରଫ

ଛେଣ୍ଡିପଦା : ଆଇସିଆଇସିଆଇ ବ୍ୟାଙ୍କ୍‌ ଛେଣ୍ଡିପଦା ଶାଖାରେ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କାର ଠକେଇ। ଅନ୍ୟ କେହି ନୁହେଁ, ବ୍ୟାଙ୍କ୍‌ର ଉପପ୍ରବନ୍ଧକ ଏବଂ ପୂର୍ବତନ କର୍ମଚାରୀ ହିଁ ଏହି ମହା ଠକେଇରେ ସାମିଲ ଅଛନ୍ତି। ଏନେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପରିବେଶ ପ୍ରେମରେ ସାମ୍ୱାଦିକ: ବିବାହ ଉତ୍ସବରେ ବାଣ୍ଟିଲେ ୫ଶହ ଚାରା

ନାଲକୋନଗର: ବୃତ୍ତିରେ ସାମ୍ବାଦିକ। ହେଲେ ପରିବେଶ ସୁରକ୍ଷା ପାଇଁ ସେ ନିଜେ ବୃକ୍ଷ ଲଗାଇବା ସହିତ ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ବୋଲି ଅନ୍ୟମାନଙ୍କୁ କହିଛନ୍ତି। କାରଣ ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା ବୋଲି କହିଛନ୍ତି। ନିଆରା…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଗଣ୍ଡରେ ଚାରି ରାଜ୍ୟର ନୂଆ ବଂଶଜ: ଖେଳୁଛନ୍ତି ଜୟପୁର, ଲକ୍ଷ୍ନୌ, ଇନ୍ଦୋର ଘଡ଼ିଆଳ

ଅନୁଗୁଳ : ସାତକୋଶିଆ ହେଉଛି ଜୈବ ବିବିଧତାର ଅନନ୍ୟ ଉଦାହରଣ। ମହାନଦୀର ବିରାଟ ଗଣ୍ଡ ଦୁଇ ପାର୍ଶ୍ବରେ ଏଠି ପ୍ରକୃତି ନିଜର ବିବିଧତାକୁ ପରିପୁଷ୍ଟ କରିଛି। ସାତକୋଶିଆର ମହାନଦୀ ଗଣ୍ଡରେ ଗଲା ଚାରିବର୍ଷ ତଳୁ ଆରମ୍ଭ ହୋଇଥିବା ଘଡ଼ିଆଳ ପ୍ରକଳ୍ପ ଜରିଆରେ ଏ ବିବିଧତାକୁ ପରିପକ୍ବ କରିବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...