ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ପଡ଼ିଆ ପଡ଼ିଛି ବ୍ରାହ୍ମଣୀ ପଠା: ଉଜାଡ଼ିଦେଲେ ‘ସବୁଜ କରିଡର୍‌’

ଓଡ଼ାପଡ଼ାରୁ ରାକେଶ ରୋଷନ ମହାନ୍ତି ଅନୁଗୁଳ: ବାଇଗଣରୁ ଝୁଡ଼ଙ୍ଗ, କଲରାରୁ କାକୁଡ଼ି। ଟମାଟୋଠାରୁ ନେଇ ଫୁଲ ଓ ବନ୍ଧାକୋବି, ସାରୁ, କଦଳୀ, କଞ୍ଚାଲଙ୍କା ଯାଏଁ, ଏମିତି କେଉଁ ପରିବା ନଥିଲା ଯାହା ବ୍ରାହ୍ମଣୀ ନଦୀପଠାରେ ହେଉ ନଥିଲା। ରାତି ପାହିଲେ ଚାଷୀ ଧାଉଁଥିଲା ନଦୀପଠାକୁ। ସବୁଜିମାରେ ଉଛୁଳି…
ଅଧିକ ଖବର ଦେଖନ୍ତୁ...

ଆଠମଲ୍ଲିକ ବନଖଣ୍ଡରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୁଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହ ପଚିଗଲାଣି । ତେଣୁ ୩-୪ ଦିନ ତଳୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଫାଶ ଭିତରେ ବାଘର ବେକ ଓ ଦେହ ଚାପି ହୋଇ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ଗଡ଼ିଲା: ଲକ୍ଷ୍ମୀ ବସ୍‌

ମାଲକାନଗିରିରୁ ଆରମ୍ଭ କରି ଗଜପତି, ଦେବଗଡ଼ରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ଗାଁକୁ ବ୍ଲକ ଓ ଜିଲ୍ଲା ସହିତ ଯୋଡ଼ୁଛି ଲକ୍ଷ୍ମୀ ବସ୍‌। ଲୋକଙ୍କୁ ଲୋକଙ୍କର ନିକଟତର କରୁଛି। ପର୍ଯ୍ୟଟନ, ବଜାର ପହଞ୍ଚୁଛି ଲୋକଙ୍କ ହାତ ପାଆନ୍ତାରେ। ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ତାଳଚେର ଥର୍ମାଲ୍‌ ‌ଷ୍ଟେଜ୍-ଥ୍ରି ନୂତନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ଷ୍ଟେଜ୍‌-ଥ୍ରି ନୂତନ ପ୍ଲାଣ୍ଟର ଶିଳାନ୍ୟାସ ଶନିବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ଥର୍ମାଲ୍‌ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ସତ ହେବ ଟିଟିପିଏସ୍‌ ସ୍ବପ୍ନ: ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌ (ଟିଟିପିଏସ୍‌)ର ଚିମିଣିରୁ ପୁଣି ଧୂଆଁ ଉଠିବ। ଚଳଚଞ୍ଚଳ ହେବ ଥର୍ମାଲ ବଜାର। ଶନିବାର ପ୍ରଧାନମନ୍ତ୍ରୀ ଟିଟିପିଏସ୍‌ର ନୂଆ ପ୍ଲାଣ୍ଟ ପାଇଁ ଶିଳାନ୍ୟାସ କରିବାକୁ ଯାଉଥିଲାବେଳେ ଏହା ତାଳଚେର ଅର୍ଥନୀତିକୁ ଗତିଶୀଳ କରିବ। ଏପଟେ ଚାକିରି ହରାଇଥିବା…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢ଼ାଉଛି ବାୟୁପ୍ରଦୂଷଣ: ତାଳଚେରରେ କମୁଛି, ଅନୁଗୁଳରେ ବଢ଼ୁଛି

ଅନୁଗୁଳ: ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୁଳ-ତାଳଚେର ସହର‌ବାସୀଙ୍କୁ ସ୍ବଚ୍ଛ ବାୟୁ ଦେବା ପାଇଁ ଆରମ୍ଭ କରାଯାଇଛି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ। ହେଲେ, ବାୟୁ ପ୍ରଦୂଷଣରେ ରୋକ୍‌ ଲଗାଇବା ପାଇଁ ସରକାର ଏହି କାର୍ଯ୍ୟକ୍ରମରେ ଟଙ୍କା ଅଜାଡ଼ି ଦେଉଥି‌ଲେ ମଧ୍ୟ ଏହାକୁ ଠିକ୍‌ ଭାବେ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା: ପୁରୁଣା ନା ନୂଆ ମୁହଁ ? ଦ୍ବନ୍ଦ୍ବରେ ୩ ଦଳ

ଅନୁଗୁଳ: ପୁରୁଣାଙ୍କୁ ପୁଣି ଭରସା କରିବେ ? ନା, ନୂଆ ଚେହେରା ସହ ନିର୍ବାଚନକୁ ଓହ୍ଲାଇବେ। ଢେଙ୍କାନାଳ ଲୋକସଭା ଆସନ ନେଇ ଏମିତି ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ଏପଟେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ କାହାକୁ କାଟିବେ, କାହାକୁ ରଖିବେ ସେଥିନେଇ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପ୍ରସଙ୍ଗ ତେଜିଲା: ଏକାଠି ହେଲେ ସବୁ ଦଳ, ଅନୁଗୁଳରେ ହେବ ଅର୍ଥନୈତିକ ଅବରୋଧ

ଅନୁଗୁଳ: ସହର ଦେଇ ଯ‌ାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ନେଇ ଅନୁଗୁଳବାସୀଙ୍କ କ୍ଷୋଭ ଆଜି ଫୁଟି ବାହାରିଛି। ଏହି ରାଜପଥ ମରାମତି ଦାବିରେ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ସ୍ଥଳରେ ଆଜି ରାଜନେତା ଓ ବୁଦ୍ଧିଜୀବୀ ଏକାଠି ହୋଇ ରାସ୍ତାର ଅବସ୍ଥା ନେଇ ଉଦ୍‌ବେଗ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଅନୁଗୁଳ ଆକାଶ: ମୁହଁ ଫେରାଇଲେଣି ପକ୍ଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନୁଗୁଳ ଓ ସାତକୋଶିଆ ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇ ରିପୋର୍ଟ ଆସି ସାରିଛି। ପୂର୍ବରୁ ସାତକୋଶିଆ ବନଖଣ୍ଡରେ ପକ୍ଷୀ ସଂଖ୍ୟା କମିଥିବା ସାମ୍ନାକୁ ଆସିଥିବା ବେଳେ ଏବେ ଅନୁଗୁଳ ବନଖଣ୍ଡରେ ବି ପକ୍ଷୀ ସଂଖ୍ୟ‌ା କମିଛି। ଗତବର୍ଷ ତୁଳନାରେ କମ୍ ପ୍ରଜାତିର ଓ କମ୍‌…
ଅଧିକ ଖବର ଦେଖନ୍ତୁ...