ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

୨୪ ପାଇଁ ୨୯ରେ ବଳ କଷାକଷି: ଗୋଟିଏ ଦିନରେ ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ହେବ। ଏପରିକି ଆଗୁଆ ନିର୍ବାଚନ ହେବାନେଇ ବି ଚର୍ଚ୍ଚା ଚାଲିଛି। ଏହିସମୟରେ ବିଜେଡି ଓ ବ‌ିଜେପି ମଧ୍ୟରେ ଅନୁଗୁଳରେ ଆଗୁଆ ବଳ କଷାକଷି ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି। ଠିକ୍‌ ସେହିଦିନ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବାଘ ଚମଡ଼ା ବିକ୍ରେତା ଆନ୍ଧ୍ର ପାର୍‌! ହତ୍ୟା କରିଥିଲା ବାପା, ପୁଅ କରିଥିଲା ଡିଲ୍

ଅନୁଗୁଳ : ସାତକୋଶିଆ କଲରାପତରିଆ ବାଘ ମୃତ୍ୟୁ ଘଟଣା ଉପରୁ ପରଦା ଉଠିଛି। ଗତବର୍ଷ ଜୁଲାଇ ୧ ତାରିଖ ଦିନ ଏ ବାଘକୁ ଫାଶ ପକାଇ ହତ୍ୟା କରାଯାଇଥିଲା। ପମ୍ପାସର ରେଞ୍ଜ୍‌ କୁମୁରୀ ଗାଁର ଦୁଇ ବାପ-ପୁଅ ଏ କାରନାମା କରିଥିଲେ। ବାଘକୁ ଫାଶରେ ପକାଇ ହତ୍ୟା କରିବା ପରେ ତା’ର ଚମଡ଼ା ଉତାରି ଘରକୁ…
ଅଧିକ ଖବର ଦେଖନ୍ତୁ...

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ: ଶେଷ ହୋଇପାରିଲାନି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ହାତୀ ପାଇଁ ଧାନର ଅଭାବୀ ବିକ୍ରି

ଅନୁଗୁଳ : ବିଲ‌ରେ ଧାନ ରହିଲେ ହାତୀ ଦଳି ଦେଉଛନ୍ତି। ଖଳାରେ ଥିବା ଧାନକୁ ବି ଛାଡ଼ୁନାହାନ୍ତି। ଏପଟେ ଅନୁଗୁଳ ଜିଲ୍ଲାରେ ମଣ୍ଡ‌ିରେ ଧାନ କିଣାବିକା ସ୍ବାଭାବିକ ହୋଇ ନ ଥିବାରୁ ଅମଳ ଧାନ ବିକ୍ରି କରିପାରୁନାହାନ୍ତି। ବର୍ଷକର ପରିଶ୍ରମ ହାତୀ ପାଦରେ ଯାଉଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ କ୍ରିକେଟ୍: ୟୁନିଅନ ସ୍ପୋର୍ଟିଂ ଚାମ୍ପିଅନ

ଅନୁଗୁଳ : ରୋମାଞ୍ଚକର ଫାଇନାଲ୍‌ ମ୍ୟାଚ୍‌‌ରେ ଅନୁଗୁଳ କ୍ରିକେଟ କ୍ଲବ୍‌କୁ ପରାସ୍ତ କରି କଟକର ୟୁନିଅନ ସ୍ପୋର୍ଟିଂ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ ଦ୍ବାରା ଆୟୋଜିତ ସର୍ବଭାରତୀୟ କ୍ରିକେଟ୍‌ କପ୍‌ରେ ଚାମ୍ପିଅନ୍‌ ହୋଇଛି। ସ୍ଥାନୀୟ କଦମ ପଡ଼ିଆରେ ରବିବାର ଖେଳାଯାଇଥିବା ଫାଇନାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷିତ ଜଙ୍ଗଲକୁ କବ୍‌ଜା କରିବା ଘଟଣା: ରେଙ୍ଗେଶିସ ଇଣ୍ଡଷ୍ଟ୍ରିଜ୍‌କୁ ନୋଟିସ୍‌

ଅନୁଗୁଳ : ଶେଷରେ ହାଇଦ୍ରାବାଦ୍‌ ଶିଳ୍ପପତିଙ୍କୁ ଖୋଜି ବାହାର କଲା ବନ ବିଭାଗ। ଅନୁଗୁଳ ବନଖଣ୍ଡର ପୋକୁଣ୍ଡା ସଂରକ୍ଷିତ ଜଙ୍ଗଲକୁ କବ୍‌ଜା କରିବା ଘଟଣାରେ ସଂସ୍ଥାକୁ ଜାରି ହେଲା ନୋଟିସ୍‌। ବିଭାଗ ଦେଲା ତିନି ଦିନର ମହଲତ୍‌। ତିନିଦିନ ଭିତରେ ବନ ବିଭାଗ ପାଖରେ ହାଜର ହେବାକୁ ନୋଟିସ୍‌ରେ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ପୁଣି ବାଘ ହତ୍ୟା!

ଅନୁଗୁଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପୁଣି ଫାଶ ପକାଇ ଏକ କଲରାପତରିଆ ବାଘକୁ ହତ୍ୟା କରାଯାଇଛି। ବାଘର ମଲାଦେହ ସହ ଶିକାରୀମାନେ ଉଠାଇଥିବା ଫଟୋରୁ ଏ ଘଟଣା ପ୍ରଘଟ ହୋଇଛି। ଘଟଣା ପଦାକୁ ଆସିବା ପରେ ସାତକୋଶିଆ କର୍ତୃପକ୍ଷ ରାତାରାତି ଚଢ଼ଉ କରି ୩ ଜଣଙ୍କୁ ଅଟକ ରଖିଛନ୍ତି। ତା ସହିତ ଏକ…
ଅଧିକ ଖବର ଦେଖନ୍ତୁ...

ଅଣ୍ଡର ବାଇପାସ୍ ନିର୍ମାଣ ଓ ରାସ୍ତା ମରାମତି ଦାବିରେ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ

ପାଲଲହଡ଼ା: ପାଲଲହଡ଼ା ଶିବ ମନ୍ଦିର ଛକରେ ଅଣ୍ଡର ବାଇପାସ୍ ନିର୍ମାଣ ଓ ପାଲଲହଡ଼ା- ତିତିରି ରାସ୍ତା ମରାମତି ଦାବିରେ ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ କରାଯାଉଛି। ପାଲଲହଡ଼ା ବିଧାୟକ ମୁକେଶ ପାଳ ଏହି ବନ୍ଦର ନେତୃତ୍ୱ ନେଉଛନ୍ତି। ବନ୍ଦ ଯୋଗୁ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଶିଳ୍ପପତିଙ୍କ କବ୍‌ଜାରେ ଅନୁଗୁଳ ଜଙ୍ଗଲ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ହାଇଦ୍ରାବାଦ ଶିଳ୍ପପତିଙ୍କ କବ୍‌ଜାରେ ଅନୁଗୁଳର ଅମୂଲ୍ୟ ଜଙ୍ଗଲ ସମ୍ପଦ। ବିନା ଅନୁମତିରେ ଯେଉଁଠି ଗଛରୁ ପତ୍ରଟିଏ ବି ଆଣିବା ଅପରାଧ, ସେଠି ଜେସିବି ଭର୍ତ୍ତିକରି ମୂଲ୍ୟବାନ ଗଛ ସବୁ କାଟି ପଦା କରାଯାଇଛି। ଜଙ୍ଗଲୀ ହାତୀପଲଙ୍କ ଆଶ୍ରୟସ୍ଥଳକୁ ଜେସିବିରେ ଖୋଳି…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ବିଜେଡି ଅନ୍ତଃ କନ୍ଦଳ: ସାଂସଦ-ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅନୁଗୁଳ : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଏହି ସମୟ‌ରେ ଜିଲ୍ଲାରେ ବାହାରିଛି ବିଜେଡିର ପୁରୁଣା ରୋଗ। ଦଳର ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଡିଏମ୍‌ଏଫ୍‌ ପାଣ୍ଠିରୁ…
ଅଧିକ ଖବର ଦେଖନ୍ତୁ...