ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଜଗନ୍ନାଥମୟ ଶୈଳଶ୍ରୀକ୍ଷେତ୍ର; ଗୁଣ୍ଡିଚାବାଡ଼ିରେ ୩ ରଥ, କାଳିଆ ହଟ ଦେଖିଲେ ଭକ୍ତ

ଅନୁଗୁଳ: ଆନନ୍ଦ, ଉଲ୍ଲାସ ମଧ୍ୟରେ ଏକ ଭାବ, ଭକ୍ତିମୟ ପରିବେଶରେ ଶୈଳଶ୍ରୀକ୍ଷେତ୍ରରେ ଗଡିଛି ଜଗନ୍ନାଥଙ୍କ ରଥ। ଅଗଣିତ ଶ୍ରଦ୍ଧାଳୁଙ୍କ ଭାବ ରଜୁରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ତିଚାମନ୍ଦିରକୁ ଯାତ୍ରା କରିଛନ୍ତି। ଘଣ୍ଟ, ଘଣ୍ଟା, ଭଜନ, କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ କ˚ପି ଉଠିଛି…
ଅଧିକ ଖବର ଦେଖନ୍ତୁ...

ରିଆମାଳ: ବୁଢାପାଳ ଆଦର୍ଶ ବିଦ୍ୟାଳୟରେ ନବମ‌ ଶ୍ରେଣୀରେ ପଢୁଥିବା ୨ ଛାତ୍ର ନିଖୋଜ

ଦେବଗଡ଼: ରିଆମାଳ ବ୍ଲକ ବୁଢାପାଳ‌ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଦୁଇ ଜଣ  ଛାତ୍ର ନିଖୋଜ ହୋଇଛନ୍ତି। ଏନେଇ ପରିବାର‌ ଲୋକ ଗତକାଲି ରାତି ୧୦ଟା ବେଳେ କୁଣ୍ଢେଇଗୋଳା ଥାନାର ‌ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ନିଖୋଜ ଛାତ୍ର ଦ୍ବୟ ହେଲେ କୁଣ୍ଢେଇଗୋଳା‌ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ତାଳଚେର : ଗୁରୁବାର ଦିନ ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ସାଉଥ ବଲଣ୍ଡାର ସୁଭଦ୍ରା କ୍ଷେତ୍ର ଓ ସେଣ୍ଟ୍ରାଲ କଲୋନିର ଜଗନ୍ନାଥ ‌କ୍ଷେତ୍ର ଅଞ୍ଚଳରେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀଛୁଆ ମୃତ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀଛୁଆ ମୃତ୍ୟୁବରଣ କରିଛି। କିଛିଦିନ ହେଲା ଅସୁସ୍ଥ ହୋଇଥିଲେ ମଧ୍ୟ ବନ ବିଭାଗ ତାର ଚିକିତ୍ସା କରିନଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ଏକ ମାଇ ହାତୀ ଛୁଆ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ତିନି ହାତୀ ଅସୁସ୍ଥ

ଅନୁଗୁଳ : ସାତକୋଶିଆରେ ଆହୁରି ଦୁଇଟା ହାତୀ ଅସୁସ୍ଥ ଥିବା ସୂଚନା ମିଳିଛି। ପୂର୍ବରୁ ସାତକୋଶିଆ ନିକଟସ୍ଥ ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଗୋଟିଏ ଛୁଆ ହାତୀ ଅସୁସ୍ଥ ରହିଛି। ସେ କିଛି ବି କିଛି ଖାଇପାରୁନାହିଁ। ତଣ୍ଟି ଫୁଲିଥିବାବେଳେ ତା’ର ମା’ ଛୁଆଟିକୁ ଧରି ଏବେ ଗାଁ ମୁହାଁ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଅଗ୍ରଗତି ନେଇ ଉପବାଚସ୍ପତିଙ୍କ ସମୀକ୍ଷା, ବକେୟା କାମ ତ୍ବରାନ୍ବିତକୁ ଗୁରୁତ୍ବ

ଅନୁଗୁଳ: ବକେୟା କାମ ସାରିବାକୁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କର। ଯେତେ ଶୀଘ୍ର ସମ୍ଭବ କାମ ଶେଷ କର। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଜାତୀୟ ରାଜପଥର ପ୍ରଶସ୍ତୀକରଣ କାମ ତ୍ବରାନ୍ବିତ କରିବାକୁ ଏମିତି ନିର୍ଦେଶ ଦିଆଯାଇଛି। ଆଜି ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଜାଲ ପ୍ରମାଣପତ୍ର ଦେଇ କଲେଜରେ ଚାକିରି, ଅଧ୍ୟାପକଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ

ଅନୁଗୁଳ: ନିଜ ମାର୍କସିଟରେ ଜାଲିଆତି କରିଥିଲେ ଅଧ୍ୟାପକ। ଜାଲ ପ୍ରମାଣପତ୍ର ଦେଇ କରିଥିଲେ ଚାକିରି। ଏହା ଜଣାପଡ଼ିବା ପରେ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଅଧ୍ୟାପକଙ୍କ ବିରୋଧରେ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଜିଲିଣ୍ଡା ବନାଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ଫେରାର ରେଞ୍ଜର

ବନ୍ତଳା: ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜର ଫେରାର ହୋଇଯାଇଥିଲେ। ତେବେ ତାଙ୍କୁ ବନ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖରେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳରୁ ଏକ ଦନ୍ତାହାତୀର…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ବନ୍ୟପ୍ରାଣୀ ଅସୁରକ୍ଷିତ, ଚିକିତ୍ସା ଅଭାବରୁ ଅଣ୍ଡିରା ହାତୀଛୁଆର ଜୀବନ ଗଲା

ବନ୍ତଳା: ସାତକୋଶିଆ ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। କେତେବେଳେ ଦନ୍ତାହାତୀର କଙ୍କାଳ ମିଳୁଛି ତ କେତେବେଳେ ଶିକାରୀ ଫାସରେ ବାଘ ପଡି ଛଟପଟ ହେଉଛି। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ଅଣ୍ଡିରା ହାତୀଛୁଆ ଆଖି ବୁଜିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆ ଅଭୟାରଣ୍ୟରୁ ହାତୀ କଙ୍କାଳ ଜବତ ଘଟଣା: ଖସିବା ପାଇଁ ମାଗିଥିଲେ ଭିଆର୍‌ଏସ୍‌

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରୁ ହାତୀ କଙ୍କାଳ ଜବତ ଘଟଣାକୁ ଇତିମଧ୍ୟରେ ୫ଦିନ ବିତିଗଲାଣି। ଫେରାର୍‌ ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ କିମ୍ବା ଜିଲିଣ୍ଡା ଫରେଷ୍ଟର ଅନୁପମା ସାହୁଙ୍କର ପତ୍ତା ମିଳୁନି। ଏପରିସ୍ଥଳେ ଖସିବା ପାଇଁ ରେଞ୍ଜର୍‌ ଶ୍ରୀ ପ୍ରଧାନ ଭିଆର୍‌ଏସ୍‌ ମାଗିଥିବାନେଇ…
ଅଧିକ ଖବର ଦେଖନ୍ତୁ...