ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଆଶା ଦିଦିଙ୍କ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରକ ଚଢ଼ି ଯିବାରୁ ଜଣେ ଆଶା ଦିଦିଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସି ଏଚ ସି ଅଧୀନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଅଞ୍ଚଳରୁ…
ଅଧିକ ଖବର ଦେଖନ୍ତୁ...

ମିଳିଲାନି ବିହନ, କମିଲା ଉତ୍ପାଦନ: ସମସ୍ୟାରେ ହରଡ଼ ଚାଷୀ

ପାଇକସାହି (ଅନୁଗୁଳ): ସମୟ ଥିଲା ସମସ୍ତଙ୍କ ବାଡ଼ିବଗିଚାରେ ହରଡ଼ ବୁଣା ହେଉଥିଲା। ଯେକୌଣସି ଫସଲ ଲାଗିଲେ ବି ହିଡ଼ରେ ହରଡ଼ ଲଗାଉଥିଲା ଚାଷୀ। କାଳକ‌୍ରମେ ଏହି ପାରମ୍ପାରିକ ଶୈଳୀରେ ପରିବର୍ତ୍ତନ ଆଣି ହରଡ଼ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଅଣ୍ଟା ଭିଡ଼ିଲେ। ସଘନ କୃଷି ଯୋଜନାରେ ହରଡ଼ ଚାଷକୁ…
ଅଧିକ ଖବର ଦେଖନ୍ତୁ...

ଯାଆଁଳା ଶିଶୁଙ୍କୁ ହତ୍ୟା ଘଟଣା: କୂଅରେ ଜିଅନ୍ତା ଫିଙ୍ଗି ଦେଇଥିଲା ମା’

ଅନୁଗୁଳ: ମାତ୍ର ୩ ମାସର ଶିଶୁ। ଜୀବନ କଣ ଜାଣି ନଥିଲେ। ହେଲେ ଏହା ପୂର୍ବରୁ ମା ହାତରେ ଚାଲିଗଲା ଦୁଇ ନିଷ୍ପାପ ଯାଆଁଳା ଭାଇ, ଭଉଣୀଙ୍କ ଜୀବନ। ଜିଅନ୍ତା ଅବସ୍ଥାରେ ମା ହିଁ ଉଭୟଙ୍କୁ କୂଅରେ ଫିଙ୍ଗିଦେଲା। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତର ମୁଣ୍ଡାଢିପ ଗାଁରେ ଘଟିଛି ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା କଲା ମାଆ!

ବନ୍ତଳା: ନିଜ ଛୁଆଙ୍କୁ ନିଜ ହାତରେ ମାରିଲା ମାଆ। ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ଅଭାବନୀୟ ଘଟଣା: କୂଅରେ ପକାଇ ୩ମାସର ଯାଆଁଳା ଶିଶୁଙ୍କୁ ହତ୍ୟା

ବନ୍ତଳା: ଅନୁଗୁଳ ବ୍ଲକ୍‌ ବନ୍ତଳା ଥାନା ବସଲା ପଞ୍ଚାୟତରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣରୁ ଏହି ପଞ୍ଚାୟତ ମୁଣ୍ଡାଢିପର ସୁନୀଲ କୁମାର ସାହୁଙ୍କ ତିନି ମାସର ଯାଆଁଳା ଭାଇ ଭଉଣୀଙ୍କୁ କେହି ଅମାନୁଷିକ ଭାବରେ କୂଅରେ ପକାଇ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ରମେଶ ସାଏଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ଖଣ୍ଡା!

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଭାରେ ବସିଲେ। ଅଥଚ ରାଜ୍ୟ ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ବି କଲେନି। ଏହାକୁ ନେଇ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଉପରେ ଖପ୍ପା ହୋଇଛି ବିଜେଡି। ଶାସକ ଦଳର ବିଧାୟକ ହୋଇ ବି…
ଅଧିକ ଖବର ଦେଖନ୍ତୁ...

ତୀବ୍ର ହେଉଛି ନଳିନୀ-ରମେଶ ବିବାଦ: ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଆଗରେ ସମର୍ଥକ ମୁହାଁମୁହିଁ

ଅନୁଗୁଳ: ଆଠମଲ୍ଲିକରେ ବିଜେଡିର ଦୁଇ ଗୋଷ୍ଠୀ ଭିତରେ କୁହୁଳୁଥିବା ଅସନ୍ତୋଷ ଆଜି ଫୁଟି ବାହାରିଛି। ଏହି ବ୍ଲକ୍‌ର ଆମ୍ବସୁରମୁଣ୍ଡାରେ ଜଂଘାଦେଓ ପୀଠ ପ୍ରତିଷ୍ଠା ଉତ୍ସବରେ ବିଧାୟକ ରମେଶ ସାଏ ଓ ବରିଷ୍ଠ ନେତା ନଳିନୀ ପ୍ରଧାନଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ୨ ଜଣ…
ଅଧିକ ଖବର ଦେଖନ୍ତୁ...

ମହିଧରପୁର-ଫୁଲପଡ଼ା ରାସ୍ତାରେ ସଶସ୍ତ୍ର ଡକାୟତି ଉଦ୍ୟମ ପଣ୍ଡ

ବଅଁରପାଳ: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ମହିଧରପୁର-ଫୁଲପଡ଼ା ରାସ୍ତାର ମଙ୍ଗଳାଢ଼ିପ ଛକ ନିକଟରେ ସଶସ୍ତ୍ର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସୂଚନା ଅନୁଯାୟୀ ଏକ ପିକଅପ ଭ୍ୟାନରେ ସିଲିଙ୍ଗ ନେଇ ଭୁବନେଶ୍ୱର ଅନୁଗୁଳ ଆସୁଥିବା ବେଳେ କାର ଚାଳକଙ୍କୁ ତିନି ଜଣ ଯୁବକ ଆକ୍ରମଣ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ମୃତ

କାମାକ୍ଷାନଗର: ଅନୁଗୋଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇପଡିଛନ୍ତି । ମୃତକ ଦ୍ବୟ ହେଲେ ମହୁଲି ଗ୍ରାମର ସାଗର ସାହୁ ଓ ଅଘିରାଗୋଡା ଗ୍ରାମର ଶିବରାମ…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢ଼ାଇଲା ଅନୁଗୁଳ ପ୍ରଦୂଷଣ: କୋଇଲା ଦହନ, ପରିବହନ ପ୍ରମୁଖ କାରଣ

ଅନୁଗୁଳ: ଗତକାଲି ଅନୁଗୁଳର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ (ବାୟୁର ମାନ ସୂଚକାଙ୍କ) ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି। ଓଡ଼ିଶାର ହୃଦୟ ଅନୁଗୁଳ ସହରର ବାୟୁର ମାନ ଏତେ ଖରାପ କଣ ପାଇଁ? ତାହାକୁ ନେଇ ସାଧାରଣରେ ସ୍ବତଃ ପ୍ରଶ୍ନ ସୃଷ୍ଟି ହୋଇଛି। ଓଡ଼ିଶାର ଅନ୍ୟ…
ଅଧିକ ଖବର ଦେଖନ୍ତୁ...